ଐତିହ୍ୟର ପଥେ ଯୁବପିଢ଼ି: ଧବଳେଶ୍ୱର ପୀଠରୁ ଆରମ୍ଭ ହେଲା ଦ୍ୱିତୀୟ ପଦଯାତ୍ରା
ମା’ ଅଁଳେଇ ପୀଠର ଇତିହାସ, ୱିଲକିନ୍ସନ ନଗରର ଐତିହାସିକ ପୃଷ୍ଠଭୂମି ଓ ପାଇକ ସମରକଳା ସହ ପରିଚିତ ହେଲେ ଯୁବପିଢ଼ି ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋର୍ଦ୍ଧା, ୨୭ ସେପ୍ଟେମ୍ବର : ନିଜ ମାଟିର ଇତିହାସ, ପରମ୍ପରା ଓ ସଂସ୍କୃତିକୁ ଜାଣିବା ସହ ତାହାର ସୁରକ୍ଷା ଓ ସଂରକ୍ଷଣ ପ୍ରତି ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବାର ମହତ୍ ଉଦ୍ଦେଶ୍ୟ ନେଇ ଆଗେଇ ଚାଲିଛି ଖୋର୍ଦ୍ଧା ଐତିହ୍ୟ ପଦଯାତ୍ରା। ଖୋର୍ଦ୍ଧା…