ଜୟବୋଡ଼ ଜଗନ୍ନାଥ ମନ୍ଦୀର ରେ ଶ୍ରୀମଦଭାଗବତ ପୂଜା
ଭଗବାନ ମହାନ୍ତି/ଜଗତସିଂହପୁର /ସମୀକ୍ଷା ଖବର: ଇନ୍ଦ୍ରପୂର୍ଣ୍ଣିମା ଓ ଭାଗବତ ଜନ୍ମ ଉପଲକ୍ଷେ ଆଜି ଜଗତସିଂହପୁର ସ୍ଥିତ ଜୟବୋଡ଼ ଜଗନ୍ନାଥ ମନ୍ଦୀର ବାରଣ୍ଡାରେ ଭାଗବତ ପୂଜା ବହୁ ଆଡମ୍ବରରେ ଭକ୍ତ ମାନଙ୍କ ସମାବେଶରେ ଆୟୋଜିତ ହୋଇଯାଇଛି |ଏଥିରେ ପ୍ରଥମେ,ଦବ ଦବ ମହାଦେବଙ୍କର ତଥା ଜଗନ୍ନାଥ ମହାପ୍ରଭୁଙ୍କ ପୂଜା ଅର୍ଚନା କରାଯାଇଥିଲା |ତା ପରେ ସମ୍ପୂର୍ଣ ଭାଗବତ ପଢା ଯାଇଥିଲା |ପ୍ରକାଶ ଥାଉ କି ଆଜି ଇନ୍ଦ୍ରପୂର୍ଣ୍ଣିମା ଏବଂ ଭାଗବତଙ୍କର ଜନ୍ମ ଦିବସ |ଏହିଦିନ ଭଗବାନ ବ୍ୟାସ ଦେବଙ୍କ ଦ୍ୱାରା…