ଖୋଲା ବଜାରରେ ନକଲି ପାଣି ବୋତଲର ରାଜ: ଶୋଇ ରହିଛି ଖାଦ୍ୟ ସୁରକ୍ଷା ବିଭାଗ
ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା ଝାରସୁଗୁଡ଼ା,୨୬/୯ : ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିନା ଲାଇସେନ୍ସରେ ନକଲି ପାଣି ବୋତଲ ଓ ପାନୀୟଜଳ ବିକ୍ରି ହେଉଥିବା ଅଭିଯୋଗ ଉଠିଛି l ବିଶେଷକରି ବିଭିନ୍ନ ଦୋକାନ, ହୋଟେଲ, ଜଳଖିଆ ଦୋକାନ, ରାସ୍ତାକଡ଼ ଠେଲାଗାଡ଼ି ଓ ବିଭିନ୍ନ ବାଣିଜ୍ୟିକ ପ୍ରତିଷ୍ଠାନରେ ବିକ୍ରି ହେଉଥିବା ବୋତଲବନ୍ଦ ପାଣିର ମାନ ନେଇ ପ୍ରଶ୍ନ ଉଠିଛି l ନିୟମିତ ଭାବେ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା କରାଯାଉନଥିବାରୁ ଏହି କାରବାର…