ଶିଳ୍ପାଞ୍ଚଳ ନାଁରେ ଲଜ୍ଜା”୧.୨୨ ଲକ୍ଷ ପରିବାରକୁ ରାସନ ଭରସା””ଶିଳ୍ପାଞ୍ଚଳର ସମୃଦ୍ଧି କାହା ପାଇଁ “
ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା: ଝାରସୁଗୁଡ଼ା, ୨୫/୯: କୋଇଲା, ଆଲୁମିନିୟମ, ଇସ୍ପାତ ଓ ତାପଜ ବିଦ୍ୟୁତ ଶିଳ୍ପର ବିଶାଳ ଭିତ୍ତି ଉପରେ ଝାରସୁଗୁଡ଼ାର ଅର୍ଥନୀତି ଦ୍ରୁତଗତିରେ ଆଗକୁ ବଢ଼ୁଛି l ବଡ଼ ବଡ଼ ଶିଳ୍ପାନୁଷ୍ଠାନ, କୋଟି କୋଟି ଟଙ୍କାର ନିବେଶ, ଖଣିଜ ସମ୍ପଦ ଓ ଉତ୍ପାଦନକୁ ନେଇ ଜିଲ୍ଲା ରାଜ୍ୟର ଏକ ପ୍ରମୁଖ ଶିଳ୍ପାଞ୍ଚଳ ଭାବେ ପରିଚିତ l ଶିଳ୍ପର ଚମକ ଓ ଅର୍ଥନୈତିକ ବିକାଶର ଦାବି ମଧ୍ୟରେ ଜିଲ୍ଲାର ଆର୍ଥିକ ସ୍ୱାବଲମ୍ବନର ଚିତ୍ର…