ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଲଘୁଚାପ ବର୍ଷାରେ ବିଭିନ୍ନ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ: ଅଗ୍ନିଶମ କର୍ମଚାରୀଙ୍କ ତତ୍ପରତା

ଲଘୁଚାପ ବର୍ଷାରେ ବିଭିନ୍ନ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ: ଅଗ୍ନିଶମ କର୍ମଚାରୀଙ୍କ ତତ୍ପରତା – ସମୀକ୍ଷା ଖବର

ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ:

ମୁରିବାହାଲ, ତା ୨୪/୦୯/୨୬ :ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ବିଭିନ୍ନ ସ୍ଥାନରେ ଲଘୁଚାପ ବର୍ଷା ଯୋଗୁଁ ଗଛପଡ଼ି ରାସ୍ତା ଅବରୋଧ ହୋଇଥିଲା। ସଦର ଷ୍ଟେସନପଡ଼ା, ଲେବେଡ଼ା ପଞ୍ଚାୟତ ଟୋଟୋପଡ଼ା, ଗୁଡ଼ିଘାଟ ପଞ୍ଚାୟତ ବାବେଜୁରି ଏହିପରି ବିଭିନ୍ନ ସ୍ଥାନରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସୂଚନା ପାଇ ଅଗ୍ନିଶମ ଆଇ/ସି ଶ୍ରୀକାନ୍ତ ସେଠଙ୍କ ନେତୃତ୍ୱରେ କର୍ମଚାରୀମାନେ ତତ୍ପରତାର ସହ ଘଟଣାସ୍ଥଳରେ ପହଞ୍ଚି ଗଛକାଟି ରାସ୍ତା ସଫା କରି ଯାତାୟାତ ସ୍ୱାଭାବିକ କରିଥିଲେ। ଏହି କାର୍ଯ୍ୟରେ ଷ୍ଟାଫ୍ ନନ୍ଦକିଶୋର ସମର୍ଥ, ସଂଜିତ ହାତୀ, ମନରଞ୍ଜନ ଗୁଦୁରିଆ, ରଘୁମଣି ଭୋଇ, ପରମା ସିଦର, ଗଣପତି ପଧାନ, ଭଲଭଦ୍ର ତାଣ୍ଡି, ଅନ୍ଦ୍ରିୟନ ଭୁଆଁ ପ୍ରମୁଖ ସହଯୋଗ କରିଥିଲେ।

ଲଘୁଚାପ ବର୍ଷାରେ ବିଭିନ୍ନ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ: ଅଗ୍ନିଶମ କର୍ମଚାରୀଙ୍କ ତତ୍ପରତା – ସମୀକ୍ଷା
ଲଘୁଚାପ ବର୍ଷାରେ ବିଭିନ୍ନ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ: ଅଗ୍ନିଶମ କର୍ମଚାରୀଙ୍କ ତତ୍ପରତା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଉଲଘୁଚାପ ବର୍ଷାରେ ନଦୀପାଣି ବଢି ଧୋଇଲା ଜାମୁଘାଟ ଅସ୍ଥାୟୀ ପୋଲ ଉଦଳା ଓ ବାଲେଶ୍ୱରରୁ ବୈଶିଙ୍ଗା ଯୋଗାଯୋଗରୁ ବିଛିନ୍ନ