ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଗଭୀର ଅବପାତ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲା ପାରାଦୀପ ବନ୍ଦର

ଗଭୀର ଅବପାତ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲା ପାରାଦୀପ ବନ୍ଦର – ସମୀକ୍ଷା ଖବର


ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ:

ବଙ୍ଗୋପସାଗରରେ ଗଭୀରହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ ଅବପାତ ଯୋଗୁଁ ପାଣିପାଗ ପରିସ୍ଥିତି ପ୍ରତିକୂଳ ରହିଥିବାବେଳେ ଷ୍ଟର୍ମ ସିଗନାଲ୍ ନମ୍ବର-୩ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦର Más información ସୁରକ୍ଷା ପ୍ରସ୍ତୁତି ଜାରି ରଖିଛନ୍ତି।
ସୁରକ୍ଷା ଓ ମାନବିକତାକୁ ଗୁରୁତ୍ୱ ଦେଇ ୩୬ଟି ମାଛଧରା ଡଙ୍ଗାରେ ଥିବା ୩୧୯ ଜଣ ମତ୍ସ୍ୟଜୀବୀଙ୍କୁ ପାରାଦୀପ ବନ୍ଦରରେ ସୁରକ୍ଷିତ ଆଶ୍ରୟ ପ୍ରଦାନ କରାଯାଇଛି।
ପ୍ରତିକୂଳ ପାଣିପାଗ ସମୟରେ ମତ୍ସ୍ୟଜୀବୀଙ୍କ ଜୀବନ ସୁରକ୍ଷା ସହିତ ସାମୁଦ୍ରିକ ସମୁଦାୟକୁ ସଵ କରିବା ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପ୍ରମୁଖ ପ୍ରାଥମିକତା ରହିଛି।
ପ୍ରସ୍ତୁତି • ସୁରକ୍ଷା • ସାମୁଦ୍ରିକ ଏକତା

ଗଭୀର ଅବପାତ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲା ପାରାଦୀପ ବନ୍ଦର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମୟୂରଭଞ୍ଜରେ ପୁଣି ବନ୍ୟା ପରିସ୍ଥିତି