ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

samikshanews

ବରଗଡ଼ରେ ୮ଟି ନୂତନ ଧାନକ୍ରୟ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ : ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ – ସମୀକ୍ଷା ଖବର

ବରଗଡ଼ରେ ୮ଟି ନୂତନ ଧାନକ୍ରୟ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ : ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନିଉଜ ବରଗଡ଼, ୨୫ ସେପ୍ଟେମ୍ବର: ରାଜ୍ୟରେ ସମବାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ସଶକ୍ତ ଓ କ୍ରିୟାଶୀଳ କରିବା ଲକ୍ଷ୍ୟରେ ରାଜ୍ୟବ୍ୟାପୀ ମେଗା ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନର ଉନ୍ମୋଚନ କରିଥିଲେ। ଏହି ଅବସରରେ ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲା ଯୋଡ଼ି…

Read More
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ ଶୁଭାରମ୍ଭ ଏବଂ ୨୩ଟି ନୂତନ ଭିତ୍ତିଭୂମୀ ଲୋକାର୍ପିତ – ସମୀକ୍ଷା ଖବର

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ ଶୁଭାରମ୍ଭ ଏବଂ ୨୩ଟି ନୂତନ ଭିତ୍ତିଭୂମୀ ଲୋକାର୍ପିତ

ଅଜିତ କୁମାର ପ୍ରଧାନ / ସାମ୍ବାଦିକ / ନୟାଗଡ଼ / ସମୀକ୍ଷା ନ୍ୟୁଜ: ନୟାଗଡ଼, ତା.୨୫.୦୯.୨୦୨୬ : ଆଜି ନୟାଗଡ଼ ଜିଲ୍ଲା ସମବାୟ ବିଭାଗ ପକ୍ଷରୁ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ ଶୁଭାରମ୍ଭ କରାଯାଇଛି । ନୟାଗଡ଼ ଜିଲ୍ଲା ସମବାୟ ସମିତି ସମୂହ ଉପ -ନିବନ୍ଧକ ଅନନ୍ତ କୁମାର ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନନୀୟ ଅଧ୍ୟକ୍ଷ ଜିଲ୍ଲା ପରିଷଦ,ନୟାଗଡ଼ ଇଂ ଦେବାଶିଷ…

Read More
ଟିଟିଲାଗଡ଼ : ଖୋଲୁଛି ବଡ଼ଧରଣର ଜମି କେଳେଙ୍କାରୀ ର ଗୁମର; ଅଣ ଓଡ଼ିଆଙ୍କ କବ୍ଜାରେ ମୂଲ୍ୟବାନ ସରକାରୀ ଜମି – ସମୀକ୍ଷା ଖବର

ଟିଟିଲାଗଡ଼ : ଖୋଲୁଛି ବଡ଼ଧରଣର ଜମି କେଳେଙ୍କାରୀ ର ଗୁମର; ଅଣ ଓଡ଼ିଆଙ୍କ କବ୍ଜାରେ ମୂଲ୍ୟବାନ ସରକାରୀ ଜମି

୧୯ ଏକର ୧୮ ଡିସମିଲ ପଥର ଚଟାଣ ବି ବାଦ ପଡିଲାନି.. ସନ୍ତୋଷ କୁମାର ପଟ୍ଟନାୟକ /ଟିଟିଲାଗଡ/ସମୀକ୍ଷା ନ୍ୟୁଜ: ଟିଟିଲାଗଡ଼ ସହର ତଥା ଆଖ ପାଖ ଅଂଚଳ ସମେତ ସମଗ୍ର ଉପଖଣ୍ଡ ରେ ସରକାରୀ ଜମି ଜାଲିଆତି କରିବା ସହିତ ଜବରଦଖଲ କରି ମାଡି ବସିଥିବା ଘଟଣା ର ଗୋଟିଏ ପରେ ଗୋଟିଏ ଘଟଣା ଏବେ ସାମ୍ନା କୁ ଆସୁଛି l ଟିଟିଲାଗଡ଼ ସହର ଜନୈକ ଅସାଧୁ ବ୍ୟବସାୟୀ ଟିଟିଲାଗଡ଼ ଅଂଚଳ ର ବହୁ ସରକାରୀ ଜମି…

Read More
କଳାହାଣ୍ଡିରେ ‘ମାଇ ଭାରତ’ ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଯୁବବର୍ଗଙ୍କୁ ନେଇ ପ୍ରସ୍ତୁତ ହେବ ଜିଲ୍ଲାସ୍ତରୀୟ କାର୍ଯ୍ୟଯୋଜନା – ସମୀକ୍ଷା ଖବର

କଳାହାଣ୍ଡିରେ ‘ମାଇ ଭାରତ’ ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଯୁବବର୍ଗଙ୍କୁ ନେଇ ପ୍ରସ୍ତୁତ ହେବ ଜିଲ୍ଲାସ୍ତରୀୟ କାର୍ଯ୍ୟଯୋଜନା

ସୁନୀଲ କୁମାର ବିଶି /ଜିଲ୍ଲା ପ୍ରତିନିଧି/କଳାହାଣ୍ଡି/ସମୀକ୍ଷା ନ୍ୟୁଜ:ଭବାନୀପାଟଣା, ୨୫/୯: କଳାହାଣ୍ଡି ଜିଲ୍ଲାରେ ‘ମାଇ ଭାରତ’ର ବିଭିନ୍ନ ଯୁବ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ଓ ଯୁବବର୍ଗଙ୍କ ଅଧିକ ଅଂଶଗ୍ରହଣ ନେଇ ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ତଥା କମିଟି ଅଧ୍ୟକ୍ଷ ତନ୍ମୟ କୁମାର ଦରୱାନ ବୈଠକରେ ଅଧ୍ୟକ୍ଷତା କରିଥିଲେ।ମାଇ ଭାରତର ଜିଲ୍ଲା ଯୁବ ଅଧିକାରୀ ବଂଶ ଶର୍ମା ବୈଠକର ଏଜେଣ୍ଡା ଉପସ୍ଥାପନ କରିଥିଲେ। ଜିଲ୍ଲାରେ ଯୁବ ପଞ୍ଜୀକରଣ ବୃଦ୍ଧି, ବିଦ୍ୟାଳୟ, ମହାବିଦ୍ୟାଳୟ, ଯୁବ କ୍ଲବ, ଏନ୍‌ଏସ୍‌ଏସ୍‌ ଓ ନେହେରୁ ଯୁବ କେନ୍ଦ୍ର ମାଧ୍ୟମରେ ଅଧିକ ଯୁବକ-ଯୁବତୀଙ୍କୁ ଯୋଡ଼ିବା ନେଇ ଆଲୋଚନା ହୋଇଥିଲା। ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ, ଯୁବ ସଂଯୋଗ, ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ, ସଚେତନତା ଅଭିଯାନ, ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ସମୁଦାୟ ବିକାଶମୂଳକ କାର୍ଯ୍ୟରେ ଯୁବମାନଙ୍କୁ ଅଧିକ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ବିଭିନ୍ନ ସରକାରୀ ବିଭାଗ ଓ ଶିକ୍ଷାନୁଷ୍ଠାନ ସହ ସମନ୍ୱୟ କରି ଆଗାମୀ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟଯୋଜନା ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା ବୈଠକରେ ଭବାନୀପାଟଣା ତହସିଲଦାର କ୍ଷୀରୋଦ ନାଗ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଡିଆଇପିଆରଓ ମନୋଜ ବେହେରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ସନାତନ ମହାରଣାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କମିଟି ସଦସ୍ୟମାନେ ଯୋଗଦେଇଥିଲେ।ଶେଷରେ ‘ନିଶାମୁକ୍ତ ଯୁବା’ ଅଭିଯାନ ଅଧୀନରେ ଉପସ୍ଥିତ ସମସ୍ତେ ନିଶାଠାରୁ ଦୂରେଇ ରହିବା ସହ ଅନ୍ୟମାନଙ୍କୁ ନିଶା ବିରୋଧରେ ସଚେତନ କରିବା ପାଇଁ ନିଶାମୁକ୍ତ ଯୁବ ଶପଥ ଗ୍ରହଣ କରିଥିଲେ।

Read More
ଦାରିଙ୍ଗବାଡି :ଲଗାଣ ବର୍ଷାରେ ଭୁଶୁଡି ପଡିଲା ଝାଟିମାଟି ଘର, ଅସହାୟ ପରିବାରର ଦୁର୍ଦଶା –ସରକାରୀ ସହାୟତା ପାଇଁ ବଳିନ୍ଦ୍ର ପରିବାର – ସମୀକ୍ଷା ଖବର

ଦାରିଙ୍ଗବାଡି :ଲଗାଣ ବର୍ଷାରେ ଭୁଶୁଡି ପଡିଲା ଝାଟିମାଟି ଘର, ଅସହାୟ ପରିବାରର ଦୁର୍ଦଶା –ସରକାରୀ ସହାୟତା ପାଇଁ ବଳିନ୍ଦ୍ର ପରିବାର

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /କନ୍ଧମାଳ ଜିଲ୍ଲା/ସମୀକ୍ଷା ନିୟୁଜ: ଦାରିଙ୍ଗବାଡି ବ୍ଲକ କାଟିଙ୍ଗିଆ ପଞ୍ଚଯାତ ଆଡ଼ିବଙ୍ଗା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ l ରାଜ୍ୟରେ ତିନିଦିନ ଧରି ଲାଗି ରହିଛି ବର୍ଷା l ସରକାର ପ୍ରୋତ୍ୟକ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଏହି ସାମ୍ବାବ୍ୟ ବାତ୍ୟାକୁ ନେଇ ସଚେତନ କରିଛନ୍ତି l କିନ୍ତୁ ଆଡିବଙ୍ଗା ଗ୍ରାମର ବଳିନ୍ଦ୍ର ବଳିୟାରସିଂ ଙ୍କ ଘର ମାଟିକାନ୍ଥ ଭୁଶୁଡି ପଡି ଥିବାରୁ ଘର ଭିତରେ ପାଣି ପଶି ଥିବାରୁ ଘରେ…

Read More
ବାହ୍ୟ ଜଗତ ରୁ ବିର୍ଚିନ ହୋଇଛି ନୂଆ ଗଡ ଗ୍ରାମପଞ୍ଚାୟତ ର ବିଜୟ ଚାନ୍ଦପୂର୍ ଗ୍ରାମ – ସମୀକ୍ଷା ଖବର

ବାହ୍ୟ ଜଗତ ରୁ ବିର୍ଚିନ ହୋଇଛି ନୂଆ ଗଡ ଗ୍ରାମପଞ୍ଚାୟତ ର ବିଜୟ ଚାନ୍ଦପୂର୍ ଗ୍ରାମ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ବାହ୍ୟ ଜଗତ ରୁ ବିର୍ଚିନ ହୋଇଛି ନୂଆ ଗଡ ଗ୍ରାମପଞ୍ଚାୟତ ର ବିଜୟ ଚାନ୍ଦ ପୂର୍ ଗ୍ରାମ ଭାଙ୍ଗି ଯାଇଛି ଏକ ମାତ୍ର ପୋଲ ପାଣିର ପ୍ରଖର ଶ୍ରୋତ ଯୋଗୁ ଲୋକମାନେ କେହି ଗ୍ରାମ ଭିତରକୁ ଯାଇ ପାରୁ ନାହାନ୍ତି କି ଗ୍ରାମ ରୁ କେହି ଲୋକ ବାହାରକୁ ଆସି ପାରୁ ନାହାନ୍ତି, ଲୋକମାନେ ପ୍ରାୟ ଚାରି ଘଣ୍ଟାଧରି ଜଳବନ୍ଦୀ ଅବସ୍ଥା ରେ ଥିଲେ ଏବଂ ବର୍ଷାର…

Read More
ତାଳଚେର ଗଣେଶ ପୂଜାର ଅନ୍ତିମ ପର୍ବ: ଆଜି ସନ୍ଧ୍ୟାରେ ହେବ ବହୁ ପ୍ରତୀକ୍ଷିତ ଲଡ଼ୁ ନିଲାମ – ସମୀକ୍ଷା ଖବର

ତାଳଚେର ଗଣେଶ ପୂଜାର ଅନ୍ତିମ ପର୍ବ: ଆଜି ସନ୍ଧ୍ୟାରେ ହେବ ବହୁ ପ୍ରତୀକ୍ଷିତ ଲଡ଼ୁ ନିଲାମ

​ପୁଲକେଶ୍ୱର ମିଶ୍ର/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ ତାଳଚେର/ଅନୁଗୋଳ: ​ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ଆଜି ପ୍ରାୟ ଶେଷ ଦିନରେ ପହଞ୍ଚି ସାରିଛି। ପୂଜାର ଅନ୍ତିମ ପର୍ଯ୍ୟାୟରେ ଆଜି ସନ୍ଧ୍ୟା ବେଳକୁ ବିଭିନ୍ନ ପୂଜା ମଣ୍ଡପରେ ପାରମ୍ପରିକ ଲଡ଼ୁ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ, ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।​ଚଳିତ ବର୍ଷ ତାଳଚେର ସହରର ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ଆକର୍ଷଣୀୟ ତଥା ସୁନ୍ଦର ମେଢ଼ମାନ ନିର୍ମାଣ କରାଯାଇଥିଲା। ଲିଙ୍ଗରାଜ କଲୋନୀ ପାଖରୁ ଆରମ୍ଭ କରି…

Read More
ଶବ ଜଳେଇବା ପାଇଁ ମଶାଣୀ ଜାଗା ର ଅଭାବ ଯୋଗୁଁ ବାଧ୍ୟ ହୋଇ ଶବ କୁ ପୋତିଦେଲେ ପରିବାର ଓ ବନ୍ଧୁବର୍ଗ – ସମୀକ୍ଷା ଖବର

ଶବ ଜଳେଇବା ପାଇଁ ମଶାଣୀ ଜାଗା ର ଅଭାବ ଯୋଗୁଁ ବାଧ୍ୟ ହୋଇ ଶବ କୁ ପୋତିଦେଲେ ପରିବାର ଓ ବନ୍ଧୁବର୍ଗ

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି/ ନୂଆପଡା/ସମୀକ୍ଷା ନ୍ୟୁଜ:ଶବ ଜଳେଇବା ପାଇଁ ମଶାଣି ଜାଗା ନାହିଁ ବୋଲି ଆଜି ଜଣେ ବୁଢ଼ୀ ମା ର ଶବକୁ ଲଗାଣ ବର୍ଷା ଯୋଗୁଁ ମାଟି ଖୋଲି ଶବ ସତ୍କାର କରାଗଲା।କୋମନା ବ୍ଲକ ବୁଦ୍ଧିକୋମନା ଗାଁରେ ଘଟିଯାଇଛି ଏଭଳି ଏକ ଅଭାନୀୟ ଘଟଣା। ଏହି ଘାଟଣା ଯାହା ସମସ୍ତଙ୍କୁ ଆଘାତ ଦେଇଛି।ବହୁତ ଦୁଃଖ ର କଥା ଆଜି ର ଦୁନିଆ ରେ ବି ଏମିତି ଦୃଶ୍ୟ ହୃଦୟ ବିଦାରକ ଦେଖିବାକୁ ମିଳୁଛି। କୋଟି…

Read More
ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତାରେ ନୂଆପଡ଼ାର ସଫଳତା, ପଦକ ବିଜେତା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ – ସମୀକ୍ଷା ଖବର

ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତାରେ ନୂଆପଡ଼ାର ସଫଳତା, ପଦକ ବିଜେତା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

ତେଜୁରାମ ନାଏକ/ସ୍ୱତନ୍ତ୍ର ପ୍ରତିନିଧି/ନୂଆପଡା/ ସମୀକ୍ଷା ନ୍ୟୁଜ:କେନ୍ଦୁଝର ଜିଲ୍ଲାର ବଡ଼ବିଲ୍‌ଠାରେ ସଦ୍ୟ ସମାପ୍ତ ୭୦ତମ ରାଜ୍ୟସ୍ତରୀୟ ଉଷୁ (ସାମରିକ କଳା) ପ୍ରତିଯୋଗିତାରେ ନୂଆପଡ଼ା ଜିଲ୍ଲାର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ନୂଆପଡ଼ାରୁ ୯ ଜଣିଆ ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।୧୭ ବର୍ଷରୁ କମ୍ ବାଳକ ବିଭାଗର ୭୫–୮୦ କିଗ୍ରା ବର୍ଗରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଶ୍ରେୟାଂଶ ଆର୍ୟନ୍ ସାହୁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ୪୮–୫୨ କିଗ୍ରା ବର୍ଗରେ ପି.ଏମ୍. ଶ୍ରୀ ନେସନାଲ…

Read More