ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

samikshanews

ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରା ଚାଲାଣ ଆମ୍ବୁଲାନ୍ସ,କାର୍ ଓ ପିକଅପ୍ ଭ୍ୟାନ୍ ଜବତ – ସମୀକ୍ଷା ଖବର

ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରା ଚାଲାଣ ଆମ୍ବୁଲାନ୍ସ,କାର୍ ଓ ପିକଅପ୍ ଭ୍ୟାନ୍ ଜବତ

ମହେଶ୍ୱର ଡିଗାଲ /ବାଲିଗୁଡ଼ା ସବ ଡିଭିଜନାଲ ସାମ୍ବାଦିକ / ସମୀକ୍ଷା ନିୟୁଜ :ବାଲିଗୁଡ଼ା: ଗଞ୍ଜେଇ ଚୋରା ଚାଲାଣର ନୁଆ ତରିକା । ଆମ୍ବୁଲାନ୍ସରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ। ମାଡ଼ି ବସିଲେ ଅବକାରୀ ବିଭାଗର ମୋବାଇଲ୍ ଟିମ୍ । ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଗୋଟିଏ ଦିନରେ ମୋଟ ୧୨୧ କେଜି ଗଞ୍ଜେଇ ଜବତ କରିବା ସହ ଗୋଟିଏ ଆମ୍ବୁଲାନ୍ସ, ଗୋଟିଏ କାର୍ ଓ ଗୋଟିଏ ପିକ ଅପ୍ ଭ୍ୟାନ୍ ଜବତ କରିଛି ଅବାକାରୀ…

Read More
ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ଅମଙ୍ଗଳ ଚିନ୍ତାଧାରା..ଜିଲ୍ଲାପାଳଅଫିସ ରେ ଦ୍ୱାରସ୍ତ WWA, WWO, CCA,ଏବଂ ମେଟ୍ରୋନ୍ – ସମୀକ୍ଷା ଖବର

ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ଅମଙ୍ଗଳ ଚିନ୍ତାଧାରା..ଜିଲ୍ଲାପାଳଅଫିସ ରେ ଦ୍ୱାରସ୍ତ WWA, WWO, CCA,ଏବଂ ମେଟ୍ରୋନ୍

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ : କନ୍ଧମାଳ ଜିଲ୍ଲା ରେ ଥିବା ଜିଲ୍ଲା ମଙ୍ଗଳ ବିଭାଗ ର ବିଦ୍ୟାଳୟ ଏବଂ ହଷ୍ଟେଲ ମାନଙ୍କ ରେ କାର୍ଯ୍ୟରତ ଥିବା ମେଟ୍ରୋନ୍ ଏବଂ ରୋଷେୟା ମାନଙ୍କୁ ଦରମା ନ ଦେଇ ନିଜକୁ ବାଃ ବାଃ ନେଉଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ରବିନାରାୟଣ ମିଶ୍ର ଙ୍କ ବିରୁଦ୍ଧରେ ଅନେକ ମହିଳା ଏବଂ ପୁରୁଷ ( WWA )ରୋଷେୟା ଓ ମେଟ୍ରୋନ୍ ମାନେ ଜିଲ୍ଲାପାଳ ଙ୍କୁ ଅଭିଯୋଗ ଦେଇଥିବା…

Read More
କପ୍ତିପଦା ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ – ସମୀକ୍ଷା ଖବର

କପ୍ତିପଦା ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

​ଯଶୋବନ୍ତ ପରିଡା/.କପ୍ତିପଦା ଉପଖଣ୍ଡ/ ସମୀକ୍ଷା ନ୍ୟୁଜ:କପ୍ତିପଦା ଅଞ୍ଚଳର ପୂର୍ବ ଗୌରବ ଓ ଐତିହ୍ୟକୁ ଫେରାଇ ଆଣିବା ଲକ୍ଷ୍ୟରେ ପ୍ରତିଷ୍ଠିତ “କପ୍ତିପଦା ମହୋତ୍ସବ”ର ଦ୍ୱିତୀୟ ବାର୍ଷିକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଯୁବପିଢ଼ିଙ୍କ ଦ୍ୱାରା ଆୟୋଜିତ ଏହି ବୈଠକରେ ସ୍ଥାୟୀ ସଭାପତି ମାକୁ ସିଂହଙ୍କ ସଭାପତିତ୍ୱରେ ଶିକ୍ଷାବିତ୍ ଶରତ ଚନ୍ଦ୍ର ମିଶ୍ର, ପ୍ରଫୁଲ୍ଲ ମହାଳିକ, ଭରତ ବରାଳ, ନିରଞ୍ଜନ ପରିଡ଼ା, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପ୍ରତାପ ଚନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ…

Read More
୧୨୫ ବର୍ଷର ଗୌରବମୟ ଯାତ୍ରା: ଐତିହ୍ୟର ସ୍ମୃତି ବହନ କରୁଛି ବିଜେବି ଉଚ୍ଚ ବିଦ୍ୟାଳୟ – ସମୀକ୍ଷା ଖବର

୧୨୫ ବର୍ଷର ଗୌରବମୟ ଯାତ୍ରା: ଐତିହ୍ୟର ସ୍ମୃତି ବହନ କରୁଛି ବିଜେବି ଉଚ୍ଚ ବିଦ୍ୟାଳୟ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ପୂର୍ତ୍ତି ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଜୋରଦାର; ତିନି ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ୧୦୨ ଫୁଟ ଉଚ୍ଚତାର ଜାତୀୟ ପତାକା ସ୍ଥାପନ ହେବ ଖୋର୍ଦ୍ଧା, ସେପ୍ଟେମ୍ବର ୨୮:ଶିକ୍ଷା କେବଳ ଜ୍ଞାନ ଆହରଣର ମାଧ୍ୟମ ନୁହେଁ, ଏହା ଏକ ଜାତିର ସାମାଜିକ, ସାଂସ୍କୃତିକ ଓ ବୌଦ୍ଧିକ ବିକାଶର ମୂଳଦୁଆ। ଏହି ମହତ୍ତ୍ୱପୂର୍ଣ୍ଣ ଆଦର୍ଶକୁ ପାଥେୟ କରି ଦୀର୍ଘ ବର୍ଷ ଧରି ଶିକ୍ଷାର ଆଲୋକ ବିତରଣ…

Read More
ଗାଈସୀମା ଶିବ ମନ୍ଦିରରେ ବିଶ୍ଵ ପର୍ଯ୍ୟଟନ ଦିବସ ଉପଲକ୍ଷେ ସ୍ୱଚ୍ଛତା ହିଁ ସେବା ଏବଂ ସଚତନତା କାର୍ଯକ୍ରମ – ସମୀକ୍ଷା ଖବର

ଗାଈସୀମା ଶିବ ମନ୍ଦିରରେ ବିଶ୍ଵ ପର୍ଯ୍ୟଟନ ଦିବସ ଉପଲକ୍ଷେ ସ୍ୱଚ୍ଛତା ହିଁ ସେବା ଏବଂ ସଚତନତା କାର୍ଯକ୍ରମ

ସାନନ୍ଦ ମହାପାତ୍ର ସ୍ଵତନ୍ତ୍ର ପ୍ରତିନିଧି ବରଗଡ ସମୀକ୍ଷା ନିଯୁଜ୍ : ଆଜି ବରଗଡ଼ ବ୍ଳକ ଅନ୍ତର୍ଗତ ଗାଈସୀମା ଗ୍ରାମ ପଞ୍ଚାୟତ ସ୍ଥିତ ଶ୍ରୀ ଶ୍ରୀ ବରାଡ ବାଲୁଙ୍କେଶ୍ୱର ଶିବ ମନ୍ଦିରରେ ବିଶ୍ଵ ପର୍ଯ୍ୟଟନ ଦିବସ ଉପଲକ୍ଷେ ବରଗଡ଼ ଗୋଷ୍ଠି ଉନ୍ନୟନ ଅଧିକାରୀ ବେରସିୟୁସ୍ ଡୁଙ୍ଗଡୁଙ୍ଗଙ୍କ ନେତୃତ୍ବରେ ସେବା ସଂକଳ୍ପ କାର୍ଯ୍ୟକ୍ରମରେ ସ୍ୱଚ୍ଛତା ହିଁ ସେବା- ସ୍ୱଚ୍ଛ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।‌ ଉକ୍ତ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ସ୍ଥଳୀ ତଥା ମନ୍ଦିର ପରିସର ସଫା କରାଗଲା। ପ୍ଲାଷ୍ଟିକ ବ୍ୟବହାର…

Read More
ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ମାଧବାନନ୍ଦ ନାୟକଙ୍କ ପରଲୋକ – ସମୀକ୍ଷା ଖବର

ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ମାଧବାନନ୍ଦ ନାୟକଙ୍କ ପରଲୋକ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର : ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ଲିଙ୍ଗରାଜ ଥାନା କେଦାର ଲେନ୍‌ସ୍ଥିତ ତାଙ୍କ ବାସଭବନରେ ପରଲୋକ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ କଲେଜ କର୍ମଚାରୀ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଶେଷ ଶଯ୍ୟା ନିକଟରେ ପୁଅ, ବୋହୂ, ନାତି, ନାତୁଣୀଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିବା ବେଳେ ବଡ଼ପୁଅ ମନ୍ମଥ କୁମାର ନାୟକ…

Read More
ଓଡ଼ିଶାରେ ₹୧,୦୦୦ କୋଟି ଟଙ୍କାର ଉଚ୍ଚ ପ୍ରଯୁକ୍ତିବିଦ୍ୟା ନିବେଶ ପାଇଁ ସିଲିକନ୍ ଭ୍ୟାଲି ସଂସ୍ଥା ‘ଫାର୍ମଏକ୍ସ’ ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ – ସମୀକ୍ଷା ଖବର

ଓଡ଼ିଶାରେ ₹୧,୦୦୦ କୋଟି ଟଙ୍କାର ଉଚ୍ଚ ପ୍ରଯୁକ୍ତିବିଦ୍ୟା ନିବେଶ ପାଇଁ ସିଲିକନ୍ ଭ୍ୟାଲି ସଂସ୍ଥା ‘ଫାର୍ମଏକ୍ସ’ ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଓଡ଼ିଶାକୁ ସ୍ୱୟଂଚାଳିତ ଇଲେକ୍ଟ୍ରିକ୍ ଟ୍ରାକ୍ଟର, ଏଆଇ ସଫ୍ଟୱେର୍, ରୋବୋଟିକ୍ସ ଏବଂ ସ୍ମାର୍ଟ କୃଷି ପ୍ରଣାଳୀର ଏକ ଅତ୍ୟାଧୁନିକ ଉତ୍ପାଦନ ଓ ରପ୍ତାନି ହବ୍ ଭାବରେ ଗଢ଼ିତୋଳିବା ପାଇଁ ସିଲିକନ୍ ଭ୍ୟାଲିର ଉଚ୍ଚ-ପ୍ରଯୁକ୍ତିବିଦ୍ୟା ସଂସ୍ଥା ‘ଫାର୍ମଏକ୍ସ’ (FarmX) ରାଜ୍ୟ ସରକାରଙ୍କ ନିକଟରେ ₹୧,୦୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆଗତ କରିଛି। ଫାର୍ମଏକ୍ସର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ପ୍ରେମଲ ଅସର ଏବଂ ଏଆଇ ଓ ପ୍ରଡକ୍ଟ ଇଞ୍ଜିନିୟରିଂ ମୁଖ୍ୟ ଶ୍ରୀ…

Read More
ବରଗଡ଼ରେ ବିଶ୍ୱ ପର୍ଯ୍ୟଟନ ଦିବସରେ ସଫଳ ପ୍ରୋମୋ ରନ୍ – ସମୀକ୍ଷା ଖବର

ବରଗଡ଼ରେ ବିଶ୍ୱ ପର୍ଯ୍ୟଟନ ଦିବସରେ ସଫଳ ପ୍ରୋମୋ ରନ୍

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନିଉଜ ବରଗଡ଼, 27 ସେପ୍ଟେମ୍ବର: ଆଗାମୀ ୧୩ ଡିସେମ୍ବର ୨୦୨୬ ଦିନ ଓଡ଼ିଶାର ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀ ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା “ଓଏମସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬” ର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ବରଗଡ଼ ସହରରେ ଏକ ବିଶାଳ “ପ୍ରୋମୋ ରନ୍” ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସର୍ବସାଧାରଣଙ୍କ ମଧ୍ୟରେ…

Read More