ଜେକେପୁରରେ ରାୟଗଡ଼ା ଜିଲ୍ଲା ବୈଶ୍ୟ ମହାସଭା ଅନୁଷ୍ଠିତ
ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ: ବୈଶ୍ୟ ସମାଜର ଏକତା, ବିକାଶ ଓ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ: ଜେକେପୁର ଅଲ୍ ଓଡ଼ିଶା ବୈଶ୍ୟ ମହାସଂଘ ଆନୁକୂଲ୍ୟରେ ଆଜି ଜେକେପୁରଠାରେ ରାୟଗଡ଼ା ଜିଲ୍ଲା ବୈଶ୍ୟ ମହାସଭା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ମହାସଭାରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବୈଶ୍ୟ ସଂଘର ପ୍ରତିନିଧି ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ବୈଶ୍ୟ ସମାଜର ବିଭିନ୍ନ ସମସ୍ୟା, ସାମାଜିକ…