ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

samikshanews

ପୁଣି ଚର୍ଚ୍ଚାରେ ଲୁଇପା ଡିଗ୍ରୀମହାବିଦ୍ୟାଳୟ: ଫର୍ମ ଫିଲପ୍‌ ନାଁରେ ମାଲେମାଲ୍‌ କଲେଜ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ ଆଣିଲେ ସାଙ୍ଘାତିକ ଅଭିଯୋଗ – ସମୀକ୍ଷା ଖବର

ପୁଣି ଚର୍ଚ୍ଚାରେ ଲୁଇପା ଡିଗ୍ରୀମହାବିଦ୍ୟାଳୟ: ଫର୍ମ ଫିଲପ୍‌ ନାଁରେ ମାଲେମାଲ୍‌ କଲେଜ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ ଆଣିଲେ ସାଙ୍ଘାତିକ ଅଭିଯୋଗ

ଯଶୋବନ୍ତ ପରିଡା/_ କପ୍ତିପଦା ଉପଖଣ୍ଡ/_ ୩୪/୦୯/୨୬ (ସମୀକ୍ଷା ନ୍ୟୁଜ) ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହୁଛି କପ୍ତିପଦା ଉପଖଣ୍ଡର ଏକ ପ୍ରମୁଖ ଡିଗ୍ରୀ କଲେଜ। କିଛି ଦିନ ପୂର୍ବରୁ ଏହି ମହାବିଦ୍ୟାଳୟର ବିଭିନ୍ନ ଅନିୟମିତତାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବାଲେଶ୍ୱରରୁ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ (Regional Director) ଆସି ତଦନ୍ତ କରି ଫେରିଥିଲେ। ତେବେ ସେହି ତଦନ୍ତ ରିପୋର୍ଟ ଏଯାଏଁ ଲୋକଲୋଚନକୁ ଆସି ନ ଥିବା ବେଳେ, ବର୍ତ୍ତମାନ ପୁଣିଥରେ…

Read More
ବଡ଼ସାହି ଆମ୍ବଡାଳିରେ ହନୁମାନଙ୍କ ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ – ସମୀକ୍ଷା ଖବର

ବଡ଼ସାହି ଆମ୍ବଡାଳିରେ ହନୁମାନଙ୍କ ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ ବଡ଼ସାହି, ୨୪/୯/୨୬ – ଚାରି ଯୁଗର ଦେବତା ଶ୍ରୀହନୁମାନ ।ସତ୍ୟଯୁଗରେ ସ୍ବୟଂ ଶିବ, ତ୍ରେତୟାରେ ହନୁମାନ, ଦ୍ବାପରର କପିଧ୍ବଜ ତଥା କଳିରେ ଯେଉଁଠି ରାମ ନାମ କୀର୍ତ୍ତନ ହୁଏ ସେଠାରେ ସେ ସ୍ବୟଂ ପ୍ରକଟ ହୋଇ ରାମନାମ ଶ୍ରବଣ କରନ୍ତି । ହନୁମାନଙ୍କୁ ସ୍ମରଣ କରିବା ଓ ତାଙ୍କ ଚାଳିଶାମନ୍ତ୍ରକୁ ଯିଏ ନୈତିକ ଧ୍ୟାନଜପ କରନ୍ତି ତାଙ୍କୁ ସବୁ ସମସ୍ୟାରୁ ମୁକ୍ତି ଓ ଉଦ୍ଧାର କରିଥାନ୍ତି ହନୁମାନ ବୋଲି…

Read More
ଆଇସିୟୁରେ ଝାରସୁଗୁଡ଼ା ପୌର ପରିଷଦ: କର୍ମଚାରୀ ମରୁଡ଼ିରେ ପ୍ରଶାସନିକ ଅଚଳାବସ୍ଥା – ସମୀକ୍ଷା ଖବର

ଆଇସିୟୁରେ ଝାରସୁଗୁଡ଼ା ପୌର ପରିଷଦ: କର୍ମଚାରୀ ମରୁଡ଼ିରେ ପ୍ରଶାସନିକ ଅଚଳାବସ୍ଥା

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା ଝାରସୁଗୁଡ଼ା, ୨୩/୯: ସହରର ବିକାଶ ଓ ନାଗରିକ ସେବାର ମୁଖ୍ୟ ଭରସା ଝାରସୁଗୁଡ଼ା ପୌର ପରିଷଦ l ୨୪ଟି ୱାର୍ଡକୁ ନେଇ ଗଠିତ ଏହି ପୌରସଂସ୍ଥା ଉପରେ ରାସ୍ତା ଓ ନାଳ ନିର୍ମାଣ-ରକ୍ଷଣାବେକ୍ଷଣ, ପରିମଳ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା, ହୋଲ୍ଡିଂ ଟିକସ ଆଦାୟ, ଘରବାଡ଼ି ସର୍ବେ, ନକ୍ସା ଯାଞ୍ଚ, ଜବରଦଖଲ ଉଚ୍ଛେଦ, ବିଭିନ୍ନ ପ୍ରମାଣପତ୍ର ପ୍ରଦାନ ସମେତ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ ଭଳି ଅନେକ ଦାୟିତ୍ୱ…

Read More
ବିଧାୟକ ଟଙ୍କଧରଙ୍କ ବାସଭବନରେ ନୂଆଁଖାଇ ଭେଟଘାଟ – ସମୀକ୍ଷା ଖବର

ବିଧାୟକ ଟଙ୍କଧରଙ୍କ ବାସଭବନରେ ନୂଆଁଖାଇ ଭେଟଘାଟ

“ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ଓ ପାରମ୍ପରିକ ଖାଦ୍ୟରେ ମହକିଲା ପରିବେଶ” ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା ଝାରସୁଗୁଡା, ୨୩/୯ : ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ବୁଧବାର ମହାସମାରୋହରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଛି l ରଙ୍ଗାରଙ୍ଗ ସାଂସ୍କୃତିକ ପରିବେଷଣ ସାଙ୍ଗକୁ ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ଓ ପାରମ୍ପରିକ ଖାଦ୍ୟ ଏହି ଆୟୋଜନର ମୁଖ୍ୟ ଆକର୍ଷଣ ପାଲଟିଥିଲା lକଣ୍ଠଶିଳ୍ପୀ ଦିଲୀପ କୁମାର ଦୀପ ଓ ସାଥୀଙ୍କ ସଂଗୀତ ପରିବେଷଣ…

Read More
ସୁନାବେଡ଼ାରେ ୬୦ ଦିନିଆ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କର ମେଗା ଡ୍ରାଇଭ୍‌: ଗ୍ରାମ୍ୟ ଆଇନ ସହାୟତା କେନ୍ଦ୍ର ଉଦ୍‌ଘାଟିତ – ସମୀକ୍ଷା ଖବର

ସୁନାବେଡ଼ାରେ ୬୦ ଦିନିଆ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କର ମେଗା ଡ୍ରାଇଭ୍‌: ଗ୍ରାମ୍ୟ ଆଇନ ସହାୟତା କେନ୍ଦ୍ର ଉଦ୍‌ଘାଟିତ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା/ ସମୀକ୍ଷା ନ୍ୟୁଜକୋମନା / ନୂଆପଡା ତାରିଖ -23-09-2026 ନୂଆଦିଲ୍ଲୀସ୍ଥିତ ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା) ଙ୍କର ନିର୍ଦ୍ଦେଶକ୍ରମେ କୋମନା ବ୍ଲକ ସୁନାବେଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା ପକ୍ଷରୁ ନାଲସା ର ବିଭିନ୍ନ ଯୋଜନା ଗୁଡ଼ିକର ର ସଫଳ ରୂପାୟନ ନିମନ୍ତେ ୬୦- ଦିନିଆ ମେଗା ଡ୍ରାଇଭ୍ ଶୁଭାରମ୍ଭ ହୋଇଛି । ଏହି ଅବସରରେ ରେ ଜିଲା ଆଇନ ସେବା ପ୍ରାଧିକରଣ ର…

Read More
ଯାଜପୁର ରୋଡ ଆଦର୍ଶ ଥାନା ରୁ ନ୍ୟାୟ ନ ପାଇଁ ଏସପି ଙ୍କ ଦ୍ଵାରସ୍ଥ ହେଲେ ପାଢ଼ୀ ମୋବାଇଲ ଓନର ଦୀପକ କୁମାର ପାଢ଼ୀ – ସମୀକ୍ଷା ଖବର

ଯାଜପୁର ରୋଡ ଆଦର୍ଶ ଥାନା ରୁ ନ୍ୟାୟ ନ ପାଇଁ ଏସପି ଙ୍କ ଦ୍ଵାରସ୍ଥ ହେଲେ ପାଢ଼ୀ ମୋବାଇଲ ଓନର ଦୀପକ କୁମାର ପାଢ଼ୀ

ବିଶ୍ୱଜିତ ଦାଶ / କୋରେଇ ସାମ୍ବାଦିକ/ ସମୀକ୍ଷା ନ୍ୟୁଜ : ଗତ ମାର୍ଚ୍ଚ ମାସ ରେ ଯାଜପୁର ରୋଡ ସ୍ଥିତ ପାଢ଼ୀ ମୋବାଇଲ ଦୋକାନ ରୁ ଚୋରି ଘଟଣା ରେ ନ୍ୟାୟ ନ ପାଇବାରୁ ଏସପି ଙ୍କ ଦ୍ଵାରସ୍ଥ ହେବା ସହିତ ମୁହଁ ଖୋଲିଲେ ଦୋକାନ ର ମାଲିକ ଦୀପକ କୁମାର ପାଢ଼ୀ.ଯାଜପୁର ରୋଡ ପୋଲିସ ଦୀର୍ଘ ଛ ମାସ ଧରି ମାମଲା ରୁଜୁ କରିଥିଲେ ମଧ୍ୟ ନାଁ ଆଜି ପର୍ଯ୍ୟନ୍ତ ମିଳିଛି କୌଣସି ମୋବାଇଲ ନାଁ…

Read More
ରାୟଗଡ଼ା ପୌର ଉପାଧ୍ୟକ୍ଷା ପଦ ପାଇଁ ୨୯ରେ ଉପନିର୍ବାଚନ ,ରାଜନୈତିକ ସମୀକରଣ ମଧ୍ୟରେ କାହା ହାତକୁ ଯିବ ଉପାଧ୍ୟକ୍ଷା ପଦ – ସମୀକ୍ଷା ଖବର

ରାୟଗଡ଼ା ପୌର ଉପାଧ୍ୟକ୍ଷା ପଦ ପାଇଁ ୨୯ରେ ଉପନିର୍ବାଚନ ,ରାଜନୈତିକ ସମୀକରଣ ମଧ୍ୟରେ କାହା ହାତକୁ ଯିବ ଉପାଧ୍ୟକ୍ଷା ପଦ

ଜିତେନ୍ଦ୍ର କୁମାର ଶତପଥି/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ: ରାୟଗଡ଼ା, ୨୨/୯: ରାୟଗଡ଼ା ପୌର ପରିଷଦରେ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ଉପାଧ୍ୟକ୍ଷା ପଦ ପାଇଁ ଆସନ୍ତା ୨୯ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା ପରେ ପୌରାଞ୍ଚଳରେ ରାଜନୈତିକ ତତ୍ପରତା ବଢ଼ିଛି। ଉପାଧ୍ୟକ୍ଷା ପଦକୁ ନେଇ ବିଭିନ୍ନ ରାଜନୈତିକ ଦଳ ଓ କାଉନସିଲରଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି।ପୌର ପରିଷଦ ନିର୍ବାହୀ ଅଧିକାରୀ କୁଲଦୀପ କୁମାରଙ୍କ ସୂଚନା ଅନୁଯାୟୀ,…

Read More
ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଜନପ୍ରତିନିଧିଙ୍କୁ ଅଣଦେଖା – ସମୀକ୍ଷା ଖବର

ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଜନପ୍ରତିନିଧିଙ୍କୁ ଅଣଦେଖା

ଜିତେନ୍ଦ୍ର ଗୌଡ଼/ଦିଗପହଣ୍ଡି ସାମ୍ବାଦିକ/ ସମୀକ୍ଷା ନ୍ୟୁଜ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କାର୍ଯ୍ୟକ୍ରମରେ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ହେଉଥିବା ନେଇ ପ୍ରତିବାଦ ର ସ୍ୱର ଉଠାଇ ଛନ୍ତି ସରପଞ୍ଚ ସଙ୍ଘର ସଭାପତି ମନରଞ୍ଜନ ଗୌଡ଼ ।।ଦିଗପହଣ୍ଡି ଅଞ୍ଚଳରେ କୌଣସି ସରକାରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କିମ୍ବା ଉଦ୍ଘାଟନ ହେଉଛି, ସେହି ଅଞ୍ଚଳର ନିର୍ବାଚିତ ଜନପ୍ରତିନିଧି ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ,…

Read More
ବିଶ୍ୱକର୍ମା ପୂଜା ମଣ୍ଡପ ସଜସଜ୍ଜା ପ୍ରତିଯୋଗିତାର ବିଜେତା ଘୋଷିତ – ସମୀକ୍ଷା ଖବର

ବିଶ୍ୱକର୍ମା ପୂଜା ମଣ୍ଡପ ସଜସଜ୍ଜା ପ୍ରତିଯୋଗିତାର ବିଜେତା ଘୋଷିତ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ପାରାଦୀପ, ଚଳିତ ବର୍ଷ ଅନୁଷ୍ଠିତ ବିଶ୍ୱକର୍ମା ପୂଜା ଅବସରରେ ବିଭିନ୍ନ ପୂଜା ମଣ୍ଡପ ଓ ସଂଗଠନ ପକ୍ଷରୁ କରାଯାଇଥିବା ଆକର୍ଷଣୀୟ ସାଜସଜ୍ଜାକୁ ନେଇ ଅନୁଷ୍ଠିତ ପ୍ରତିଯୋଗିତାର ଫଳାଫଳ ଘୋଷଣା ହୋଇଛି।ପୂଜା ଅବସରରେ ଆଉଟଡୋର ଡେକୋରେସନ୍, ଇଣ୍ଟରନାଲ୍ ଡେକୋରେସନ୍, ଲାଇଟ୍ ଡେକୋରେସନ୍ ଏବଂ ଡିସିପ୍ଲିନ୍ ଆଲଙ୍ଗ୍ ୱିଥ୍ ସୋସିଆଲ୍ ମେସେଜ୍ ଆଦି ବିଭାଗରେ ପ୍ରତିଯୋଗିତା ହୋଇଥିଲା।ଆଉଟଡୋର ଡେକୋରେସନ୍ ବିଭାଗରେ ଓଡ଼ିଶା ମେରାଇନ୍ ଫିସ୍ ପ୍ରୋଡ୍ୟୁସର୍ସ ଆସୋସିଏସନ୍ ପ୍ରଥମ, ଜଗନ୍ନାଥ…

Read More
କନ୍ଧମାଳ ଜୀଲ୍ଳା ସାମ୍ବାଦିକ ସମନ୍ନୟ ସମିତି ପକ୍ଷରୁ ଫୁଲବାଣୀଠାରେ ଏକ ସାମ୍ବାଦିକ ସମାବେଶ – ସମୀକ୍ଷା ଖବର

କନ୍ଧମାଳ ଜୀଲ୍ଳା ସାମ୍ବାଦିକ ସମନ୍ନୟ ସମିତି ପକ୍ଷରୁ ଫୁଲବାଣୀଠାରେ ଏକ ସାମ୍ବାଦିକ ସମାବେଶ

ମହେଶ୍ୱର ଦିଗାଲ,/ଡିଭିଜନାଲ ସାମ୍ବାଦିକ / ସମୀକ୍ଷା ନିୟୁଜ: କନ୍ଧମାଳ ଜୀଲ୍ଳା ସାମ୍ବାଦିକ ସମନ୍ନୟ ସମିତି ପକ୍ଷରୁ ଫୁଲବାଣୀଠାରେ ଏକ ସାମ୍ବାଦିକ ସମାବେଶ ଅନୁଷ୍ଠିତ ହୋଇଛି । ଜୀଲ୍ଲାର ବିଭିନ୍ନ ବ୍ଲକରୁ ସାମ୍ବାଦିକ ଓ ପ୍ରତିନିଧିମାନେ ପ୍ରାୟ ଶହେ ଜଣଏହି ସମାବେଶରେ ଯୋଗ ଦେଇ ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟା, ସୁରକ୍ଷା ସାମ୍ବାଦିକତାର ଭୂମିକା ଜୀଲ୍ଲ।ର ବିକାଶମୂଳକ ଖବର ପ୍ରକାଶନ ସଂପର୍କରେ ଆଲୋଚନ କରାଯାଇଥିଲା. ସମାବେଶରେ ସମ୍ବାଦିକମାନଙ୍କ ଏକତାସମନୟ ଓ ପେଶାଗତ ସୁରକ୍ଷା ଉପରେ ଗୁରୁପ୍ରଦିଆଯାଇଥିଲା.ଏହି ସମ୍ବାଦିକ ସମ୍ମିଳନୀରେ ଜୀଲ୍ଲାର…

Read More