ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

samikshanews

ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସତର୍କତା ସଚେତନତା ଅଭିଯାନ – ସମୀକ୍ଷା ଖବର

ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସତର୍କତା ସଚେତନତା ଅଭିଯାନ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୭/୧୦/୨୬ – ବ୍ୟାଙ୍କ ଅଫ ଇଣ୍ଡିଆ, ବାରିପଦା ଅଞ୍ଚଳ ପକ୍ଷରୁ କପ୍ତିପଦା ଓ ବଡ଼ସାହି ଶାଖା ଆନୁକୂଲ୍ୟରେ ଶିମିଳିପାଳ, ଝରିଆ, ବାଛୁରୀପାଳ ଠାରେ ସତର୍କତା ସଚେତନତା ଅଭିଯାନର ଅଂଶସ୍ୱରୂପ ଗ୍ରାମସଭା ମାନ ଆୟୋଜିତ ହୋଇଯାଇଛି । ଏହି ଅଭିଯାନରେ ସ୍ଥାନୀୟ ଜନସାଧାରଣଙ୍କୁ ସତର୍କତା, ସଚ୍ଚୋଟତା ଓ ସ୍ୱଚ୍ଛତାର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଯାଇଥିଲା । ଏଥିସହ ଦୁର୍ନୀତି ନିବାରଣ, ସୁରକ୍ଷିତ ବ୍ୟାଙ୍କିଙ୍ଗ ବ୍ୟବସ୍ଥା, ଆର୍ଥିକ ଠକେଇ…

Read More
ଚିତ୍ରଶିଳ୍ପୀ ପଞ୍ଚାନନ ସାମଲଙ୍କୁ ଚଳିତ ବର୍ଷ ଲୋକନାଥ ଶତପଥୀ କଳା ସମ୍ମାନ – ସମୀକ୍ଷା ଖବର

ଚିତ୍ରଶିଳ୍ପୀ ପଞ୍ଚାନନ ସାମଲଙ୍କୁ ଚଳିତ ବର୍ଷ ଲୋକନାଥ ଶତପଥୀ କଳା ସମ୍ମାନ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଭୁବନେଶ୍ୱର,୧୮/୧୦/୨୬- କେଦାରନାଥ ଗବେଷଣା ପ୍ରତିଷ୍ଠାନ ତରଫରୁ ଚଳିତବର୍ଷ ଲୋକନାଥ ଶତପଥୀ କଳା ସମ୍ମାନ ପ୍ରଦାନ ପାଇଁ ବିଶିଷ୍ଟ ଚିତ୍ରଶିଳ୍ପୀ ଡ. ପଞ୍ଚାନନ ସାମଲ ମନୋନୀତ ହୋଇଛନ୍ତି।ଶ୍ରୀ ସାମଲ ନିଜର ସୃଜନଶୀଳ ଚିତ୍ରକଳା ପାଇଁ ଓଡ଼ିଶା ସମେତ ଜାତୀୟ ତଥା ଆନ୍ତର୍ଜାତୀୟ କଳା ପ୍ରଦର୍ଶନୀରେ ଅଂଶଗ୍ରହଣ କରି ଓଡ଼ିଶାର ସୁନାମ ବୃଦ୍ଧି କରିଆସୁଛନ୍ତି।ତାଙ୍କର ଅନେକ ଚିତ୍ରକଳା ଦେଶ ମଧ୍ୟରେ ଓ ଅଷ୍ଟ୍ରେଲିଆ,ନେପାଳ,ବାଂଲାଦେଶ ଏବଂ କାନାଡାରେ ସଂରକ୍ଷିତ।ଏଥି ସହିତ ଧଉଳି ଚାରୁକଳା ମହାବିଦ୍ୟାଳୟରେ…

Read More
ରାଜ୍ୟର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜମୋହନ – ସମୀକ୍ଷା ଖବର

ରାଜ୍ୟର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜମୋହନ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଭୁବନେଶ୍ୱର,୧୮/୧୦; ରାଜ୍ୟର ନୂଆ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି ବ୍ରଜମୋହନ ରାମ । ରାଜଭବନରେ ବିରାଟ ଆୟୋଜନ ହୋଇଛି । ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ ଟଣ୍ଡନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଲୋକଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । ହରିବାବୁଙ୍କ ସ୍ଥାନରେ ଓଡ଼ିଶାର ନୂଆ ରାଜ୍ୟପାଳ…

Read More
ବିକାଶ ନସିଂ କଲେଜରେ ନୂତନ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଆଭିମୁଖ୍ୟ ସମାରୋହ – ସମୀକ୍ଷା ଖବର

ବିକାଶ ନସିଂ କଲେଜରେ ନୂତନ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଆଭିମୁଖ୍ୟ ସମାରୋହ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:ବରଗଡ, ୧୭। ୧୦ବିକାଶ ହାୟର ଏଜୁକେସ୍ନାଲ ଇଂଷ୍ଟିଚ୍ୟୁସନ୍ସ ଅନ୍ତର୍ଗତ ବିକାଶ ନସିଂ କଲେଜରେ ଗତ ୧୨ ତାରିଖ ରୁ ୧୬ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଆଭିମୁଖ୍ୟ ସମାରୋହ ଆୟୋଜିତ ହୋଇଥିଲା । ବି.ଏସ୍.ସି ନସିଂ, ଜି.ଏନ୍.ଏମ୍, ଏ.ଏନ୍.ଏମ୍ ର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ଜଣାଇବା ପାଇଁ କନ୍‌ଭେନ୍‌ସନ୍ ହଲ୍ ଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । କାର୍ଯ୍ୟକ୍ରମଟି ଦୀପପ୍ରଜ୍ବଳନ ତଥା ବରିଷ୍ଠ ଛାତ୍ରଛାତ୍ରୀ…

Read More
ମାଟି ହାଣ୍ଡି ଭିତରେ ପୂଜା ପାଉଛନ୍ତି ମା ଉତ୍ତରାୟଣୀ – ସମୀକ୍ଷା ଖବର

ମାଟି ହାଣ୍ଡି ଭିତରେ ପୂଜା ପାଉଛନ୍ତି ମା ଉତ୍ତରାୟଣୀ

ବିଜୟ କୁମାର ମହାପାତ୍ର /ପିପିଲି /ସମୀକ୍ଷା ନ୍ୟୁଜ: ପିପିଲି,ତା୧୭।୧୦ ପିପିଲି ବ୍ଲକ ସାତସଙ୍ଖ ବଜାର ନିକଟସ୍ଥ ଉତ୍ତରାୟଣୀ ସାହିରେ ଥିବା ପ୍ରସିଦ୍ଧ ଶକ୍ତିପୀଠ ମା ଉତ୍ତରାୟଣୀଙ୍କ ମନ୍ଦିରରେ ପ୍ରତିବର୍ଷ ପରି ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଯଥା ବିଧିମୁତାବକ ମହାସମାରୋହରେ ଷୋଡଶ ଦିନାତ୍ମକ ପୂଜା ବା ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହୋଇଛି । ମା ଉତ୍ତରାୟଣୀ ମାଟି ହାଣ୍ଡି ଭିତରେ କେଉଁ ଆବାହନ କାଳରୁ ପୂଜା ପାଇ ଆସୁଥିବା ବେଳେ ତାଙ୍କ ପାଖରେ ବନଦୃର୍ଗା, କନକଦୃର୍ଗା ଏବଂ…

Read More
ଚମ୍ପୁଆ ଏନ୍‌ଏସିରୁ ଅବହେଳାର ଚିତ୍ର: ରାସ୍ତା ନଥିବାରୁ ଖଟରେ ବୋହା ହେଉଛନ୍ତି ରୋଗୀ, ଭୋଟ୍‌ ବର୍ଜନ ଚେତାବନୀ – ସମୀକ୍ଷା ଖବର

ଚମ୍ପୁଆ ଏନ୍‌ଏସିରୁ ଅବହେଳାର ଚିତ୍ର: ରାସ୍ତା ନଥିବାରୁ ଖଟରେ ବୋହା ହେଉଛନ୍ତି ରୋଗୀ, ଭୋଟ୍‌ ବର୍ଜନ ଚେତାବନୀ

ରାଜେଶ କୁମାର ଆଚାର୍ଯ୍ୟ /ଚମ୍ପୁଆ ପ୍ରତିନିଧି /ସମୀକ୍ଷା ନ୍ୟୁଜ : ​ଚମ୍ପୁଆ :- (୧୬/୧୦) ବିକାଶର ବାର୍ତ୍ତା ଭିତରେ ଅନ୍ଧାରରେ ରହିଛି ଚମ୍ପୁଆ ଏନ୍‌ଏସି ଅନ୍ତର୍ଗତ ୱାଡ଼ ନଂ-୧ର ଗୋଧୂଳୀ ଗ୍ରାମର ମାଛଘାଟ ସାହି। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏହି ଅଞ୍ଚଳର ୧୮ଟି ପରିବାର ମୌଳିକ ସୁବିଧା ଯଥା ରାସ୍ତାରୁ ବଞ୍ଚିତ ରହିଛନ୍ତି। ଫଳରେ ଗାଁର ଲୋକେ ପ୍ରତିଦିନ ଅହେତୁକ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ​ମାଛଘାଟ ସାହିକୁ ସଂଯୋଗ କରିବା ପାଇଁ କୌଣସି ପକ୍କା…

Read More
ମୟୂରଭଞ୍ଜ ଦାସାଇଁ ନାଚ ଓ ଦୂର୍ଗାପୂଜା – ସମୀକ୍ଷା ଖବର

ମୟୂରଭଞ୍ଜ ଦାସାଇଁ ନାଚ ଓ ଦୂର୍ଗାପୂଜା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୮/୧୦/୨୬ – ଆଶ୍ୱିନ ମାସରେ ଜଗତ ଜନନୀ ଦୁର୍ଗତି ନାଶିନୀ ମା’ ଦୂର୍ଗାଙ୍କ ଆଗମନ ଧରାପୃଷ୍ଠକୁ ହୋଇଥାଏ । ଭକ୍ତି ଓ ମହାମିଳନର ଏହି ପର୍ବ ଦେଶବ୍ୟାପୀ ମହାଡମ୍ବରେ ପାଳନ ହୋଇଥାଏ । ହେଲେ ମୟୂରଭଞ୍ଜର ଦୂର୍ଗା ପୂଜା ସାଧାରଣ ଦୂର୍ଗା ପୂଜାଠୁ ଟିକିଏ ଅଲଗା, ଏଠି ରାଜା ପରମ୍ପରା ଆଉ ଆଦିବାସୀ ପରମ୍ପରା ମିଶ୍ରିତ ଦୂର୍ଗାପୂଜା ପାଳିତ ହୋଇଥାଏ । ଦାସାଇଁ ନୃତ୍ୟ ଏହି…

Read More
ମା’ ଦୁର୍ଗାଙ୍କ ଆରାଧନାରେ ଉତ୍ସବମୁଖର ମାଲକାନଗିରି ସହର: ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସର ଫ୍ଲାଗ୍ ମାର୍ଚ୍ଚ – ସମୀକ୍ଷା ଖବର

ମା’ ଦୁର୍ଗାଙ୍କ ଆରାଧନାରେ ଉତ୍ସବମୁଖର ମାଲକାନଗିରି ସହର: ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସର ଫ୍ଲାଗ୍ ମାର୍ଚ୍ଚ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୧୮/୧୦/୨୬ଜଗତଜନନୀ ମା’ ଦୁର୍ଗାଙ୍କ ଆଗମନରେ ଉତ୍ସବମୁଖର ହୋଇଉଠିଛି ମାଲକାନଗିରି ଜିଲ୍ଲା ସଦରମହକୁମା। ସହରର ପ୍ରାୟ ୮ଟି ସ୍ଥାନରେ ମା’ଙ୍କ ପୂଜାର୍ଚ୍ଚନା ଆୟୋଜିତ ହେଉଛି। ବିଭିନ୍ନ ପୂଜାମଣ୍ଡପରେ ଷଷ୍ଠୀଠାରୁ ପୂଜା ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଉତ୍ସବ ଚାଲିବ। ଏହାକୁ ନେଇ ସହରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି।ପୂଜା ଅବସରରେ ବିଭିନ୍ନ ଦୋକାନରେ ଆକର୍ଷଣୀୟ ରିହାତି ଓ ବିଶେଷ ଅଫର୍‌ରେ ସାମଗ୍ରୀ ବିକ୍ରି କରାଯାଉଛି।…

Read More
ସର୍ବ ମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବର୍ଥ ସାଧିକେଶରଣ୍ୟେ ତ୍ରିମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ ||ଶାରଦୀୟ ଅଭିନନ୍ଦନ ଓ ସୁଭେତ୍ସା – ସମୀକ୍ଷା ଖବର

ସର୍ବ ମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବର୍ଥ ସାଧିକେଶରଣ୍ୟେ ତ୍ରିମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ ||ଶାରଦୀୟ ଅଭିନନ୍ଦନ ଓ ସୁଭେତ୍ସା

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ: ଦୁର୍ଗା ପୂଜା ଆମ ପରମ୍ପରାରେ ଏକ ଶକ୍ତି ପୂଜା ଯେଉଁଠି ଦଶ ଦିନ ଧରି ପୂଜା କରାଯାଇଥାଏ |ମା’ଙ୍କର ନବ ରୂପରେ ନଅ ଦିନ ପୂଜା ପରେ ଦଶ ଦିନ ବିଜୟାଦଶମୀରେ ଆନନ୍ଦ ଉଲ୍ଲାସ ରେ ଆମେ ଧରାବାସି ପାଳନ କରି ଥାଉ | ପ୍ରଥମୀରେ ଶୈଳପୁତ୍ରୀ ରୂପେ ମା ଶକ୍ତି ଓ ପ୍ରକୃତି ରୂପେ ପୂଜା ପାଇଥାନ୍ତି | ଦ୍ଵିତୀୟାରେ ମା ବ୍ରହ୍ମଚାରିଣୀ ରୂପେ ଭକ୍ତି,…

Read More
ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ସୋହେଲା ଦୁର୍ଗାପୂଜାଭକ୍ତି, ଆକର୍ଷଣ ଓ ଭାଇଚାରାର ଅପୂର୍ବ ସଙ୍ଗମ – ସମୀକ୍ଷା ଖବର

ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ସୋହେଲା ଦୁର୍ଗାପୂଜାଭକ୍ତି, ଆକର୍ଷଣ ଓ ଭାଇଚାରାର ଅପୂର୍ବ ସଙ୍ଗମ

ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନିୟୁଜ :ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ତଥା ଆକର୍ଷଣୀୟ ଉତ୍ସବ ସୋହେଲା ଦୁର୍ଗାପୂଜା ଚଳିତ ବର୍ଷ ୨୦୨୬ ଅକ୍ଟୋବର ୧୧ ରୁ ଆରମ୍ଭ ହୋଇ ବେଶ୍‌ ଧୂମଧାମରେ ପାଳିତ ହେଉଛି। ବରଗଡ଼ ଜିଲ୍ଲାର ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଅବସ୍ଥିତ ସୋହେଲା ବ୍ଲକର ଏହି ପୂଜା କେବଳ ଧାର୍ମିକ ଭାବନା ନୁହେଁ ବରଂ ନିଜର ସ୍ଵତନ୍ତ୍ର ପରମ୍ପରା, ଆକର୍ଷଣୀୟ ପେଣ୍ଡାଲ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସମଗ୍ର ଅଞ୍ଚଳରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି…

Read More