ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଦାରିଙ୍ଗବାଡି :ଲଗାଣ ବର୍ଷାରେ ଭୁଶୁଡି ପଡିଲା ଝାଟିମାଟି ଘର, ଅସହାୟ ପରିବାରର ଦୁର୍ଦଶା –ସରକାରୀ ସହାୟତା ପାଇଁ ବଳିନ୍ଦ୍ର ପରିବାର

ଦାରିଙ୍ଗବାଡି :ଲଗାଣ ବର୍ଷାରେ ଭୁଶୁଡି ପଡିଲା ଝାଟିମାଟି ଘର, ଅସହାୟ ପରିବାରର ଦୁର୍ଦଶା –ସରକାରୀ ସହାୟତା ପାଇଁ ବଳିନ୍ଦ୍ର ପରିବାର – ସମୀକ୍ଷା ଖବର

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /କନ୍ଧମାଳ ଜିଲ୍ଲା/ସମୀକ୍ଷା ନିୟୁଜ:

ଦାରିଙ୍ଗବାଡି ବ୍ଲକ କାଟିଙ୍ଗିଆ ପଞ୍ଚଯାତ ଆଡ଼ିବଙ୍ଗା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ l ରାଜ୍ୟରେ ତିନିଦିନ ଧରି ଲାଗି ରହିଛି ବର୍ଷା l ସରକାର ପ୍ରୋତ୍ୟକ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଏହି ସାମ୍ବାବ୍ୟ ବାତ୍ୟାକୁ ନେଇ ସଚେତନ କରିଛନ୍ତି l କିନ୍ତୁ ଆଡିବଙ୍ଗା ଗ୍ରାମର ବଳିନ୍ଦ୍ର ବଳିୟାରସିଂ ଙ୍କ ଘର ମାଟିକାନ୍ଥ ଭୁଶୁଡି ପଡି ଥିବାରୁ ଘର ଭିତରେ ପାଣି ପଶି ଥିବାରୁ ଘରେ ରହିବା ପାଇଁ କଷ୍ଟକର ହେଉଛି l
ଘରେ ମାତ୍ର ପରିବାରରେ ମାଆ ଛୁଆ ପାଞ୍ଚ ଜଣ ରହିଥିବା ଜଣା ପଡିଛି l ସେଥି ମଧ୍ୟରୁ ଜଣେ ଦିବ୍ୟାଙ୍ଗ ପୁଅ ବୟସ ପାଞ୍ଚ ବର୍ଷ ନାଁ ସେ ଅକ୍ଷ୍ୟମ ଚାଲି କି କଥା ମଧ୍ୟ୍ୟ କହିପାରନ୍ତି ନାହିଁ. ସେହି ଅକ୍ଷ୍ୟମ ପୁଅରର ପାଠ ପଢ଼ା ଦୂର କଥା. ନିଜେ ମଧ୍ୟ୍ୟ ଚାଲପ୍ରଚଳ କରିପାରନ୍ତି ନାହିଁ. ସରକାରଙ୍କଠାରୁ କୌଣସି ପ୍ରକାର ସାହାଯ୍ୟ ପାଇପାରି ନାହାନ୍ତି.ଆର୍ଥୀକର ଅଭାବ ଜୋଂଗୁ ସେମାନେ ସରକାରୀ ଅଫିସକୁ ଯାଇପାରରୁ ନାହାନ୍ତି.ତେଣୁ ଆଜି ପର୍ଯ୍ୟନ୍ତ ଅକ୍ଷ୍ୟମ ଭତ୍ତା ହୋଇପାରୁ ନାହିଁ.

ଦାରିଙ୍ଗବାଡି :ଲଗାଣ ବର୍ଷାରେ ଭୁଶୁଡି ପଡିଲା ଝାଟିମାଟି ଘର, ଅସହାୟ ପରିବାରର ଦୁର୍ଦଶା –ସରକାରୀ ସହାୟତା ପାଇଁ ବଳିନ୍ଦ୍ର ପରିବାର – ସମୀକ୍ଷା

କହିବାକୁ ଗଲେ ସରକାର ଙ୍କ ଯୋଜନା ଠାରୁ ସମ୍ପୂର୍ଣ ବଞ୍ଚିତ ଅଛନ୍ତି ଏହି ପରିବାର ବର୍ଗ l ନିଜ ଗାଁରେ କିଛି କର୍ମଯିବି ନପାବାରୁ ବଳିନ୍ଦ୍ର
ପରିବାର ର ପ୍ରତିପୋଷଣ ପାଇଁ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି l ଏପଟେ ଘର ବୁଡି ଆଣ୍ଠୁଏ ପାଣି l ଖାଇବା ଖାଦ୍ୟ ସାମଗ୍ରୀ ରେ ମଧ୍ୟ ପାଣି ପଶିଚ୍ଛିl ସେପଟେ ଚୁଲି ଜାଳିବାକୁ କିଛି ଜାଗା ନାହିଁ l ପ୍ରଶାସନ ଏବଂ ସ୍ଥାନୀୟ ସରପଞ୍ଚ ଶୋଇଛନ୍ତି ଚିର ନିଦ୍ରାରେ l ଗରିବ ନିରୀହ ଆଦିବାସୀ ଙ୍କ ଉପରେ ଦଇବ ହିଁ ସାଜିଚ୍ଛି ଦାଉ l ତେଣୁ ଜିଲ୍ଲା ପ୍ରଶାସନ ଏହି ଲୋକଙ୍କୁ ପାଇଁ ଘର ଡିହ, ଖାଦ୍ୟ, ଲୁଗାପଟା ଆଦି ସାହାଯ୍ୟ କରିବାକୁ ଜନସାଧାରଣ ମହଲରେ ଦାବି କରାଯାଉଛି

ଦାରିଙ୍ଗବାଡି :ଲଗାଣ ବର୍ଷାରେ ଭୁଶୁଡି ପଡିଲା ଝାଟିମାଟି ଘର, ଅସହାୟ ପରିବାରର ଦୁର୍ଦଶା –ସରକାରୀ ସହାୟତା ପାଇଁ ବଳିନ୍ଦ୍ର ପରିବାର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବାହ୍ୟ ଜଗତ ରୁ ବିର୍ଚିନ ହୋଇଛି ନୂଆ ଗଡ ଗ୍ରାମପଞ୍ଚାୟତ ର ବିଜୟ ଚାନ୍ଦପୂର୍ ଗ୍ରାମ