ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

samikshanews

କନ୍ଧମାଳ ଜୀଲ୍ଳା ସାମ୍ବାଦିକ ସମନ୍ନୟ ସମିତି ପକ୍ଷରୁ ଫୁଲବାଣୀଠାରେ ଏକ ସାମ୍ବାଦିକ ସମାବେଶ – ସମୀକ୍ଷା ଖବର

କନ୍ଧମାଳ ଜୀଲ୍ଳା ସାମ୍ବାଦିକ ସମନ୍ନୟ ସମିତି ପକ୍ଷରୁ ଫୁଲବାଣୀଠାରେ ଏକ ସାମ୍ବାଦିକ ସମାବେଶ

ମହେଶ୍ୱର ଦିଗାଲ,/ଡିଭିଜନାଲ ସାମ୍ବାଦିକ / ସମୀକ୍ଷା ନିୟୁଜ: କନ୍ଧମାଳ ଜୀଲ୍ଳା ସାମ୍ବାଦିକ ସମନ୍ନୟ ସମିତି ପକ୍ଷରୁ ଫୁଲବାଣୀଠାରେ ଏକ ସାମ୍ବାଦିକ ସମାବେଶ ଅନୁଷ୍ଠିତ ହୋଇଛି । ଜୀଲ୍ଲାର ବିଭିନ୍ନ ବ୍ଲକରୁ ସାମ୍ବାଦିକ ଓ ପ୍ରତିନିଧିମାନେ ପ୍ରାୟ ଶହେ ଜଣଏହି ସମାବେଶରେ ଯୋଗ ଦେଇ ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟା, ସୁରକ୍ଷା ସାମ୍ବାଦିକତାର ଭୂମିକା ଜୀଲ୍ଲ।ର ବିକାଶମୂଳକ ଖବର ପ୍ରକାଶନ ସଂପର୍କରେ ଆଲୋଚନ କରାଯାଇଥିଲା. ସମାବେଶରେ ସମ୍ବାଦିକମାନଙ୍କ ଏକତାସମନୟ ଓ ପେଶାଗତ ସୁରକ୍ଷା ଉପରେ ଗୁରୁପ୍ରଦିଆଯାଇଥିଲା.ଏହି ସମ୍ବାଦିକ ସମ୍ମିଳନୀରେ ଜୀଲ୍ଲାର…

Read More
ବରଗଡ ରେ ବିଡା ବିଡା ନକଲି ନୋଟ୍ – ସମୀକ୍ଷା ଖବର

ବରଗଡ ରେ ବିଡା ବିଡା ନକଲି ନୋଟ୍

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନିଉଜ:ବରଗଡ ରେ ଧରାପଡିଲା ୪୫ ହଜାର ଟଙ୍କା ର ନକଲି ନୋଟ୍ ଏହି ମାମଲାରେ ନାବାଳିକ କୁ ବରଗଡ ଟାଉନ ଥାନା ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ତେବେ ବରଗଡ ସହରର ସ୍ବାଗତ ସାହୁ ଜଣେ ଯୁବକ ନିଜ ଓଲା ସ୍କୁଟି କୁ ବିକ୍ରୀ ପାଇଁ olx ରେ ବିଜ୍ଞାପନ ଦେବା ପରେ ତାଙ୍କ ସ୍କୁଟି କିଣିବାକୁ ଆସିବା ଆସି ତାଙ୍କୁ ପ୍ରାୟ…

Read More
ପରିବେଶ-ଅନୁକୂଳ ପୂଜା ପାଳନ ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ମିଳିତ ଆହ୍ୱାନ – ସମୀକ୍ଷା ଖବର

ପରିବେଶ-ଅନୁକୂଳ ପୂଜା ପାଳନ ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ମିଳିତ ଆହ୍ୱାନ

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନିଉଜ: ଉତ୍କୃଷ୍ଟ ପରିବେଶ-ସୁରକ୍ଷିତ ପୂଜା କମିଟିଗୁଡ଼ିକୁ କରାଯିବ ସମ୍ବର୍ଦ୍ଧିତ ୧୭ତମ ଜିଲ୍ଲାସ୍ତରୀୟ ପରିବେଶଗତ ତଦାରଖ କମିଟି ବୈଠକରେ ନିଷ୍ପତ୍ତି ଆଗାମୀ ପର୍ବପର୍ବାଣୀକୁ ପରିବେଶ-ଅନୁକୂଳ ଓ ପ୍ରଦୂଷଣମୁକ୍ତ ଉପାୟରେ ପାଳନ କରିବା ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ (SPCB), ଆଞ୍ଚଳିକ କାର୍ଯ୍ୟାଳୟ, ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ଜିଲ୍ଲାର ସମସ୍ତ ପୂଜା କମିଟିକୁ ନିବେଦନ କରାଯାଇଛି। ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅତିରିକ୍ତ ଜିଲ୍ଲାପାଳ…

Read More
ଦିବ୍ୟାଙ୍ଗ ଭତ୍ତାକୁ ନେଇ ଅନିୟମିତତା ଅଭିଯୋଗମଞ୍ଜୁର ₹୩୫୦୦, ମିଳୁଛି ₹୧୨୦୦; ବଳକା ଟଙ୍କା ଗଲା କୁଆଡ଼େ – ସମୀକ୍ଷା ଖବର

ଦିବ୍ୟାଙ୍ଗ ଭତ୍ତାକୁ ନେଇ ଅନିୟମିତତା ଅଭିଯୋଗମଞ୍ଜୁର ₹୩୫୦୦, ମିଳୁଛି ₹୧୨୦୦; ବଳକା ଟଙ୍କା ଗଲା କୁଆଡ଼େ

ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ : ନୂଆଗାଁ, ୨୨/୦୯: ସରକାରୀ ଯୋଜନାରେ ଜଣେ ଦିବ୍ୟାଙ୍ଗ ହିତାଧିକାରୀଙ୍କ ପାଇଁ ମାସିକ ୩୫୦୦ ଟଙ୍କା ଭତ୍ତା ମଞ୍ଜୁର ହୋଇଥିବା ବେଳେ ତାଙ୍କୁ ମାତ୍ର ୧୨୦୦ ଟଙ୍କା ମିଳୁଥିବା ଅଭିଯୋଗ ହୋଇଛି। ମଞ୍ଜୁର ରାଶି ଓ ହିତାଧିକାରୀଙ୍କୁ ମିଳୁଥିବା ରାଶି ମଧ୍ୟରେ ପାର୍ଥକ୍ୟକୁ ନେଇ ଘଟଣାର ତଦନ୍ତ ଦାବି ହୋଇଛି।ସୂଚନା ଅନୁଯାୟୀ, ନୂଆଗାଁ ବ୍ଲକ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ପଞ୍ଚାୟତର ନରେନ୍ଦ୍ରକଳା ଗ୍ରାମର ଶଙ୍କର ଖଟୁଆ…

Read More
ଜଣେ ଆର୍‌ଆଇଙ୍କ ଉପରେ ଦୁଇ ଆର୍‌ଆଇ ଅଫିସର ଦାୟିତ୍ୱ୯୬ ରାଜସ୍ୱ ଗ୍ରାମର ଲୋକେ ହନ୍ତସନ୍ତ, କର୍ମଚାରୀ ନିଯୁକ୍ତି ପାଇଁ ଦାବି – ସମୀକ୍ଷା ଖବର

ଜଣେ ଆର୍‌ଆଇଙ୍କ ଉପରେ ଦୁଇ ଆର୍‌ଆଇ ଅଫିସର ଦାୟିତ୍ୱ୯୬ ରାଜସ୍ୱ ଗ୍ରାମର ଲୋକେ ହନ୍ତସନ୍ତ, କର୍ମଚାରୀ ନିଯୁକ୍ତି ପାଇଁ ଦାବି

ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼:ନୂଆଗାଁ, ୧୯/୦୯: ନୟାଗଡ଼ ଜିଲ୍ଲା ନୂଆଗାଁ ତହସିଲ ଅଧୀନରେ ଥିବା ବାହାଡ଼ାଝୋଲା ଓ କାପ୍ତାପଲ୍ଲୀ ରାଜସ୍ୱ ନିରୀକ୍ଷକ (ଆର୍‌ଆଇ) କାର୍ଯ୍ୟାଳୟର ଦାୟିତ୍ୱ ଜଣେ ଆର୍‌ଆଇଙ୍କ ଉପରେ ରହିଥିବାରୁ ସାଧାରଣ ଲୋକଙ୍କ ରାଜସ୍ୱ ସମ୍ବନ୍ଧୀୟ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ଏହି ଦୁଇ ଆର୍‌ଆଇ ସର୍କଲ ଅଧୀନରେ ମୋଟ ୯୬ଟି ରାଜସ୍ୱ ଗ୍ରାମ ରହିଥିବାରୁ କର୍ମଚାରୀ ଅଭାବର ପ୍ରଭାବ ଦୂରଦୂରାନ୍ତରୁ କାମ…

Read More
ଦାରିଦ୍ର୍ୟକୁ ପଛରେ ପକାଇ NEETରେ ତିନି ଭାଇଭଉଣୀଙ୍କ ସଫଳତାଏସ୍‌ପି ରାମେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ସମ୍ମାନିତ; ସିକାବାଡ଼ିରୁ ଡାକ୍ତର ହେବାର ସ୍ୱପ୍ନ ନେଇ ଆଗକୁ ବଢ଼ିଲେ ତିନି ମେଧାବୀ – ସମୀକ୍ଷା ଖବର

ଦାରିଦ୍ର୍ୟକୁ ପଛରେ ପକାଇ NEETରେ ତିନି ଭାଇଭଉଣୀଙ୍କ ସଫଳତାଏସ୍‌ପି ରାମେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ସମ୍ମାନିତ; ସିକାବାଡ଼ିରୁ ଡାକ୍ତର ହେବାର ସ୍ୱପ୍ନ ନେଇ ଆଗକୁ ବଢ଼ିଲେ ତିନି ମେଧାବୀ

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ: ଆର୍ଥିକ ଅନଟନ ଆଗରେ ହାର ନମାନି ଦୃଢ଼ ଇଚ୍ଛାଶକ୍ତି, ଅକ୍ଳାନ୍ତ ପରିଶ୍ରମ ଓ ଶିକ୍ଷା ପ୍ରତି ନିଷ୍ଠା ବଳରେ ଜାତୀୟ ସ୍ତରର ଡାକ୍ତରୀ ପ୍ରବେଶିକା ପରୀକ୍ଷା NEETରେ ସଫଳତା ହାସଲ କରିଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଧୀନ ସିକାବାଡ଼ି ଗ୍ରାମର ତିନି ଛାତ୍ରଛାତ୍ରୀ। ଏକେ ପରିବାରର ଏହି ତିନି ମେଧାବୀଙ୍କ ସଫଳତା ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳାଇଛି। ସଫଳତା ହାସଲ କରିଥିବା ଅସାରିଆ ପ୍ରଧାନ, ସୁନାମି ପ୍ରଧାନ ଓ…

Read More
ସେବା ସଂକଳ୍ପରେ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ପ୍ରଦର୍ଶନଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାରେ ୭୦ ଛାତ୍ରଛାତ୍ରୀଙ୍କ ଯୋଗଦାନ – ସମୀକ୍ଷା ଖବର

ସେବା ସଂକଳ୍ପରେ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ପ୍ରଦର୍ଶନଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାରେ ୭୦ ଛାତ୍ରଛାତ୍ରୀଙ୍କ ଯୋଗଦାନ

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷା ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ‘ସେବା ସଂକଳ୍ପ’ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ଶିବାରାଣୀ ମଲିକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ।କାର୍ଯ୍ୟକ୍ରମ ଅବସରରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରଥମ ଶ୍ରେଣୀଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୭୦…

Read More
ଝାରସୁଗୁଡ଼ା ପୌରପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ”ଘରୁ ବର୍ଜ୍ୟ ପୃଥକୀକରଣ ଉପରେ ଗୁରୁତ୍ୱ” – ସମୀକ୍ଷା ଖବର

ଝାରସୁଗୁଡ଼ା ପୌରପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ”ଘରୁ ବର୍ଜ୍ୟ ପୃଥକୀକରଣ ଉପରେ ଗୁରୁତ୍ୱ”

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା: ଝାରସୁଗୁଡ଼ା, ୨୩/୯ : ‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନ ଅବସରରେ ସାରା ଦେଶରେ ସ୍ୱଚ୍ଛତା, ପରିମଳ ଓ ବର୍ଜ୍ୟ ପରିଚାଳନାକୁ ନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି l ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନର ଅଂଶସ୍ୱରୂପ ଝାରସୁଗୁଡ଼ା ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ ୱାର୍ଡ ଓ ଶିକ୍ଷାନୁଷ୍ଠାନରେ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ସହରକୁ ସ୍ୱଚ୍ଛ, ସୁନ୍ଦର ଓ…

Read More
ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି – ସମୀକ୍ଷା ଖବର

ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ବଡ଼ସାହି/ ସମୀକ୍ଷା ନ୍ୟୁଜ: ୨୨/୯/୨୬ – ଆସନ୍ତା ଅକ୍ଟୋବର ୨୭ ଏବଂ ୨୮ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସିବାର କାର୍ଯ୍ୟକ୍ରମ ନେଇ ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ ଏକ ସୂଚନା ଦେଇଥିବା ଜଣାପଡିଛି । ତାଙ୍କ ସୂଚନା ଅନୁସାରେ, ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ଏକ ମେଗା ଚକ୍ଷୁ ପରୀକ୍ଷା ଶିବିରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି…

Read More
ବିକାଶ ନଗର, ରାଇରଙ୍ଗପୁର ଠାରେ ୟୁନିଟ୍ ରନ୍ କ୍ୟାଣ୍ଟିନ୍‌ (URC)ର ଶୁଭାରମ୍ଭ – ସମୀକ୍ଷା ଖବର

ବିକାଶ ନଗର, ରାଇରଙ୍ଗପୁର ଠାରେ ୟୁନିଟ୍ ରନ୍ କ୍ୟାଣ୍ଟିନ୍‌ (URC)ର ଶୁଭାରମ୍ଭ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ବଡ଼ସାହି/ସମୀକ୍ଷା ନ୍ୟୁଜ:୨୨/୦୯/୨୬ – ସେନାବାହିନୀର ଅବସରପ୍ରାପ୍ତ ଓ କାର୍ଯ୍ୟରତ ସେନାକର୍ମୀ, ପୂର୍ବତନ ସେନାକର୍ମୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ସୁବିଧା ନିମନ୍ତେ ରାଇରଙ୍ଗପୁରର ବିକାଶନଗର ଠାରେ ଚଳିତ ୨୪ ସେପ୍ଟେମ୍ବର, ଗୁରୁବାର ଏକ ୟୁନିଟ ରନ କ୍ୟାଣ୍ଟିନ୍‌(ୟୂ ଆର ସି )ର ଶୁଭ ଉଦ୍‌ଘାଟନ ହେବା ନେଇ ସୂଚନା ମିଳିଛି । ଏହି ଅବସରରେ ମଙ୍ଗଳବାର ଏକ ଆୟୋଜିତ ସମ୍ମିଳନୀରେ ପୂର୍ବତନ ସେନାବାହିନୀ ଅଧିକାରୀ ମେଜର ଦେବେନ୍ଦ୍ର ନାଥ ଦାସ ସୂଚନା ଦେଇ…

Read More