ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

samikshanews

ରେଳବାଇ ଜମି ଦୁର୍ବୃତ୍ତଙ୍କ ସେଫ୍ କରିଡର: କ୍ଷତି ସହୁଛନ୍ତି ବ୍ୟବସାୟୀ; ରେଳ ବିଭାଗ ସାଜିଛି ନିଦାବିଷ୍ଣୁ – ସମୀକ୍ଷା ଖବର

ରେଳବାଇ ଜମି ଦୁର୍ବୃତ୍ତଙ୍କ ସେଫ୍ କରିଡର: କ୍ଷତି ସହୁଛନ୍ତି ବ୍ୟବସାୟୀ; ରେଳ ବିଭାଗ ସାଜିଛି ନିଦାବିଷ୍ଣୁ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା ଝାରସୁଗୁଡ଼ା,୨୪/୯ : ସହରର ଅତ୍ୟନ୍ତ ବ୍ୟସ୍ତ ପୁରୁଣା ବସଷ୍ଟାଣ୍ଡଠାରୁ ଝଣ୍ଡାଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା କଡ଼ରେ ପୌର ପରିଷଦ ପକ୍ଷରୁ ଦୋକାନ ଗୃହ ନିର୍ମାଣ କରାଯାଇଛି l ଏହି ଦୋକାନଗୁଡ଼ିକରେ ବହୁ ବ୍ୟବସାୟୀ ନିଜର ଜୀବିକା ନିର୍ବାହ କରୁଛନ୍ତି l ହେଲେ ଦୋକାନଗୁଡ଼ିକର ପଛପଟେ ଥିବା ରେଳବାଇ ଜମି ଏବେ ବ୍ୟବସାୟୀଙ୍କ ପାଇଁ ନିରାପତ୍ତାର ଚିନ୍ତାର କାରଣ ପାଲଟିଛି l ବଡ଼ ବଡ଼ ଗଛ, ଅନାବନା ଜଙ୍ଗଲ ଓ…

Read More
କଳାହାଣ୍ଡି ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ଆଜି ବନ୍ଦ ଘୋଷଣା – ସମୀକ୍ଷା ଖବର

କଳାହାଣ୍ଡି ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ଆଜି ବନ୍ଦ ଘୋଷଣା

ଭରତ ବିଶି / କଳାହାଣ୍ଡି / ସମୀକ୍ଷା ନ୍ୟୁଜ ଲଘୁଚାପ ଜନିତ ସମ୍ଭାବ୍ୟ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଛି। ଆଜି ଅର୍ଥାତ ୨୪ ତାରିଖ ଦିନ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଶିକ୍ଷକ ଓ କର୍ମଚାରୀମାନେ ନିୟମିତ କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ପାଣିପାଗ…

Read More
ଗଭୀର ଅବପାତ ମୁକାବିଲା ପାଇଁ କଳାହାଣ୍ଡି ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ – ସମୀକ୍ଷା ଖବର

ଗଭୀର ଅବପାତ ମୁକାବିଲା ପାଇଁ କଳାହାଣ୍ଡି ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି: ଭବାନୀପାଟଣା, ୨୩/୯: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ ଗଭୀର ଅବପାତ ଯୋଗୁଁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ଏନେଇ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାପାଳମାନଙ୍କୁ ନେଇ ଆଭାସୀ ମାଧ୍ୟମରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହା ପୂର୍ବରୁ ଗତ ୨୨ ତାରିଖରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲଦାର…

Read More
ଗଭୀର ଅବପାତ ଜନିତ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ; ଖୋରଧା ରେ ତୁହାକୁ ତୁହା ବର୍ଷା , ଟାଙ୍ଗୀରେ ସର୍ବାଧିକ ୭୮ ମି. ମି ବର୍ଷା – ସମୀକ୍ଷା ଖବର

ଗଭୀର ଅବପାତ ଜନିତ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ; ଖୋରଧା ରେ ତୁହାକୁ ତୁହା ବର୍ଷା , ଟାଙ୍ଗୀରେ ସର୍ବାଧିକ ୭୮ ମି. ମି ବର୍ଷା

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ ଖୋରଧା, ସେପ୍ଟେମ୍ବର ୨୩ : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଜନିତ ବର୍ଷା ପ୍ରଭାବରେ ଖୋରଧା ଜିଲ୍ଲାରେ ତୁହାକୁ ତୁହା ବର୍ଷାର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟା ଧରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବାରୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ସକାଳଠାରୁ ଆକାଶ ମେଘାଚ୍ଛନ୍ନ ରହିବା ସହ ବିଭିନ୍ନ ସମୟରେ ବର୍ଷା ଲାଗି ରହିଥିଲା।…

Read More
ଜୟପୁରରେ ପୋଲିସର ବଡ଼ ଆକ୍ସନ୍: ୮ ଚୋରି-ଲୁଟ୍ ମାମଲାର ପର୍ଦ୍ଦାଫାସ୍, ୧୫ ଗିରଫ – ସମୀକ୍ଷା ଖବର

ଜୟପୁରରେ ପୋଲିସର ବଡ଼ ଆକ୍ସନ୍: ୮ ଚୋରି-ଲୁଟ୍ ମାମଲାର ପର୍ଦ୍ଦାଫାସ୍, ୧୫ ଗିରଫ

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ କୋରାପୁଟ ଜିଲ୍ଲା ଜୟପୁର ସହର ର ଘଟିଥିବା ୮ ଚୋରି-ଲୁଟ୍ ମାମଲାର ପର୍ଦ୍ଦାଫାସ ହୋଇଛି । ୧୫ ଅଭିଯୁକ୍ତକୁ ଗିରଫ ୨ ଲକ୍ଷ ଟଙ୍କା ସମେତ ବିଭିନ୍ନ ସାମଗ୍ରୀ ଜବତ କରିଛି ଜୟପୁର ଟାଉନ ଥାନା ପୋଲିସ। ଜୟପୁର ଟାଉନ୍ ଥାନା ଅଞ୍ଚଳରେ ଚୋରି ଓ ଲୁଟ୍ ଘଟଣାରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଭିନ୍ନ ସ୍ଥାନରେ ଘଟିଥିବା ୮ଟି ଚୋରି ଓ ଲୁଟ୍ ମାମଲାର ତଦନ୍ତ କରି ପୋଲିସ…

Read More
ମାଛକୁଣ୍ଡରେ ପୁଲିସ ଦ୍ୱାରା ୬୭୦ କେଜି ୯୦୦ ଗ୍ରାମ ଗଞ୍ଜେଇ ଜବତ , ଜଣେ ଗିରଫ – ସମୀକ୍ଷା ଖବର

ମାଛକୁଣ୍ଡରେ ପୁଲିସ ଦ୍ୱାରା ୬୭୦ କେଜି ୯୦୦ ଗ୍ରାମ ଗଞ୍ଜେଇ ଜବତ , ଜଣେ ଗିରଫ

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ ୬୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ • ୨୮ ଜରି ବ୍ୟାଗ୍ • ବୋଲେରୋ ପିକ୍‌ଅପ୍ ଗାଡି ଜବତ କୋରାପୁଟ: ଗଞ୍ଜେଇ ଚାଲାଣ ବିରୋଧରେ କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୁଲିସକୁ ବଡ଼ ସଫଳତା ମିଳିଛି। ମାଛକୁଣ୍ଡ ଡ୍ୟାମ ନିକଟରେ ଚଢ଼ାଉ କରି ପୁଲିସ ୬୭୦ କେଜି ୯୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଯୋଗେଶ ଖରା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗଞ୍ଜେଇ…

Read More
ଲଘୁଚାପ ବର୍ଷାରେ ମାଲକାନଗିରି ବେହାଲ: ୪ ପୋଲ ଉପରେ ୩ ଫୁଟ୍ ପାଣି, NH-326ରେ ଯାତାୟାତ ଠପ୍; ଜନଜୀବନ ବିପର୍ଯ୍ୟସ୍ତ – ସମୀକ୍ଷା ଖବର

ଲଘୁଚାପ ବର୍ଷାରେ ମାଲକାନଗିରି ବେହାଲ: ୪ ପୋଲ ଉପରେ ୩ ଫୁଟ୍ ପାଣି, NH-326ରେ ଯାତାୟାତ ଠପ୍; ଜନଜୀବନ ବିପର୍ଯ୍ୟସ୍ତ

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ ମାଲକାନଗିରି: ଲଘୁଚାପଜନିତ ପ୍ରବଳ ବର୍ଷାରେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ପାଇଥିବାବେଳେ ଅନେକ ରାସ୍ତା ଓ ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଛି। ପଟେରୁ, କାଙ୍ଗୁରକୋଣ୍ଡା, କନ୍ୟାଶ୍ରମ ଓ ଏମ୍‌ଭି-୯୬ ନିକଟସ୍ଥ ୪ଟି ପୋଲ ଉପରେ ୨ରୁ ୩ ଫୁଟ୍ ପାଣି ଚାଲୁଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ NH-326ରେ ମଧ୍ୟ ଯାନବାହନ…

Read More
ଦିଗପହଣ୍ଡିରେ ଲଗାଣ ବର୍ଷା: ବାହୁଦା ନଦୀକୂଳିଆ ଗ୍ରାମବାସୀଙ୍କୁ ସତର୍କ ସୂଚନା , ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍ – ସମୀକ୍ଷା ଖବର

ଦିଗପହଣ୍ଡିରେ ଲଗାଣ ବର୍ଷା: ବାହୁଦା ନଦୀକୂଳିଆ ଗ୍ରାମବାସୀଙ୍କୁ ସତର୍କ ସୂଚନା , ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଜିତେନ୍ଦ୍ର ଗୌଡ଼/ଦିଗପହଣ୍ଡି ସାମ୍ବାଦିକ/ ସମୀକ୍ଷା ନ୍ୟୁଜ : ଦିଗପହଣ୍ଡି,୨୨।୯ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା ଜାରି ରହିଛି। ସ୍ଥିତିକୁ ଦୃଷ୍ଟିରେ ରଖି ବାଘଲଟି ଜଳସମ୍ପଦ ବିଭାଗ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବର୍ତମାନ ବାଘଲଟି ଜଳଭଣ୍ଡାରେ ୪୧. ୫୦ ଭାଗ ଜଳ ଗଛିତ ରହିଥିବା ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି l ଆସନ୍ତା…

Read More
ବର୍ଷାକୁ ଖାତିର ନକରି ପାରାଦୀପରେ ବିଶ୍ୱକର୍ମା ଭସାଣି: ବାଜା, ଢୋଲ, ନାଚ ଓ ଗୀତରେ ଦେବଶିଳ୍ପୀଙ୍କୁ ଦିଆଗଲା ଭାବବିହ୍ୱଳ ବିଦାୟ – ସମୀକ୍ଷା ଖବର

ବର୍ଷାକୁ ଖାତିର ନକରି ପାରାଦୀପରେ ବିଶ୍ୱକର୍ମା ଭସାଣି: ବାଜା, ଢୋଲ, ନାଚ ଓ ଗୀତରେ ଦେବଶିଳ୍ପୀଙ୍କୁ ଦିଆଗଲା ଭାବବିହ୍ୱଳ ବିଦାୟ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜପାରାଦୀପ, ୨୩/୯: ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜାର ଭସାଣି ଯାତ୍ରା ବୁଧବାର ତୁହାକୁ ତୁହା ବର୍ଷା ସତ୍ତ୍ୱେ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଛି। ଲଘୁଚାପଜନିତ ବର୍ଷା ଯୋଗୁଁ ପାରାଦୀପର ପୂଜା ପରିବେଶ କିଛିଟା ପ୍ରଭାବିତ ହୋଇଥିଲେ ମଧ୍ୟ ପୂଜା କମିଟି ଓ ଶ୍ରଦ୍ଧାଳୁଙ୍କ ଉତ୍ସାହରେ କୌଣସି କମି ଦେଖାଯାଇନଥିଲା।ଚଳିତ ବର୍ଷ ପାରାଦୀପରେ ବିଶ୍ୱକର୍ମା ପୂଜା ୭ ଦିନ ଧରି ଆୟୋଜିତ ହୋଇଥିଲା। ଲଘୁଚାପଜନିତ ବର୍ଷାକୁ ଦୃଷ୍ଟିରେ…

Read More
କଲ୍ୟାସିଂହପୁର: ଦୁଇ ବର୍ଷ ଗଲାନି ୫୦ ଲକ୍ଷ ଟଙ୍କାର ମିଶନ ଶକ୍ତି କୋଠା,ବସିବା ପାଇଁ ଭୟ କରୁଛନ୍ତି ମହିଳାମାନେ – ସମୀକ୍ଷା ଖବର

କଲ୍ୟାସିଂହପୁର: ଦୁଇ ବର୍ଷ ଗଲାନି ୫୦ ଲକ୍ଷ ଟଙ୍କାର ମିଶନ ଶକ୍ତି କୋଠା,ବସିବା ପାଇଁ ଭୟ କରୁଛନ୍ତି ମହିଳାମାନେ

ଅଭିଳାଷ ମହାନନ୍ଦିଆ/ସମୀକ୍ଷା ନ୍ୟୁଜ/ କଲ୍ୟାସିଂହପୁର/୨୩/୦୯/୨୦୨୬: କଲ୍ୟାଣସିଂହପୁର ୨୨/୯(ସମିସ)ମହିଳାଙ୍କୁ ତୃଣ ମୂଳ ସ୍ତରରୁ ସ୍ୱଭାଲମ୍ବି କରିବା ପାଇଁ ଦୀର୍ଘ ଦୁଇ ବର୍ଷ ପୂର୍ବେ ବ୍ଲକ ମିଶନ ଶକ୍ତି ଗୃହ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରିଥିଲେ ସରକାର। ସରକାରଙ୍କ ଠାରୁ ନିର୍ମାଣ ଦାୟିତ୍ୱ ନେଇଥିଲା ଆର ଆଣ୍ଡା ବି ବିଭାଗ। ଟେଣ୍ଡର ମାଧ୍ୟମରେ ନିର୍ମାଣ କାର୍ଯ୍ୟ ଜଣେ ଠିକାଦାରଙ୍କୁ ପ୍ରଦାନ କରାଯାଇଥିଲା। ଏହି କୋଠା ନିର୍ମାଣ ହେଲେ ବ୍ଲକର ମହିଳା ମାନଙ୍କୁ ସଶକ୍ତି କରିବା ପାଇଁ ଅନ୍ତୁଡ଼ି…

Read More