ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର କନ୍ଧମାଳ ରାୟଗଡ଼ା ନୂଆପଡ଼ା
ବନ୍ଧୁକ ଦେଖାଇ ଧମକ, ଟଙ୍କା ଓ ଦସ୍ତାବିଜ ଛଡ଼ାଇ ନେଇଥିବା ଅଭିଯୋଗ; ବିଜେପୁର ଥାନାରେ ମାମଲା – ସମୀକ୍ଷା ଖବର

ବନ୍ଧୁକ ଦେଖାଇ ଧମକ, ଟଙ୍କା ଓ ଦସ୍ତାବିଜ ଛଡ଼ାଇ ନେଇଥିବା ଅଭିଯୋଗ; ବିଜେପୁର ଥାନାରେ ମାମଲା

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ସମୀକ୍ଷା ନ୍ୟୁଜ:ବରଗଡ,୦୩/୦୮: ଟେଣ୍ଡର କାମ ପ୍ରତ୍ୟାହାର କରିବାକୁ ଧମକ ଦେଇ ଜଣେ ଯୁବକଙ୍କୁ ଅପହରଣ, ମାଡ଼ ମାରିବା ଓ ବନ୍ଧୁକ ଦେଖାଇ ଭୟଭୀତ କରାଯାଇଥିବା ନେଇ ବିଜେପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକାରୀ ହେଲେ ପୁଟୁକା ଗ୍ରାମର ରାଜକୁମାର ମେହେର (୨୮)। ଅଭିଯୋଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖ ଅପରାହ୍ନ ପ୍ରାୟ ୧ଟା ୩୦ରେ ରାଜକୁମାର ଟେଣ୍ଡର ସମ୍ପର୍କିତ ସମସ୍ତ କାଗଜପତ୍ର ଧରି ବିଜେପୁର ଏନ୍‌ଏସି କାର୍ଯ୍ୟାଳୟକୁ ଯାଉଥିଲେ। ଏହି ସମୟରେ ମହେଶ…

Read More
ପଶ୍ଚିମ ଓଡ଼ିଶା କ୍ରସର୍ ମାଲିକ ସଂଘ ବୈଠକ – ସମୀକ୍ଷା ଖବର

ପଶ୍ଚିମ ଓଡ଼ିଶା କ୍ରସର୍ ମାଲିକ ସଂଘ ବୈଠକ

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ସମୀକ୍ଷା ନ୍ୟୁଜ: ବରଗଡ ସ୍ଥିତ ସ୍ଵଂୟସିଦ୍ଧା ଭବନଠାରେ ବରଗଡ ଜିଲ୍ଲା କ୍ରସର ମାଲିକ ସଂଘ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା କ୍ରସର୍ ମାଲିକ ସଂଘ ରଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା ବରଗଡ ଜିଲ୍ଲା କ୍ରାସର୍ ମାଲିକ ସଂଘ ର ଅଧ୍ୟକ୍ଷ ମୁକୁନ୍ଦ ରଥ, ଉପଦେଷ୍ଟା ସୁଧାଂଶ ଗଡତିଆ, ସଭାପତି ତୋସୋବନ୍ତ ସାହୁ ସମ୍ପାଦକ ଅଶ୍ଵିନୀ ତ୍ରିପାଠୀ ମଞ୍ଚାସିନ ଥିଲେ ସଭାପତି ଶ୍ରୀ ସାହୁ ଙ୍କ ସଭାପତିତ୍ବରେ ଇଷ୍ଟ ଦେବୀ ମା ସମଲେଶ୍ଵରୀ ଙ୍କୁ…

Read More
ନଗର ଉନ୍ନୟନ ମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଜନ୍ମାଷ୍ଟମୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ – ସମୀକ୍ଷା ଖବର

ନଗର ଉନ୍ନୟନ ମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଜନ୍ମାଷ୍ଟମୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱରଭୁବନେଶ୍ୱର, ୫ ସେପ୍ଟେମ୍ବର ୨୦୨୬: ପବିତ୍ର ଜନ୍ମାଷ୍ଟମୀ ଅବସରରେ ଗତକାଲି ରାତିରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସରକାରୀ ବାସଭବନରେ ଜନ୍ମାଷ୍ଟମୀ ପୂଜାଉତ୍ସବ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଥିଲା । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ସହଧର୍ମିଣୀ ଯୋଗଦେଇ ପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରିଥିଲେ ।ଏହା…

Read More
ଚାଉଳଧୁଆ ଜଳପ୍ରପାତ ପରିଦର୍ଶନ କଲେ ନୂଆପଡା ବିଧାୟକ ଜୟ ଢୋଲକିଆ – ସମୀକ୍ଷା ଖବର

ଚାଉଳଧୁଆ ଜଳପ୍ରପାତ ପରିଦର୍ଶନ କଲେ ନୂଆପଡା ବିଧାୟକ ଜୟ ଢୋଲକିଆ

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି/ ନୂଆପଡା/ ସମୀକ୍ଷା ନ୍ୟୁଜ: ନୂଆପଡ଼ା ବିଧାୟକ ଶ୍ରୀଯୁକ୍ତ ଜୟ ଢୋଲକିଆ କୋମନା ବ୍ଳକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଚାଉଳଧୁଆ ଜଳପ୍ରପାତ ପରିଦର୍ଶନ କରିଛନ୍ତି। ଶ୍ରୀ ଢୋଲକିଆ ସୁନାବେଡ଼ା ଅଭୟାରଣ୍ୟ ଗସ୍ତ ବେଳେ ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସମୀର ସାହୁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭକ୍ତବନ୍ଧୁ ବୁଡ଼େକ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାଢୀ ସାମିଲ ଥିଲେ। ପ୍ରଥମେ ସୁନାଦେଈ ମନ୍ଦିରରେ ଦର୍ଶନ କରିଥିଲେ। ଏହାର ଉନ୍ନତି ସହ ଅଭୟାରଣ୍ୟ…

Read More
ଜିଲ୍ଲାସ୍ତରୀୟ ଗୁରୁ ଦିବସ ମହାସମାରୋହରେ ପାଳିତ, ୫୫ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ – ସମୀକ୍ଷା ଖବର

ଜିଲ୍ଲାସ୍ତରୀୟ ଗୁରୁ ଦିବସ ମହାସମାରୋହରେ ପାଳିତ, ୫୫ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା ନ୍ୟୁଜ /ନୂଆପଡା: ନୂଆପଡ଼ା, ତା.୦୫/୦୯: ନୂଆପଡ଼ା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଆନୁକୂଲ୍ୟରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଅମିଲାଲ୍ ଶବର ଆମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ ଗୁରୁ ଦିବସ ପାଳନର ଉଦ୍ଦେଶ୍ୟ ଓ ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ…

Read More
ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ” ଗୁରୁ ଦିବସ” ପାଳିତ – ସମୀକ୍ଷା ଖବର

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ” ଗୁରୁ ଦିବସ” ପାଳିତ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ସେପ୍ଟେମ୍ବର ୫ : ବରିଷ୍ଠ ନାଗରିକ ମଞ୍ଚର ସଭାଗୃହରେ “ଗୁରୁ ଦିବସ” ମହାସମାରୋହରେ ପାଳିତ ହୋଇଯାଇଛି। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ “ଭାରତ ରତ୍ନ” ରେ ସମ୍ମାନିତ ଭୂତପୂର୍ବ ରାଷ୍ଟ୍ରପତି, ଶିକ୍ଷାବିତ ଡ଼. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଜୟନ୍ତୀ ଅବସରରେ ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ ସର୍ବଶ୍ରୀ ଅଞ୍ଜନ କୁମାର ରାୟ, ଉତ୍ତର କୁମାର…

Read More
ପାତ୍ରପୁର ଶିକ୍ଷକ ଭବନ ଠାରେ ଗୁରୁ ଦିବସ ପାଳନ – ସମୀକ୍ଷା ଖବର

ପାତ୍ରପୁର ଶିକ୍ଷକ ଭବନ ଠାରେ ଗୁରୁ ଦିବସ ପାଳନ

ହରିଶ୍ଚନ୍ଦ୍ର ସେଠୀ /ସମୀକ୍ଷା ପ୍ରତିନିଧି. /ପାତ୍ରପୁର ବ୍ଲକ:ପାତ୍ରପୁର ୦୫/୦୯/୨୦୨୬ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ପାତ୍ରପୁର ପ୍ରାଥମିକ ଶିକ୍ଷକ ଭବନ ଠାରେ ପଵିତ୍ର ଗୁରୁ ପୂଜନ କାର୍ଯ୍ୟକ୍ରମ ତଥା ଗୁରୁ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିକ୍ଷକ ନେତା ଟୁଟୁ ପ୍ରଧାନ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବି ଇ ଓ ସୀତାରାମ ପାତ୍ର ମୁଖ୍ୟ ବକ୍ତା ଭାବେ ଏ ବି ଇ ଓ ଜଗନ୍ନାଥ ଭୂୟାଁ , ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି…

Read More
ଗୁରୁ ଦିବସରେ ଶିକ୍ଷକଙ୍କୁ ପଦୋନ୍ନତି ଭେଟ – ସମୀକ୍ଷା ଖବର

ଗୁରୁ ଦିବସରେ ଶିକ୍ଷକଙ୍କୁ ପଦୋନ୍ନତି ଭେଟ

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ : ରାୟଗଡ଼, ୫/୯/୨୦୨୬: ରାୟଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୋବିନ୍ଦ ଚନ୍ଦ୍ର ଦେବ ପିଏମ୍‌ ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଗୁରୁ ଦିବସ ପାଳିତ ହୋଇଛି। ଏହି ଅବସରରେ ଡିଇଓ ଭଜନଲାଲ ମାଝୀ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଶିକ୍ଷକଙ୍କୁ ଦେଶଗଠନର ମେରୁଦଣ୍ଡ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍‌ ଡ. ଦୁଷ୍ମନ୍ତ କୁମାର ମହାନ୍ତି ଯୋଗଦେଇ ଶିକ୍ଷା ବ୍ୟବସ୍ଥାରେ…

Read More
ତାଳଚେର ପୌରପାଳିକା: ନୂଆ ସୁଇପିଂ ମେସିନ ସଫେଇ କରୁଛି ନା ଧୂଳି ଉଡ଼ାଇ ପ୍ରଦୂଷଣ ବଢ଼ାଉଛି? ଲକ୍ଷାଧିକ ଟଙ୍କାର ମେସିନ ଉପରେ ଉଠିଲା ପ୍ରଶ୍ନ – ସମୀକ୍ଷା ଖବର

ତାଳଚେର ପୌରପାଳିକା: ନୂଆ ସୁଇପିଂ ମେସିନ ସଫେଇ କରୁଛି ନା ଧୂଳି ଉଡ଼ାଇ ପ୍ରଦୂଷଣ ବଢ଼ାଉଛି? ଲକ୍ଷାଧିକ ଟଙ୍କାର ମେସିନ ଉପରେ ଉଠିଲା ପ୍ରଶ୍ନ

​ପୁଲକେଶ୍ୱର ମିଶ୍ର/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ୍, /ତାଳଚେର, ଅନୁଗୋଳ: ତାଳଚେର/୫ ସେପ୍ଟେମ୍ବର, ୨୦୨୬:ତାଳଚେର ସହରକୁ ସଫାସୁତୁରା ଏବଂ ଧୂଳିମୁକ୍ତ ରଖିବା ପାଇଁ ପୌରପାଳିକା ପକ୍ଷରୁ ସମ୍ପ୍ରତି ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ମେକାନିକାଲ ରୋଡ଼ ସୁଇପିଂ ମେସିନ (TPS VAC-SWEEP 5000 SP) ଅଣାଯାଇଛି। କିନ୍ତୁ ଏହି ମେସିନ ଆସିବାର ମାତ୍ର ତିନି-ଚାରି ଦିନ ମଧ୍ୟରେ ଏହାର କାର୍ଯ୍ୟଶୈଳୀକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ​ରାସ୍ତାରୁ ଧୂଳି ଏବଂ…

Read More
ଟ୍ରାଫିକ୍ ଜାମ୍‌ରେ ହନ୍ତସନ୍ତ ଝାରସୁଗୁଡ଼ା ଡ୍ରେନ୍‌ ଉପରେ ଦୋକାନୀଙ୍କ ଦଖଲ,ରାସ୍ତାରେ ବେଆଇନ ଗାଡ଼ି ପାର୍କିଂ – ସମୀକ୍ଷା ଖବର

ଟ୍ରାଫିକ୍ ଜାମ୍‌ରେ ହନ୍ତସନ୍ତ ଝାରସୁଗୁଡ଼ା ଡ୍ରେନ୍‌ ଉପରେ ଦୋକାନୀଙ୍କ ଦଖଲ,ରାସ୍ତାରେ ବେଆଇନ ଗାଡ଼ି ପାର୍କିଂ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା : ଝାରସୁଗୁଡା,୫/୯ : ଦ୍ରୁତ ଗତିରେ ବଢ଼ୁଛି ଝାରସୁଗୁଡ଼ା ସହରର ଜନସଂଖ୍ୟା। ତା’ ସହିତ ପାଳ୍ଲା ଦେଇ ବଢ଼ି ଚାଲିଛି ଯାନବାହନର ସଂଖ୍ୟା l ହେଲେ ବଢ଼ୁଥିବା ଯାନବାହନ ଚାପକୁ ସମ୍ଭାଳିବା ପାଇଁ ସହରରେ ଆବଶ୍ୟକ ପାର୍କିଂ ବ୍ୟବସ୍ଥା ନ ଥିବାରୁ ଦିନକୁ ଦିନ ଜଟିଳ ହେଉଛି ଟ୍ରାଫିକ୍ ସମସ୍ୟା l ରାସ୍ତା କଡ଼ରେ ଅବ୍ୟବସ୍ଥିତ ପାର୍କିଂ, ଡ୍ରେନ୍‌ ଉପରେ ବ୍ୟବସାୟୀଙ୍କ ସାମଗ୍ରୀ ଓ ଫୁଟପାଥ୍‌ ଅବରୋଧ ଯୋଗୁଁ…

Read More