ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଏଜେନସି ଙ୍କ ସହ ଆଲୋଚନା ପରେ ଧାରଣା ସ୍ଥଗିତ କଲା ସଂଘ

ଏଜେନସି ଙ୍କ ସହ ଆଲୋଚନା ପରେ ଧାରଣା ସ୍ଥଗିତ କଲା ସଂଘ – ସମୀକ୍ଷା ଖବର


ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ:

ନବରଙ୍ଗପୁର: ଆଠ ଦଫା ଦାବୀ ନେଇ ଦୁଇ ଦିନ ଧରି ଜାରି ରହିଥିବା ଓଡିଶା ହସ୍ପିଟାଲ କର୍ମଚାରୀ ମାନଙ୍କ ଧାରଣା ଅଭିରାମ ଏଜେନସି ର ଏରିଆ ମେନେଜର ଆସି ଆଲୋଚନା କରିଥିଲେ l ଆଠ ଗୋଟି ଦାବୀ ମଧ୍ୟ୍ୟରେ ଧାରଣା କାରି ମଧ୍ୟ୍ୟ ରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ମିଳି ନ ଥିବା ଦରମା ସାତ ଦିନ ମଧ୍ୟରେ ଦେବେ ଓ ଆଗାମୀ ସବୁ ମାସରେ 15 ତାରିଖ ପୂର୍ବରୁ ସମସ୍ତ ଙ୍କର ଦରମା ଦେବେ ଏବଂ ଇପିଏଫ ଟଙ୍କା ଜମା ଦେବା ବୋଲି ଲିଖିତ ଭାବେ ଦେଇଥିଲେ ଅଭିରାମ ଏଜେନ୍ସି ର ଏରିଆ ମେନେଜର ଶ୍ରୀ ମନଜ କୁମାର ଭତରା ପରେ ହସ୍ପିଟାଲ କର୍ମଚାରୀ ସଂଘ ତରଫରୁ ଧାରଣା କୁ ସ୍ଥଗିତ କରାଗଲା ବୋଲି ସଭାନେତ୍ରୀ ଶ୍ରୀ ମତି ମରିୟମ ଗରଡ଼ା ଘୋଷଣା କରିଥିଲେ l

ଏଜେନସି ଙ୍କ ସହ ଆଲୋଚନା ପରେ ଧାରଣା ସ୍ଥଗିତ କଲା ସଂଘ – ସମୀକ୍ଷା

ଆଜିଠାରୁ କାର୍ଯ୍ୟ ଯୋଗ ଦେବେ ବୋଲି ସଂଘ ନିଷ୍ପତି ହେଲା ଏଥିରେ ଭାରତୀୟ ମଜଦୁର ସଂଘ ଜିଲ୍ଲା ଉପଦେଷ୍ଟା ପରମେଶ୍ୱର ବିଷୋୟୀ, ହସପିଟାଲ କର୍ମଚାରୀ ସଂଘ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ମରିୟମ ଗରଡ଼ା ସମ୍ପାଦିକା ଶ୍ରୀମତୀ ନମିତା ନାଗ ବି ଏମ ଏସ ଜିଲ୍ଲା ସମ୍ପାଦକ ଶ୍ରୀ ବିଷୋୟୀ ସମେତ ନବରଙ୍ଗପୁର ଜିଲ୍ଲା ର ସମସ୍ତ ସଫେଇ କର୍ମଚାରୀ ଉପସ୍ଥିତ ଥିଲେ l

ଏଜେନସି ଙ୍କ ସହ ଆଲୋଚନା ପରେ ଧାରଣା ସ୍ଥଗିତ କଲା ସଂଘ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ହୋଟେଲ ଓ ଶିକ୍ଷାନୁଷ୍ଠାନରେ ଅଗ୍ନିନିରାପତ୍ତା ଯାଞ୍ଚ ଓ ଉପକରଣ ର ନିରୀକ୍ଷଣ