ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

samikshanews

ସର୍କିଟ ହାଉସରେ ବିଜେଡି ବିଜେପି ମୁହାଁମୁହିଁ – ସମୀକ୍ଷା ଖବର

ସର୍କିଟ ହାଉସରେ ବିଜେଡି ବିଜେପି ମୁହାଁମୁହିଁ

ପ୍ରଦୀପ୍ତ ମିଶ୍ର/ସାମ୍ବାଦିକ/ବଲାଙ୍ଗିର/ସମୀକ୍ଷା ନ୍ୟୁଜ : ବଲାଙ୍ଗିର, – ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗିରରେ ଜୋରଦାର ହୋଇଛି ରାଜନୈତିକ ଲଢ଼େଇ। ବିଶ୍ୱବିଦ୍ୟାଳୟ ହେବା ପରେ ପ୍ରଥମଥର ପାଇଁ ନିର୍ବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯେତିକି ଉତ୍ସାହ ରହିଛି, ତା’ଠାରୁ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି ବିଭିନ୍ନ ରାଜନୈତିକ ଦଳର ଛାମୁଆ ସଂଗଠନ। ନିର୍ବାଚନ ପାଖେଇ ଆସୁଥିବାବେଳେ ବିଜେଡି, ବିଜେପି ସମର୍ଥିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବଂ କଂଗ୍ରେସ ଛାତ୍ର ସଂଗଠନକୁ ନେଇ ରାଜନୈତିକ ଉଷ୍ମତା…

Read More
ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ଏବିଭିପିର ଶକ୍ତି ପ୍ରଦର୍ଶନ – ସମୀକ୍ଷା ଖବର

ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ଏବିଭିପିର ଶକ୍ତି ପ୍ରଦର୍ଶନ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ /କେନ୍ଦୁଝର: ପାଟଣା,୧୩/୧୦ପାଟଣା କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ହୋଇଉଠିଛି। କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟ ସ୍ୱାମପାଟଣା ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ସହ ଜୋରଦାର ଶକ୍ତି ପ୍ରଦର୍ଶନ ଓ ନିର୍ବାଚନୀ ପ୍ରଚାର ଅନୁଷ୍ଠିତ ହୋଇଯାଇଛି।ଶୋଭାଯାତ୍ରା କଲେଜ ପରିସରରୁ ବାହାରି ସ୍ଥାନୀୟ ପ୍ରସିଦ୍ଧ ବାବା ଆନନ୍ଦେଶ୍ୱର ମନ୍ଦିର ଅଭିମୁଖେ ଯାଇଥିଲା। ସେଠାରେ ଦର୍ଶନ ଓ…

Read More
କେଡିଏ ସେକ୍ଟର-୧୦ରେ ଗେଲ୍‌ ଇଣ୍ଡିଆ ପାଇପ୍‌ଲାଇନ୍‌ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ – ସମୀକ୍ଷା ଖବର

କେଡିଏ ସେକ୍ଟର-୧୦ରେ ଗେଲ୍‌ ଇଣ୍ଡିଆ ପାଇପ୍‌ଲାଇନ୍‌ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ସୀତାକାନ୍ତ ଶତପଥୀ /ସ୍ୱତନ୍ତ୍ର ପ୍ରତିନିଧି /କଟକ / ସମୀକ୍ଷା ନ୍ୟୁଜ : କଟକ, ୧୩.୧୦.୨୦୨୬: କଟକ କେଡିଏ ସେକ୍ଟର-୧୦ରେ ଗେଲ୍‌ ଇଣ୍ଡିଆର ପାଇପ୍‌ଲାଇନ୍‌ ଦୁର୍ଘଟଣାରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ପ୍ରକୃତ କାରଣ ଅନୁଧ୍ୟାନ କରିବା ସହ ଅଞ୍ଚଳର ପାରିପାର୍ଶ୍ୱିକ ସ୍ଥିତି ଯାଞ୍ଚ କରି ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏହି କ୍ରମରେ ଅତିରିକ୍ତ ଜିଲ୍ଲାପାଳ ଦିବ୍ୟଲୋଚନ ମହାନ୍ତଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ବିଭାଗର…

Read More
ନିଆଳି ଥାନା ଅଞ୍ଚଳରେ ଡ୍ରଗ୍ସ କଣ୍ଟ୍ରୋଲ ଟିମର ଚଢ଼ଉ :ବେଆଇନ ଭାବେ ଗଚ୍ଛିତ ଔଷଧ ଜବତ, ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ ପଦକ୍ଷେପ – ସମୀକ୍ଷା ଖବର

ନିଆଳି ଥାନା ଅଞ୍ଚଳରେ ଡ୍ରଗ୍ସ କଣ୍ଟ୍ରୋଲ ଟିମର ଚଢ଼ଉ :ବେଆଇନ ଭାବେ ଗଚ୍ଛିତ ଔଷଧ ଜବତ, ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ ପଦକ୍ଷେପ

ସୀତାକାନ୍ତ ଶତପଥୀ /ସ୍ୱତନ୍ତ୍ର ପ୍ରତିନିଧି /କଟକ / ସମୀକ୍ଷା ନ୍ୟୁଜ : କଟକ, ତା ୧୩.୧୦.୨୦୨୬ ରିଖ – କଟକ ଜିଲ୍ଲାର ନିଆଳି ଥାନା ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଏକ ମିଳିତ ଚଢ଼ଉ କରାଯାଇ ବେଆଇନ ଭାବେ ଗଚ୍ଛିତ ବିପୁଳ ପରିମାଣର ଔଷଧ ଜବତ କରାଯାଇଛି। କଟକ ଡ୍ରଗ୍ସ କଣ୍ଟ୍ରୋଲ ଟିମ୍ ଓ ନିଆଳି ଥାନା ପୋଲିସର ମିଳିତ ଉଦ୍ୟମରେ ଅଭିଯୁକ୍ତଙ୍କ ଘରେ ଏହି ଚଢ଼ଉ କରାଯାଇଥିଲା।…

Read More
ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ:ପୋଡିଲେ, ଚିରିଲେ ଛାତ୍ର ବିଜେଡି ସମର୍ଥିତ ପାର୍ଥୀଙ୍କ ହୋଡିଙ୍ଗ – ସମୀକ୍ଷା ଖବର

ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ:ପୋଡିଲେ, ଚିରିଲେ ଛାତ୍ର ବିଜେଡି ସମର୍ଥିତ ପାର୍ଥୀଙ୍କ ହୋଡିଙ୍ଗ

ଜଗବନ୍ଧୁ ଖଟୁଆ/ରାଜନଗର ସାମ୍ବାଦିକ /ସମୀକ୍ଷା ନ୍ୟୁଜ : ରାଜନଗର , ୧୩/୧୦ (ଇମିସ) ଛାତ୍ର ସଂସଦ ନିର୍ବାଚନ ଯେତେ ପାଖେଇ ଆସୁଛି ଉତ୍ତେଜନା ସେତେ ବଢିବାରେ ଲାଗିଛି | ରାଜନଗର ନିର୍ବାଚନ ମଣ୍ଡଳୀର ମଦନପୁରସ୍ଥିତ ୟୁକେ ମହାବୀର ମହାବିଦ୍ୟାଳୟରେ ଗଣ୍ଡୋଗୋଳ ଯୋଗୁ ନିର୍ବାଚନ ବାତିଲ ହୋଇ ସାରିଛି | ଏପଟେ ୧୨ ତାରିଖ ରାତିରେ ରାଜନଗରସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ସମୁଖରେ ଲାଗିଥିବା ବିଜୁ ଛାତ୍ର ଜନତା ଦଳ ସମର୍ଥିତ ଛାତ୍ର ସଂସଦ ପାର୍ଥୀଙ୍କ ହୋଡିଙ୍ଗକୁ…

Read More
ଅସୁରାଳିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର – ସମୀକ୍ଷା ଖବର

ଅସୁରାଳିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଭଦ୍ରକ/ ସମୀକ୍ଷା ନ୍ୟୁଜ: ଧାମନଗର 13/10/ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଅସୁରାଳି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ପାଞ୍ଚଟି ବିଭାଗର ଅଭିଜ୍ଞ ଡାକ୍ତରୀ ଦଳ ଯୋଗଦେଇ ଭିନ୍ନକ୍ଷମଙ୍କ ପଞ୍ଜିକରଣ ସହ ଡାକ୍ତରୀ ପରୀକ୍ଷା କରିଥିଲେ।ଶିବିରରେ ଶିଶୁ ବିଭାଗରେ ୩୫ ଜଣ, ଚକ୍ଷୁ ବିଭାଗରେ ୮୩ ଜଣ, ଚଳନଜନିତ ଭିନ୍ନକ୍ଷମ ବିଭାଗରେ ୨୦୫…

Read More
ଧାମନଗରରେ ଡୋର୍-ଟୁ-ଡୋର୍ ସର୍ଭେ ତାଲିମ କାର୍ଯ୍ୟକ୍ରମ – ସମୀକ୍ଷା ଖବର

ଧାମନଗରରେ ଡୋର୍-ଟୁ-ଡୋର୍ ସର୍ଭେ ତାଲିମ କାର୍ଯ୍ୟକ୍ରମ

ଭଦ୍ରକ/ ସମୀକ୍ଷା ନ୍ୟୁଜ: ଧାମନଗର : ଆଗାମୀ ୨୦୨୭ ମସିହାରେ ହେବାକୁ ଥିବା ପଞ୍ଚାୟତିରାଜ ଅନୁଷ୍ଠାନ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ୱଚ୍ଛ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଡୋର୍-ଟୁ-ଡୋର୍ ସର୍ଭେ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ମଧୁସୂଦନ ପାଢ଼ୀ ଏବଂ ଭଦ୍ରକ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ଉପସ୍ଥିତ ଥିଲେ। ଭଣ୍ଡାରିପୋଖରୀ ସହ ଧାମନଗର ଅଞ୍ଚଳରେ ମଧ୍ୟ ଏହି ସର୍ଭେ…

Read More
ଜଗତସିଂହପୁର :ଦୁର୍ଗା ବଜାର ଦ୍ଵିତୀୟା ପୂଜା – ସମୀକ୍ଷା ଖବର

ଜଗତସିଂହପୁର :ଦୁର୍ଗା ବଜାର ଦ୍ଵିତୀୟା ପୂଜା

ଭଗବାନ ମହାନ୍ତି /ଜିଲା ପ୍ରତିନିଧି /ଜଗତସିଂହପୁର /ସମୀକ୍ଷା ନ୍ୟୁଜ : ଜଗତସିଂହପୁର, 13/10/2026 (ନି. ପ୍ର ):ଆଜି ନବରାତ୍ରିର ଦ୍ଵିତୀୟା ଦିନ ପୂଜା |ବ୍ରହ୍ମଚାରିଣୀ ମାଙ୍କ ପୂଜା ବିଧିରେ ଦ୍ଵିତୀୟା ପୂଜା ଆଜି ଜଗତସିଂହପୁରର ଦୁର୍ଗା ବଜାର ସ୍ଥିତ ଦୁର୍ଗା ମଣ୍ଡପରେ ବୈଦିକ ବିଧିରେ ସମ୍ପନ୍ନ ହୋଇଯାଇଛି | ଏଠାରେ ଜାଣିବାର କଥା ଯେ, ବ୍ରହ୍ମଚାରିଣୀ ରୂପରେ ମା ଏକ ତପସ୍ୱିନୀ ରୂପରେ ପୂଜା ପାଇଥାନ୍ତି |ବ୍ରହ୍ମଚାରିଣୀ ରୂପ ଭକ୍ତି, ତପସ୍ୟା ଓ ଆଧ୍ୟାତ୍ମିକ ଜ୍ଞାନକୁ ବୁଝାଇ…

Read More
ଜଗତସିଂହପୁର :କେବେ ବନିବ ଗୋରଖନାଥ ରେଳ ଫାଟକ ଓଭରବ୍ରିଜ – ସମୀକ୍ଷା ଖବର

ଜଗତସିଂହପୁର :କେବେ ବନିବ ଗୋରଖନାଥ ରେଳ ଫାଟକ ଓଭରବ୍ରିଜ

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ: ଜଗତସିଂହପୁର ଜୟପୁର ରାସ୍ତା ଯିଏକି ପାରାଦ୍ୱୀପ ଆଗକୁ ଯାଇଛି ସେହି ମୁଖ୍ୟ ରାସ୍ତାର ଗୋରଖପୁର ରେଳ ଫାଟକ ଉପରେ ଏକ ଓଭର ବ୍ରିଜ 2018ଠାରୁ ଭିତ୍ତି ସ୍ଥାପନ ହୋଇଥିଲା | ଏହା ଜଗତସିଂହପୁର ଠାରୁ 10କିମି ଦୂରରେ ଅବସ୍ଥିତ |ଜାଗାର ନାମ ଛପଡା ଏବଂ ଓଭରବ୍ରିଜ ଗୋରଖନାଥ ପଶ୍ଚିମ ଫାଟକରେ ଅବସ୍ଥିତ |ଦୀର୍ଘ ଆଠ ବର୍ଷ ବିତିଗଲାଣି ମାତ୍ର ବ୍ରିଜଟି ଚାଲୁ ହୋଇ ପାରିନାହିଁ | ଗାଡି,…

Read More