ପିପିଲି-ଦାଣ୍ଡମୁକୁନ୍ଦପୁର ରାସ୍ତା ମରଣଯନ୍ତା ପାଲଟିଛି
ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି, ତା୧୨।୯ : ପିପିଲି ପୂର୍ତ୍ତ ବିଭାଗ ଅଧୀନରେ ଥିବା ପିପିଲି ଦାଣ୍ଡମୁକୁନ୍ଦପୁର ମୁଖ୍ୟ ରାସ୍ତା ଅବସ୍ଥା ଏବେ ଖାଲ ଖମାରେ ପରିପୂର୍ଣ୍ଣ ହୋଇ ବିପଦ ସାଜିଛି। ଏହି ଖାଲ ଖମା ରାସ୍ତା ପାଇଁ ଛୋଟ ବଡ଼ ଦୃଘଟଣା ମାନ ଘଟୁଛି। ଦାଣ୍ଡମୁକୁନ୍ଦପୁର ମହାନ୍ତି ସାହି ଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଛୋଟ ବଡ଼ ଖାଲ ଖମା ପାଇଁ ଯାତାୟତରେ ପୁରା ଅସୁବିଧା ଭୋଗୁଛନ୍ତି । ପିପିଲି ରୁ…