ପିପିଲି ଜାଭିଅର ସ୍କୁଲ ଅଧକ୍ଷା ଙ୍କୁ ସମ୍ମାନ ସୂଚକ ଡ଼କ୍ଟରେଟ ଉପାଧି ପ୍ରଦାନ
ବିଜୟ କୁମାର ମହାପାତ୍ର / ସମୀକ୍ଷା ନ୍ୟୁଜ/ ପିପିଲି : ପିପିଲି ତା୧୪।୧୦: ରାଜ୍ୟ ହ୍ୟୁମାନ ରାଇଟ୍ସ ପ୍ରୋଟେକ୍ସନ କାଉନସିଲ ପକ୍ଷରୁ ଭୁବନେଶ୍ୱରସ୍ଥିତ “ମେ ଫେୟାର” ହୋଟେଲର ସଭା ଗୃହରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ବର୍ଦ୍ଧନା ସଭାରେ ରାଜ୍ୟର ବିଭିନ୍ନ ଅଂଚଳ ରୁ ଆସିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପିପିଲି ସେଣ୍ଟ ଜାଭିଅର ହାଇସ୍କୁଲ ର ଅଧକ୍ଷା ଶ୍ରୀମତୀ ସିମିତା ତ୍ରିପାଠୀ ଙ୍କୁ ଅତିଥି ମାନଙ୍କ କରକମଳରୁ “ସମ୍ମାନସୂଚକ ଡ଼କ୍ଟରେଟ”…