ଟିକ୍ରାପଡା ଡାକଘରରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ, ଦିନକୁଦିନ ଦୁର୍ନୀତିର ଚେର ବଢ଼ି ଚାଲିଛି
ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ:ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଟିକ୍ରାପଡ଼ା ଗ୍ରାମପଞ୍ଚାୟତ ସ୍ଥାନୀୟ ଡାକଘରେ କେତେକ ଜମାକାରୀଙ୍କ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ଜମାକାରୀଙ୍କ ଅଜାଣତରେ ତାଙ୍କ ଆକାଉଣ୍ଟରୁ ହଜାର ହଜାର ଟଙ୍କା ଉଠାଣ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁଦାବି ହୋଇଛି। ଅଭିଯୋଗ ଅନୁସାରେ, ଟିକ୍ରାପଡ଼ା ଗ୍ରାମର ଲୋଚନ ବନଛୋରଙ୍କ ଆକାଉଣ୍ଟରୁ 20000 ଟଙ୍କା, ବୃନ୍ଦା ଶବରଙ୍କ…