ଚାଷୀ ଓ ବ୍ୟବସାୟୀଙ୍କ ପାଇଁ ବାଧକ ସାଜୁଛି ସ୍ୱଳ୍ପ ଶୀତଳ ଭଣ୍ଡାର
ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଓଡ଼ିଶାର କୃଷି ଓ କୃଷିଭିତ୍ତିକ ବ୍ୟବସାୟର ବିକାଶରେ ଶୀତଳ ଭଣ୍ଡାରର ଅଭାବ ଏକ ବଡ଼ ସମସ୍ୟା ଭାବେ ଦେଖାଦେଉଛି। ଚାଷୀମାନେ ବର୍ଷସାରା ପରିଶ୍ରମ କରି ଆଳୁ, ପିଆଜ, ଟମାଟୋ, ବାଇଗଣ, କୋବି ଓ ବିଭିନ୍ନ ପ୍ରକାରର ଫଳମୂଳ ଉତ୍ପାଦନ କରୁଛନ୍ତି। କିନ୍ତୁ ଉତ୍ପାଦିତ ଫସଲକୁ ଦୀର୍ଘ ସମୟ ଧରି ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ଶୀତଳ ଭଣ୍ଡାରର ପର୍ଯ୍ୟାପ୍ତ ସୁବିଧା ନଥିବାରୁ ଚାଷୀଙ୍କଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ଅନେକ…