କେନ୍ଦୁଝରରେ ଓଡ଼ିଶା ସରକାରୀ ମୋଟର କର୍ମଚାରୀ ସଂଘର ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ କେନ୍ଦୁଝର, ୨୭ ସେପ୍ଟେମ୍ବର: ଆଜି ପୂର୍ବାହ୍ନ ୧୦.୦୦ ଘଟିକା ସମୟରେ ‘ଓଡ଼ିଶା ସରକାରୀ ମୋଟର କର୍ମଚାରୀ ବିଶ୍ରାମ ଗୃହ’ (କେନ୍ଦୁଝର ଜିଲ୍ଲା ଶାଖା) ପରିସରରେ ଏକ ବନ୍ଧୁମିଳନ, ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଓ ଶ୍ରେଷ୍ଠ ଗାଡ଼ି ଚାଳକଙ୍କୁ ସମ୍ମାନୋତ୍ସବ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ସଂଘର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ସ୍ୱାଇଁ ସଭାପତିତ୍ୱ କରିଥିଲେ। ମଞ୍ଚରେ ସଂଘର ସଭାପତି ଶ୍ରୀ ପର୍ଶୁରାମ ମହାନ୍ତି,…