ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଓଡ଼ିଶାରେ ତିନି ପ୍ରମୁଖ ଦଳର ପ୍ରସ୍ତୁତି ଆରମ୍ଭ
ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଓଡ଼ିଶାରେ ଆଗାମୀ ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ—ବିଜେପି, ବିଜେଡି ଓ କଂଗ୍ରେସ—ନିଜ ନିଜ ସାଂଗଠନିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗ୍ରାମାଞ୍ଚଳରେ ନିଜର ରାଜନୈତିକ ଆଧାରକୁ ମଜବୁତ କରିବା, ଲୋକଙ୍କ ସହ ସମ୍ପର୍କ ବଢ଼ାଇବା ଏବଂ ତୃଣମୂଳ ସ୍ତରରେ କର୍ମୀଙ୍କୁ ସକ୍ରିୟ କରିବା ଉପରେ ଦଳଗୁଡ଼ିକ ଗୁରୁତ୍ୱ ଦେଉଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନ କେବଳ ଗ୍ରାମାଞ୍ଚଳର ଲୋକପ୍ରତିନିଧି ବାଛିବାର ନିର୍ବାଚନ ନୁହେଁ;…