ସଞ୍ଜୀବ ବିଷୋୟୀ/ ସାନଖେମୁଣ୍ଡି ସାମ୍ବାଦିକ / ଗଞ୍ଜାମ / ସମୀକ୍ଷା ନ୍ୟୁଜ:
ଆଜି11/10/2024: ପୋଡ଼ାମାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣ ମଣ୍ଡପ ଠାରେ ସ୍ୱରନ୍ୟା ଫାଉନଡେସନ , କଳିଙ୍ଗପୁଅ ଚାରେଟେବୁଲ ଟ୍ରଷ୍ଟ ଓ ଆମ ଓଡ଼ିଶା ର ମିଳିତ ସହଯୋଗ ରେ ରେ 17 ତମ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା, ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀ ସନ୍ତୋଷ କୁମାର ବିଷୋୟୀ, ସମିତି ସଭ୍ୟ ପ୍ରତିନିଧି ଶ୍ରୀ p ରାମେଶ୍ୱର ପାତ୍ର, ବରିଷ୍ଠ ଆଇନଜୀବି ଚନ୍ଦ୍ରଦ୍ୱଜ ସିଂ, ବରିଷ୍ଠ ଆଇନଜୀବି ହର ପ୍ରସାଦ ରଥ, ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ, ସରପଞ୍ଚ, ସମିତି ସଭ୍ୟ ପ୍ରତିନିଧି ଙ୍କ ମିଳିତ ପ୍ରଚେଷ୍ଟାରେ 150 ଜଣ ସ୍ୱେଚ୍ଛସେବୀ ରକ୍ତ ଦାନ ନିମନ୍ତେ ଶିବିର କୁ ଆସିଥିଲେ ସେଥିମଧ୍ୟରୁ 112 ୟୁନିଟ୍ ରକ୍ତ , ବ୍ରହ୍ମପୁର MKCG ରକ୍ତ ଭଣ୍ଡାରର ଅଧିକାରୀ ମାନେ ସଂଗ୍ରହ କରିଲେ , 4 ଜଣ ମହିଳା ଓ ଜଣେ ଦମ୍ପତ୍ତି ରକ୍ତ ଦାନ କରିଥିଲା, ଶ୍ଵରନ୍ୟା ଫାଉନଡେସନ ର ସଭାପତି ତଥା ପୋଡ଼ାମାରୀ ସରପଞ୍ଚ ଙ୍କ ମଝିଆ ଭାଇଙ୍କ ଝିଅ ର ପ୍ରଥମ ବାର୍ଷିୋତ୍ସବ ପାଶ୍ଚାତ ପ୍ରଥା କୁ ଛାଡି ଏହୀ ରକ୍ତ ଦାନ ଶିବିର ମାଧ୍ୟମରେ ପାଳନ କରିଥିଲେ।

ଅଶ୍ୱିନୀ ବିଷୋୟୀ, କବିରାଜ ବେହେରା, କାଳୀ ଚରଣ ବିଷୋୟୀ, ସମୀର ଦାସ, ଯୋଗେନ୍ଦ୍ର ଦାସ, ରବୀନ୍ଦ୍ର ଦାସ, ସନିଆ ବାଡ଼ତ୍ୟା, ଶିବ ଶଙ୍କର ପାତ୍ର, ନିକୁ ଗୌଡ଼,ନାରାୟଣ ବିଷୋୟୀ, ସଂଜୀବ କୁମାର ବିଷୋୟୀ, ଅନିଲ ଗୌଡ଼, ସାଗର ଦାସ, ପିଣ୍ଟୁ ଗୌଡ଼,ପ୍ରଶାନ୍ତ ପାତ୍ର, ପିଣ୍ଟୁ ବିଷୋୟୀ, ଶ୍ରୀଧର ଗୌଡ଼, ରାମକୃଷ୍ଣ ପ୍ରଧାନ, ସୁଶାନ୍ତ ବେହେରା, ରଥମଣୀ ପାତ୍ର, ସନ୍ଟୁନୁ କୁମାର ସେଠି,ସୀମାରାଣୀ ପାଢ଼ୀ, ପପୁ ଦାସ, ମଣ୍ଟୁ ପାଢ଼ୀ, ପପୁ ପ୍ରକାଶ ସାହୁ, ଆଦିତ୍ୟ ତ୍ରିପାଠୀ, ବିକ୍ରମ ଗୌଡ଼, ହେମନ୍ତ କୁମାର ପ୍ରଧାନ, ଶୁଭମ ପାତ୍ର, ଉପେନ୍ଦ୍ର କୁମାର ବିଷୋୟୀ, କୃଷ୍ଣ ନାୟକ, ସୂର୍ଯ୍ୟକାନ୍ତ ନାୟକ, ଶୁଭମ ବେହେରା, ଅନନ୍ତ ବେହେରା, ଆନନ୍ଦ ବେହେରା, କୁନା ବେହେରା, ରଞ୍ଜନ ଗୌଡ଼, ଗୋବିନ୍ଦ ନାୟକ, ଓମ କାର ମହାପାତ୍ର, ସିମାଞ୍ଚଳ ବିଷୋୟୀ, ମଣ୍ଟୁ ପାତ୍ର, ରଜତ ପଟ୍ଟନାୟକ, ଜୀବନ ଯାନୀ, ଶକ୍ତି ବିଷୋୟୀ, ଉଆଳି ଦାସ, ବାଦଲ ବିଷୋୟୀ, ପପୁ ବାଡତ୍ୟା, ଶିଶିର ବାଡତ୍ୟା ବିକ୍ରମ ସାବତ, ଶିବ ପାତ୍ର, ସୋନୁ ଗୌଡ଼, ବଳରାମ ସାହୁ, ପପୁନ ସେଠି, ସାଗର ପ୍ରଧାନ, ବାବୁଲା ବେହେରା, ଗଣେଶ ବେହେରା, ଅଶ୍ୱିନୀ ଗୌଡ, p. ବଦ୍ରୀନାଥ ପାତ୍ର, ରାଉତ ମୁନା, D. ଶୁଭମ ଦୋରା, ରଞ୍ଜନ ସାହୁ, ପ୍ରଶାନ୍ତ ପ୍ରଧାନ, ଶିବ ଶଙ୍କର ଶାସମଲ, ଶିବାନନ୍ଦ ସେଠି, ସାଗର ଦାସ, ଭଗବାନ ସାହୁ, ଟୁନା ସାହୁ, ସନିଆ ବାଡତ୍ୟା, ପୀତବାସ ମଲିକ, p. ପ୍ରହଲ୍ଲାଦ ରେଡି, ବାବୁଲା ପାତ୍ର, ସିନ୍ଦୁ ନାୟକ, କବି ବିଷୋୟୀ, ଅତଳୁ ପ୍ରଧାନ, ପ୍ରକାଶ ଦଣ୍ଡ ସେନ, ମିଥୁନ ବେହେରା, ଖଲିଆ ବାଡତ୍ୟା, ଚେରୁ ଗୌଡ଼, ବଳରାମ ପ୍ରଧାନ, ମୁନା ନାୟକ, ରାଜେଶ ମହାନ୍ତି, ଅମୀୟ କୁମାର ଡାକୁଆ, ଚିନୁ ଗୌଡ଼, ସନ୍ତୋଷ କୁମାର ବିଷୋୟୀ, କାମେଶ୍ୱର ନାୟକ, ସଞ୍ଜୟ ଗୌଡ଼, କାର୍ତିକ ବେହେରା, ନିରୋଦ ଚନ୍ଦ୍ର ଗୌଡ଼, A. ସିକୁନ ଦୋରା, T. ଶ୍ରୀନିବାସ ପାତ୍ର, ସ୍ନେହଲତା ମହାପାତ୍ର, ମଧୁସୂଦନ ମହାପାତ୍ର, ତୋଫାନ ମହାନ୍ତି, ରାଜେଶ ସାହୁ, କୃଷ୍ଣ ପାତ୍ର, କୃଷ୍ଣ ରାଉଳ, E. ମୁନା ଦୋରା, ବଳରାମ ନାୟକ, ଅଜୟ କୁମାର ନାୟକ, ଚନ୍ଦନ ଡାକୁଆ, ସାଗର ଗୌଡ଼, ସନ୍ତୋଷ ବିଷୋୟୀ, ସାଗର ଗୌଡ଼, ସନ୍ତୋଷ କୁମାର ବିଷୋୟୀ, ଜିତୁ ଗୌଡ଼, ରଞ୍ଜନ ଗୌଡ଼, ଶିବ ଶଙ୍କର ଗୌଡ଼, ସୁନୀଲ ଗୌଡ଼, ରବୀନ୍ଦ୍ର ନାୟକ, ବଳିଆ ଗୌଡ଼, ସମ୍ବିତ ଗୌଡ଼, ଶିବ ରାମ ପ୍ରଧାନ, ନିରଞ୍ଜନ ପ୍ରଧାନ, ଅଚ୍ୟୁତାନନ୍ଦ ପରିଡା, ବୃନ୍ଦାବନ ନାୟକ, ଜଟିଆ ପ୍ରଧାନ, ଶିବରାମ ମଲ୍ଲିକ୍, କ୍ରିଷ୍ଣା ଗୌଡ଼, ଗୁଡ଼ୁ ପଣ୍ଡା, ରବି ଦୋରା ଓ ଅନ୍ୟାନ୍ୟ





