ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର କନ୍ଧମାଳ ରାୟଗଡ଼ା ନୂଆପଡ଼ା

samikshanews

ହିନ୍ଦ ମଜୁଦୁର ସଭାର ରାଜ୍ୟ ସମ୍ପାଦକ ହେଲେ ଜ୍ଞାନ ରଞ୍ଜନ ଦାସ – ସମୀକ୍ଷା ଖବର

ହିନ୍ଦ ମଜୁଦୁର ସଭାର ରାଜ୍ୟ ସମ୍ପାଦକ ହେଲେ ଜ୍ଞାନ ରଞ୍ଜନ ଦାସ

ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି: ଡେଲାଙ୍ଗ,ତା୧୩।୯ ଡେଲାଙ୍ଗ ବ୍ଲକ ଅରିସଲ ପଂଚାୟତ ଅନ୍ତର୍ଗତ ଓଡ଼ାରଙ୍ଗ ଗ୍ରାମର ଜ୍ଞାନ ରଞ୍ଜନ ଦାସ ପଞ୍ଚଦଶ ରାଜ୍ୟ ହିନ୍ଦ ମଜୁଦୁର ସଭା ସମ୍ମିଳନୀ ରେ ରାଜ୍ୟ ସମ୍ପାଦକ ଭାବେ ନିର୍ଦୋନ୍ଦ ରେ ନିର୍ବାଚିତ ହୋଇଛନ୍ତି । ରବିବାର ଚନ୍ଦ୍ରଶେଖରପୁର ରେଳବିଭାଗ ସମ୍ମିଳନୀ ସଦନରେ ଅନୁଷ୍ଠିତ ସଭାରେ ତାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ପୂର୍ବରୁ ସେ ଏହି ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ଆଜି ଠାରୁ…

Read More
ପ୍ରତିଷ୍ଠିତ ବ୍ୟବସାୟୀ ମୃତ୍ୟୁଞ୍ଜୟ ସାହୁଙ୍କ ଅକାଳ ବିୟୋଗଶୋଭାଯାତ୍ରାରେ ଶେଷ ବିଦାୟ, ବିଭିନ୍ନ ମହଲରେ ଶୋକ – ସମୀକ୍ଷା ଖବର

ପ୍ରତିଷ୍ଠିତ ବ୍ୟବସାୟୀ ମୃତ୍ୟୁଞ୍ଜୟ ସାହୁଙ୍କ ଅକାଳ ବିୟୋଗଶୋଭାଯାତ୍ରାରେ ଶେଷ ବିଦାୟ, ବିଭିନ୍ନ ମହଲରେ ଶୋକ

ସିଦ୍ଧାର୍ଥ ଶଙ୍କର ମିଶ୍ର / ଧୂଷୁରୀ ଧାମନଗର/ ଭଦ୍ରକ /ସମୀକ୍ଷା ନ୍ୟୁଜ ବେତାଳିଗାଁ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ପାଳସାହି ଗ୍ରାମ ପଞ୍ଚାୟତ ଅଧୀନ ବେତାଳିଗାଁ ହାଟର ପ୍ରତିଷ୍ଠିତ ବ୍ୟବସାୟୀ ତଥା ସମାଜସେବୀ ମୃତ୍ୟୁଞ୍ଜୟ ସାହୁ (୪୭)ଙ୍କର ଗତକାଲି ବିଳମ୍ବିତ ରାତିରେ ଅକାଳ ବିୟୋଗ ଘଟିଛି। ସେ ଜଣେ ପରୋପକାରୀ, ସଙ୍ଗଠନପ୍ରେମୀ ଓ ମେଳାପୀ ବ୍ୟକ୍ତି ଭାବେ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଶେଷ ଦର୍ଶନ ପାଇଁ ପାଳସାହି, ରଇପୁର…

Read More
ଡିଜିପି ଚୟନରେ କିଏ ଟାଣୁଛି ସୂତା? ସୁପ୍ରିମକୋର୍ଟ ହସ୍ତକ୍ଷେପ ପରେ ଓଡ଼ିଶା ପ୍ରଶାସନ ଉପରେ ବଡ଼ ପ୍ରଶ୍ନ – ସମୀକ୍ଷା ଖବର

ଡିଜିପି ଚୟନରେ କିଏ ଟାଣୁଛି ସୂତା? ସୁପ୍ରିମକୋର୍ଟ ହସ୍ତକ୍ଷେପ ପରେ ଓଡ଼ିଶା ପ୍ରଶାସନ ଉପରେ ବଡ଼ ପ୍ରଶ୍ନ

ଶରତ ଚନ୍ଦ୍ର ବେହେରା / ବରିଷ୍ଟ ସାମ୍ବାଦିକ /ଭୁବନେଶ୍ୱର ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ ଚୟନ ଏବେ କେବଳ ଜଣେ ବରିଷ୍ଠ ଆଇପିଏସ୍‌ଙ୍କ ନିଯୁକ୍ତି ପ୍ରସଙ୍ଗ ରହିନାହିଁ। ଏହା ରାଜ୍ୟ ପ୍ରଶାସନର ସ୍ୱଚ୍ଛତା, ନିଷ୍ପକ୍ଷତା, ଆଇନ ପ୍ରତି ସମ୍ମାନ ଓ ରାଜନୈତିକ ପ୍ରଭାବମୁକ୍ତ ନିଷ୍ପତ୍ତିର ଏକ ବଡ଼ ପରୀକ୍ଷାରେ ପରିଣତ ହୋଇଛି। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ଯେଉଁ ପ୍ରଶ୍ନ ଉଠିଛି, ତାହାର ଉତ୍ତର ସରକାର ଓ ପ୍ରଶାସନ ଦୁହିଁଙ୍କୁ ଦେବାକୁ ପଡ଼ିବ।…

Read More
୨୬ଟି ପିଏମ୍ ଶ୍ରୀ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଓସେପା ଓ OUAT ମଧ୍ୟରେ ବୁଝାମଣା – ସମୀକ୍ଷା ଖବର

୨୬ଟି ପିଏମ୍ ଶ୍ରୀ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଓସେପା ଓ OUAT ମଧ୍ୟରେ ବୁଝାମଣା

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର, ୧୨ ସେପ୍ଟେମ୍ବର, ୨୦୨୬: ଓଡ଼ିଶା ବିଦ୍ୟାଳୟ ଶିକ୍ଷା କର୍ଯ୍ୟକରଣ ପ୍ରାଧିକରଣ (OSEPA) ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟାବହାରିକ ଏବଂ କ୍ଷେତ୍ର-ଭିତ୍ତିକ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରିବା ପାଇଁ ଆଜି ଆନୁଷ୍ଠାନିକ ଭାବେ ଏହାରଶୁଭାରମ୍ଭ କରାଯାଇଛି । ଓଡ଼ିଶାର ୨୦ଟି ଜିଲ୍ଲାର ୨୬ଟି ପିଏମ୍ ଶ୍ରୀ I…

Read More
ପାଇଖାନା ଟାଙ୍କି ନେଲା ୩ ଜୀବନ:ପଦ୍ମପୁରରେ ଶ୍ୱାସରୁଦ୍ଧ ହୋଇ ୩ ମୃତ – ସମୀକ୍ଷା ଖବର

ପାଇଖାନା ଟାଙ୍କି ନେଲା ୩ ଜୀବନ:ପଦ୍ମପୁରରେ ଶ୍ୱାସରୁଦ୍ଧ ହୋଇ ୩ ମୃତ

ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଗୁଲୁଗୁଡ଼ା ପଞ୍ଚାୟତର ତାରପାଗୁଡ଼ା ଗାଁରେ ଘଟିଛି ଅଘଟଣ ।ନୂଆ କରି ତିଆରି ହୋଇଥିବା ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ ବାହାର କରିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି ।ସୂଚନା ଅନୁସାରେ, ବିଶ୍ୱନାଥ ବାରିକଙ୍କ ନବ ନିର୍ମିତ ପାଇଖାନା ଟାଙ୍କି ସଫା କରିବା ଏବଂ ସେଣ୍ଟ୍ରିଙ୍ଗ ବାହାର କରିବା ପାଇଁ ଜଣଙ୍କ ପରେ ଜଣେ ଟାଙ୍କି ଭିତରକୁ ଓହ୍ଲାଇଥିଲେ ।ହେଲେ ଟାଙ୍କି ଭିତରେ ଅମ୍ଳଜାନର ଅଭାବ…

Read More
ଲଘୁଚାପ ଜନିତ ଲଗାଣ ବର୍ଷା ରେ ବୁଡ଼ିଲା ପୋଲ ମାଲକାନଗିରି ଜିଲ୍ଲା ଠାରୁ ମୋଟୁ. କାଲିମେଳା ଠାରୁ ପଡିଆ ବ୍ଲକ ବିଛିନ୍ନ – ସମୀକ୍ଷା ଖବର

ଲଘୁଚାପ ଜନିତ ଲଗାଣ ବର୍ଷା ରେ ବୁଡ଼ିଲା ପୋଲ ମାଲକାନଗିରି ଜିଲ୍ଲା ଠାରୁ ମୋଟୁ. କାଲିମେଳା ଠାରୁ ପଡିଆ ବ୍ଲକ ବିଛିନ୍ନ

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ ଲଘୁଚାପ ଜନିତ ଲଗାଣ ବର୍ଷା ରେ ବୁଡ଼ିଲା ପୋଲ ମାଲକାନଗିରି ଜିଲ୍ଲା ଠାରୁ ମୋଟୁ. କାଲିମେଳା ବ୍ଲକ ଠାରୁ ପଡିଆ ବ୍ଲକ ଯୋଗା ଯୋଗ ସମ୍ପୂର୍ଣ ହେଲା ବିଛିନ୍ନ l ଲଘୁଚାପ ଜନିତ ବର୍ଷା ଗତ କାଲି ଅପରାହ୍ନ ଠାରୁ ଲଗାତାର ବର୍ଷା ଜିଲ୍ଲା ରେ ଲାଗି ରହିଛି ଯାହା ଫଳରେ ଆଜି ଅପରାହ୍ନ ରେ ମାଲକାନଗିରି ଜିଲ୍ଲା ଠାରୁ କାଲିମେଳା ବ୍ଲକ ଏବଂସୀମାନ୍ତ ମୋଟୁ କୁ ସଂଯୋଗ…

Read More
ଚିର ନିଦ୍ରାରେ ଗଣକବିଙ୍କ ମଞ୍ଚ ଅଭିନେତ୍ରୀ ହାରାମଣି ଦେବୀ – ସମୀକ୍ଷା ଖବର

ଚିର ନିଦ୍ରାରେ ଗଣକବିଙ୍କ ମଞ୍ଚ ଅଭିନେତ୍ରୀ ହାରାମଣି ଦେବୀ

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ : ଓଡ଼ିଆ ଗୀତିନାଟ୍ୟ ଜଗତର ମଉଡମଣୀ ଗଣକବି ବୈଷ୍ଣବ ପାଣିଙ୍କ ନାଟକରେ ଜଣେ ସଫଳ ଅଭିନେତ୍ରୀ ଭାବେ ନିଜର କଳା ନୈପୁଣ୍ୟତାକୁ ଅତି ନିଖୁଣ ଭାବେ ପ୍ରଦର୍ଶିତ କରି ଅଜସ୍ର ସଫଳତା ସାଉଁଟି ଥିବା ହାରାମଣି ରାଉତ ଆଉ ଇହ ଜଗତରେ ନାହାନ୍ତି l ଯେତେବେଳେ ନାରୀ କଳାକାରଟିଏ ମୁହଁରେ ରଙ୍ଗ ବୋଳି ଅଭିନୟ ପାଇଁ ବାହାରିବା ଦୁରୂହ ବ୍ୟାପାର ଥିଲା, ସେତେବେଳେ ଅର୍ଥାତ ପଚାଶ ବର୍ଷ ତଳେ…

Read More
ବ୍ରିକ୍ସ ସମ୍ମିଳନୀରେ କୋରାପୁଟର ସ୍ୱାଦ”ଟାଇଗର ବ୍ରାଇଟ୍” ଜରିଆରେ ବିଶ୍ୱ ଦରବାରରେ ଓଡ଼ିଶା କଫି – ସମୀକ୍ଷା ଖବର

ବ୍ରିକ୍ସ ସମ୍ମିଳନୀରେ କୋରାପୁଟର ସ୍ୱାଦ”ଟାଇଗର ବ୍ରାଇଟ୍” ଜରିଆରେ ବିଶ୍ୱ ଦରବାରରେ ଓଡ଼ିଶା କଫି

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର, ୧୨ ସେପ୍ଟେମ୍ବର ୨୦୨୬:କୋରାପୁଟର କଫି ବଗିଚାରୁ ନୂଆଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ପହଞ୍ଚିଛି ଓଡ଼ିଶାର ସ୍ବାଦ । କୋରାପୁଟର ପୂର୍ବଘାଟ ପର୍ବତମାଳାରେ ଆଦିବାସୀ ଚାଷୀମାନଙ୍କ ଦ୍ୱାରା ଉତ୍ପାଦିତ ପ୍ରିମିୟମ ଆରବିକା କଫି “ଟାଇଗର ବ୍ରାଇଟ୍” (Tiger Bright), ବ୍ରିକ୍ସ ସମ୍ମିଳନୀରେ ଅଭ୍ୟାଗତମାନଙ୍କୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଛି । ଏହା ବିଶ୍ୱବାସୀଙ୍କୁ ଓଡ଼ିଶାର ସ୍ୱାଦ ସହ ପରିଚିତ କରାଇବା ସହ ଆଦିବାସୀ ଉଦ୍ୟୋଗ, ମୂଲ୍ୟ ବୃଦ୍ଧି ଏବଂ ସ୍ଥାୟୀ…

Read More
ମୟୁରଭଞ୍ଜ ରେଳ ବିକାଶରେ ନୂତନ ଆଶା ସଞ୍ଚାର – ସମୀକ୍ଷା ଖବର

ମୟୁରଭଞ୍ଜ ରେଳ ବିକାଶରେ ନୂତନ ଆଶା ସଞ୍ଚାର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି: ୧୨/୯- ଏବେ ମୟୂରଭଞ୍ଜ ରେଳ ବିକାଶ କ୍ଷେତ୍ରରେ ଜିଲ୍ଲାବାସୀ ଓ ରେଳ ବିଭାଗର ତତ୍ପରତା ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ଶନିବାର ଦିନ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗୋରୁମହିଷାଣି ଆସି ଗୋରୁମହିଷାଣି ଠାରୁ ବାଙ୍ଗିରିପୋଷି ପର୍ଯ୍ୟନ୍ତ ପ୍ରସ୍ତାବିତ ନୂତନ ରେଳପଥର ନିରୀକ୍ଷଣ କରି ଫେରିଯିବା ଜିଲ୍ଲାବାସୀଙ୍କ ଉତ୍ସାହକୁ ଦ୍ବିଗୁଣିତ କଲା ଭଳି ମନେହୁଏ । ପୂର୍ବରୁ ଉପେକ୍ଷିତ ମୟୂରଭଞ୍ଜ ରେଳସେବା ଖବର ଆମ ସମୀକ୍ଷା ଖବରକାଗଜରେ…

Read More
୧୦୦ କେଜି ୩୦୦ ଗ୍ରାମ ଗଞ୍ଜେଇ,୨ଟି ଦେଶୀ ବନ୍ଧୁବ ଓ କାର ଜବତ :୪ ଅଭିଯୁକ୍ତ ଜେଲରୁ ଫେରୁ ଫେରୁ ପୁଣି ଅପରାଧରେ ସକ୍ରିୟ – ସମୀକ୍ଷା ଖବର

୧୦୦ କେଜି ୩୦୦ ଗ୍ରାମ ଗଞ୍ଜେଇ,୨ଟି ଦେଶୀ ବନ୍ଧୁବ ଓ କାର ଜବତ :୪ ଅଭିଯୁକ୍ତ ଜେଲରୁ ଫେରୁ ଫେରୁ ପୁଣି ଅପରାଧରେ ସକ୍ରିୟ

ମହେଶ୍ୱର ଦିଗାଳ/ଡିଭିଜନାଲ ସାମ୍ବାଦିକ/ସମୀକ୍ଷା ନିୟୁଜ ବାଲିଗୁଡ଼ା ତା-୧୨/୦୯/୨୬ । ବାଲିଗୁଡ଼ା ଥାନା ପୋଲିସ୍ ପକ୍ଷରୁ ବିଶ୍ୱସନୀୟ ସୂଚ଼ନା ଆଧାରରେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ଗଞ୍ଜେଇ ସହ ୨ଟି ଦେଶୀ ବନ୍ଧୁକ ଓ ଗୋଟିଏ କାର ଜବତ କରାଯାଇଛି । ପୋଲିସର ସୂଚନା ଅନୁସାରେ ୧୦ ସେପ୍ଟେମ୍ବର ୨୦୨୬ ବାଲିଗୁଡ଼ା ଥାନା କେସ ନଂ-୨୩୧/୨୦୨୬ ରୁଜୁ ହୋଇଛି। ଏହି ମାମ୍‌ଲାରେ NDPS ଧାରା ୨୦(b) ii(c)ଏବଂ ARMS ଧାରା୨୫(୧) ଅନୁସାରେ ରୁଜୁ କରାଯାଇଛି I ପୋଲିସ୍ ଚଢାଉ…

Read More