ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

samikshanews

କର୍ପୋରେଟ୍ ଲୁଟ୍ ବିରୋଧରେ କୋଇଡ଼ା ବ୍ଲକ୍‌ରେ ଖଣି ଶ୍ରମିକଙ୍କ ବିଶାଳ ପ୍ରତିବାଦ ଓ ଅର୍ଥନୈତିକ ଅବରୋଧ – ସମୀକ୍ଷା ଖବର

କର୍ପୋରେଟ୍ ଲୁଟ୍ ବିରୋଧରେ କୋଇଡ଼ା ବ୍ଲକ୍‌ରେ ଖଣି ଶ୍ରମିକଙ୍କ ବିଶାଳ ପ୍ରତିବାଦ ଓ ଅର୍ଥନୈତିକ ଅବରୋଧ

ବିନୟ ସାହୁ / ବଣେଇ ରିପୋର୍ଟର /ସମୀକ୍ଷା ନ୍ୟୁଜ: CPI(M), CITU ଏବଂ ୟୁନାଇଟେଡ୍ ମାଇନ୍ସ ମଜଦୁର ୟୁନିୟନର ନେତୃତ୍ୱରେ କୋଇଡ଼ା ଖଣି ଅଞ୍ଚଳର ହଜାର ହଜାର ଖଣି ଶ୍ରମିକ ଓ ସ୍ଥାନୀୟ ଆଦିବାସୀ ଲୋକ ବିଶାଳ ପ୍ରତିବାଦ, ଧର୍ମଘଟ, ରେଳରୋକୋ ଓ ଅର୍ଥନୈତିକ ଅବରୋଧରେ ସାମିଲ ହୋଇଥିଲେ।SAILର କାଲଟା, ତାଲଡିହି, ବରସୁଆଁ, ରକ୍ସି, ପଟାସାହି, ବିମଳାଗଡ଼ ଓ ରଙ୍ଗରା ଖଣି ଅଞ୍ଚଳ ଏବଂ ରେଳ ସାଇଡିଂଗୁଡ଼ିକରେ ଅର୍ଥନୈତିକ ଅବରୋଧ କରାଯାଇଥିଲା। ରକ୍ସି ଓ ପଟାସାହିରେ ରେଳରୋକୋ…

Read More
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା”ଶତାଧିକ ଏସି ଅଚଳ, ଅନ୍ଧାରରେ ଶବଗୃହ – ସମୀକ୍ଷା ଖବର

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା”ଶତାଧିକ ଏସି ଅଚଳ, ଅନ୍ଧାରରେ ଶବଗୃହ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା: ଝାରସୁଗୁଡା, ୨୫/୯ : ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଦେବା ପାଇଁ ନିର୍ମିତ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବେ ନିଜର ମୌଳିକ ସୁବିଧାକୁ ନେଇ ଚର୍ଚ୍ଚାରେ l ସାତ ମହଲା ବିଶିଷ୍ଟ ଏହି ଚିକିତ୍ସାଳୟର ନିର୍ମାଣ ବ୍ୟୟ ପ୍ରାୟ ୪୨.୨୩ କୋଟି ଟଙ୍କା ବୋଲି ହସ୍ପିଟାଲ୍‌ର ଅଧିକାରିକ ୱେବସାଇଟ୍‌ରେ ଉଲ୍ଲେଖ ରହିଛି l ଏତେ ବଡ଼ ଚିକିତ୍ସା ପ୍ରତିଷ୍ଠାନରେ ଅଧିକାଂଶ ସମୟରେ ଲିଫ୍ଟ ଅଚଳ, ଶତାଧିକ ଏସି ବନ୍ଦ,…

Read More
ବର୍ଷାରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଝରିଗାଁ ବିଧାୟକ – ସମୀକ୍ଷା ଖବର

ବର୍ଷାରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଝରିଗାଁ ବିଧାୟକ

ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ବଡ଼ଭୀମାଗୁଡ଼ା ଗ୍ରାମରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଅନେକ ପରିବାର ପ୍ରଭାବିତ ହୋଇଛନ୍ତି। ବର୍ଷା ପ୍ରଭାବରେ କେତେକ ଘର ଭୁଶୁଡ଼ି ପଡ଼ିଥିବା ବେଳେ ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏଭଳି ସ୍ଥିତିରେ ଝରିଗାଁ ବିଧାୟକ ନରସିଂହ ଭତରା ବଡ଼ଭୀମାଗୁଡ଼ା ଗ୍ରାମ ଗସ୍ତ କରି ବର୍ଷାଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଥିଲେ। ସେ ପ୍ରଭାବିତ ପରିବାରଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିବା ସହ…

Read More
ଜିଲ୍ଲା ପ୍ରଶାସନ ତରଫରୁ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ର ବିଭିନ୍ନ ଶିକ୍ଷାନୁଷ୍ଠାନ ଆକସ୍ମିକ ପରିଦର୍ଶନ – ସମୀକ୍ଷା ଖବର

ଜିଲ୍ଲା ପ୍ରଶାସନ ତରଫରୁ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ର ବିଭିନ୍ନ ଶିକ୍ଷାନୁଷ୍ଠାନ ଆକସ୍ମିକ ପରିଦର୍ଶନ

ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ: ଶିକ୍ଷାନୁଷ୍ଠାନ ଗୁଡିକୁ ଆକସ୍ମିକ ପରିଦର୍ଶନ କରି ଖାଦ୍ୟର ଗୁଣବତ୍ତା ଓ ଖାଦ୍ୟ ସାମଗ୍ରୀର ମହଜୁଦ ସ୍ଥିତି ଯାଞ୍ଚ କଲେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ବ୍ୟବସ୍ଥା, ଖାଦ୍ୟର ଗୁଣବତ୍ତା ଏବଂ ସରକାରୀ ନିର୍ଦ୍ଧାରିତ ମାନଦଣ୍ଡର ଅନୁପାଳନ ସମ୍ପର୍କରେ ନିୟମିତ ତଦାରଖ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ପାପଡ଼ାହାଣ୍ଡି ବ୍ଲକ୍‌ ଅନ୍ତର୍ଗତ ଦଳେଇଗୁଡ଼ା ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟକୁ ଅତିରିକ୍ତ ଜିଲ୍ଲାପାଳ…

Read More
ଏଜେନସି ଙ୍କ ସହ ଆଲୋଚନା ପରେ ଧାରଣା ସ୍ଥଗିତ କଲା ସଂଘ – ସମୀକ୍ଷା ଖବର

ଏଜେନସି ଙ୍କ ସହ ଆଲୋଚନା ପରେ ଧାରଣା ସ୍ଥଗିତ କଲା ସଂଘ

ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ: ନବରଙ୍ଗପୁର: ଆଠ ଦଫା ଦାବୀ ନେଇ ଦୁଇ ଦିନ ଧରି ଜାରି ରହିଥିବା ଓଡିଶା ହସ୍ପିଟାଲ କର୍ମଚାରୀ ମାନଙ୍କ ଧାରଣା ଅଭିରାମ ଏଜେନସି ର ଏରିଆ ମେନେଜର ଆସି ଆଲୋଚନା କରିଥିଲେ l ଆଠ ଗୋଟି ଦାବୀ ମଧ୍ୟ୍ୟରେ ଧାରଣା କାରି ମଧ୍ୟ୍ୟ ରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ମିଳି ନ ଥିବା ଦରମା ସାତ ଦିନ ମଧ୍ୟରେ ଦେବେ ଓ ଆଗାମୀ ସବୁ ମାସରେ 15 ତାରିଖ…

Read More
ହୋଟେଲ ଓ ଶିକ୍ଷାନୁଷ୍ଠାନରେ ଅଗ୍ନିନିରାପତ୍ତା ଯାଞ୍ଚ ଓ ଉପକରଣ ର ନିରୀକ୍ଷଣ – ସମୀକ୍ଷା ଖବର

ହୋଟେଲ ଓ ଶିକ୍ଷାନୁଷ୍ଠାନରେ ଅଗ୍ନିନିରାପତ୍ତା ଯାଞ୍ଚ ଓ ଉପକରଣ ର ନିରୀକ୍ଷଣ

ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ: ଉମରକୋଟ ସହରର ବିଭିନ୍ନ ହୋଟେଲ, ରେସ୍ତୋରାଁଣ୍ଟ ଓ ଶିକ୍ଷାନୁଷ୍ଠାନରେ ଆଜି ଅଗ୍ନିନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରାଯାଇଛି ତଥା ଅଗ୍ନିନିର୍ବାପକ ଯନ୍ତ୍ରର କାର୍ଯ୍ୟକ୍ଷମତା ନିରୀକ୍ଷଣ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ନବରଙ୍ଗପୁର ଜିଲ୍ଲା ଅଗ୍ନିଶମ ବିଭାଗ ଓ ଉମରକୋଟ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ଏହି ଯାଞ୍ଚ କରାଯାଇଥିଲା।ଯାଞ୍ଚ ସମୟରେ ବିଭିନ୍ନ ସଂସ୍ଥାରେ ଉପଲବ୍ଧ ଅଗ୍ନିନିର୍ବାପକ ଯନ୍ତ୍ରର କାର୍ଯ୍ୟକ୍ଷମତା, ଠିକ୍‌ ଭାବେ ପରିଚାଳନା ଓ ଆପତ୍ତିକାଳୀନ ସମୟରେ ତାହା ବ୍ୟବହାର…

Read More
ସନ୍ତୋଷୀ ନଗରରେ ଦଶହରା ପ୍ରସ୍ତୁତି ଓ ଶୁଭଖୁଣ୍ଟ ସ୍ଥାପନ – ସମୀକ୍ଷା ଖବର

ସନ୍ତୋଷୀ ନଗରରେ ଦଶହରା ପ୍ରସ୍ତୁତି ଓ ଶୁଭଖୁଣ୍ଟ ସ୍ଥାପନ

ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ: ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୌର ପରିଷଦର ସନ୍ତୋଷୀ ନଗର ରେ ଆସନ୍ତା ଦଶହରା ପାଇଁ ପ୍ରସ୍ତୁତି ବୈଠକରେ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ନେଇ ବିସ୍ତୃତ ଆଲୋଚନା ହୋଇଛି। ଲଳିତ ସେଠି, ନାଗେଶ ପଟ୍ଟନାୟକ ଓ ସରୋଜ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ଦଶହରାକୁ ଆଡ଼ମ୍ବର ଓ ଭକ୍ତିମୟ ଭାବରେ ପାଳନ ପାଇଁ ନୂତନ ପୂଜା କମିଟି ଗଠନ କରାଯାଇଛି। ସମସ୍ତ ସଦସ୍ୟଙ୍କ ସହମତି ଓ…

Read More
ଜଗତସିଂହପୁର ଚର୍ଚ୍ଚିକା ବଜ଼ାର :ନିଷ୍କାସନ ଅଭାବରୁ ରାସ୍ତାରେ ଭରିଛି ବର୍ଷା ପାଣି – ସମୀକ୍ଷା ଖବର

ଜଗତସିଂହପୁର ଚର୍ଚ୍ଚିକା ବଜ଼ାର :ନିଷ୍କାସନ ଅଭାବରୁ ରାସ୍ତାରେ ଭରିଛି ବର୍ଷା ପାଣି

ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର: ଜଗତସିଂହପୁରରେ ଆଜି ଲଗାଣ ବର୍ଷା ଦିନଭର ତୁହା କୁ ତୁହା ବରଷିଚାଲିଛି |ନିଷ୍କାସନ ଅଭାବରୁ ଚର୍ଚ୍ଚିକା ବଜ଼ାର ରାସ୍ତାରେ ବର୍ଷାପାଣି ଜମାବାନ୍ଦିଛି |ଯାତାୟାତ ଗାଡିଵାଲା ପାଣି ଛିଟକାଇ ଆଗକୁ ଆଗକୁ ମାଡି ଚାଲିଛନ୍ତି |ବିଚରା ଦିଚକିଆ ଚାଳକ ,ସାଇକଲ ଚଲାଳୀ ଓ ପାଦଚଲାଲୋକଟି ପାଣିଛିଟକା ଓ କାଦୁଅ ହୋଇ ଘରକୁ ଫେରି ବାର ଅଭିଯୋଗ କରୁଛନ୍ତି |ପ୍ରକାଶଥାଉ କି,ଆଜି ଦିନ ତମାମ ଅନବରତ ବର୍ଷା ଚାଲିଛି |ଜଗତସିଂହପୁର ବସ ଷ୍ଟାଣ୍ଡ ଠାରୁ ପାରାଦ୍ୱୀପ…

Read More
ଗଭୀର ଅବପାତ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲା ପାରାଦୀପ ବନ୍ଦର – ସମୀକ୍ଷା ଖବର

ଗଭୀର ଅବପାତ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲା ପାରାଦୀପ ବନ୍ଦର

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ବଙ୍ଗୋପସାଗରରେ ଗଭୀରହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ ଅବପାତ ଯୋଗୁଁ ପାଣିପାଗ ପରିସ୍ଥିତି ପ୍ରତିକୂଳ ରହିଥିବାବେଳେ ଷ୍ଟର୍ମ ସିଗନାଲ୍ ନମ୍ବର-୩ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦର Más información ସୁରକ୍ଷା ପ୍ରସ୍ତୁତି ଜାରି ରଖିଛନ୍ତି।ସୁରକ୍ଷା ଓ ମାନବିକତାକୁ ଗୁରୁତ୍ୱ ଦେଇ ୩୬ଟି ମାଛଧରା ଡଙ୍ଗାରେ ଥିବା ୩୧୯ ଜଣ ମତ୍ସ୍ୟଜୀବୀଙ୍କୁ ପାରାଦୀପ ବନ୍ଦରରେ ସୁରକ୍ଷିତ ଆଶ୍ରୟ ପ୍ରଦାନ କରାଯାଇଛି।ପ୍ରତିକୂଳ ପାଣିପାଗ…

Read More
ମୟୂରଭଞ୍ଜରେ ପୁଣି ବନ୍ୟା ପରିସ୍ଥିତି – ସମୀକ୍ଷା ଖବର

ମୟୂରଭଞ୍ଜରେ ପୁଣି ବନ୍ୟା ପରିସ୍ଥିତି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ବଡ଼ସାହି/ସମୀକ୍ଷା ନ୍ୟୁଜ:ଲଗାତର ବର୍ଷା ଯୋଗୁଁ ଚଳିତ ବନ୍ୟାଜଳରେ ୪ର୍ଥ ଥର ପାଇଁ ନଦୀକୂଳ ବାସୀ ଓ ଚାଷୀ ଚଳିତବର୍ଷ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଥିବା ବେଳେ ପୂର୍ବରୁ ବଡ଼ସାହି ସହ କୁଆମରା, ବୈଶିଙ୍ଗା, ବେତନଟୀ, ବାଲେଶ୍ବର ପ୍ରଭୃତି ସ୍ଥାନ ଯୋଗାଯୋଗ ବିଚ୍ଛିନ୍ନ ହେଇଥିବା ନେଇ ଖବର ରହିଛି । ପୁଣି ବୁଧବାର ଠାରୁ ୩ଦିନ ଧରି ବର୍ଷା ଲାଗିରହିଥିବା ସହ ନଦୀଜଳ ବଢୁଥିବା ଯୋଗୁଁ କ୍ଷୟକ୍ଷତି ଆଶଙ୍କାରେ ରହିଛନ୍ତି ନଦୀକଡ଼…

Read More