ବିକାଶ ନଗର, ରାଇରଙ୍ଗପୁର ଠାରେ ୟୁନିଟ୍ ରନ୍ କ୍ୟାଣ୍ଟିନ୍ (URC)ର ଶୁଭାରମ୍ଭ
ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ବଡ଼ସାହି/ସମୀକ୍ଷା ନ୍ୟୁଜ:୨୨/୦୯/୨୬ – ସେନାବାହିନୀର ଅବସରପ୍ରାପ୍ତ ଓ କାର୍ଯ୍ୟରତ ସେନାକର୍ମୀ, ପୂର୍ବତନ ସେନାକର୍ମୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ସୁବିଧା ନିମନ୍ତେ ରାଇରଙ୍ଗପୁରର ବିକାଶନଗର ଠାରେ ଚଳିତ ୨୪ ସେପ୍ଟେମ୍ବର, ଗୁରୁବାର ଏକ ୟୁନିଟ ରନ କ୍ୟାଣ୍ଟିନ୍(ୟୂ ଆର ସି )ର ଶୁଭ ଉଦ୍ଘାଟନ ହେବା ନେଇ ସୂଚନା ମିଳିଛି । ଏହି ଅବସରରେ ମଙ୍ଗଳବାର ଏକ ଆୟୋଜିତ ସମ୍ମିଳନୀରେ ପୂର୍ବତନ ସେନାବାହିନୀ ଅଧିକାରୀ ମେଜର ଦେବେନ୍ଦ୍ର ନାଥ ଦାସ ସୂଚନା ଦେଇ…