ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ପାତ୍ରପୁର ଶିକ୍ଷକ ଭବନ ଠାରେ ଗୁରୁ ଦିବସ ପାଳନ

ପାତ୍ରପୁର ଶିକ୍ଷକ ଭବନ ଠାରେ ଗୁରୁ ଦିବସ ପାଳନ – ସମୀକ୍ଷା ଖବର


ହରିଶ୍ଚନ୍ଦ୍ର ସେଠୀ /ସମୀକ୍ଷା ପ୍ରତିନିଧି. /ପାତ୍ରପୁର ବ୍ଲକ:
ପାତ୍ରପୁର ୦୫/୦୯/୨୦୨୬
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ପାତ୍ରପୁର ପ୍ରାଥମିକ ଶିକ୍ଷକ ଭବନ ଠାରେ ପଵିତ୍ର ଗୁରୁ ପୂଜନ କାର୍ଯ୍ୟକ୍ରମ ତଥା ଗୁରୁ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିକ୍ଷକ ନେତା ଟୁଟୁ ପ୍ରଧାନ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବି ଇ ଓ ସୀତାରାମ ପାତ୍ର ମୁଖ୍ୟ ବକ୍ତା ଭାବେ ଏ ବି ଇ ଓ ଜଗନ୍ନାଥ ଭୂୟାଁ , ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ପୂର୍ବତନ ବି ଇ ଓ କୁରେଶୁ ସେଠୀ ସ୍ୱରୂପ ରଞ୍ଜନ ମହାନ୍ତି ସମ୍ମାନିତ ଅତିଥି ଭାବେ ବି ଆର୍ ସି ସି ସୀମାଞ୍ଚଳ ପାଇକ ସୁଶୀଲ ପାତ୍ର,ସମ୍ପାଦକ କେ ମୋହନ ରାଓ, ପୂର୍ବତନ ସରପଞ୍ଚ ସଦାନନ୍ଦ ନାୟକ, ପ୍ରମୁଖ ମଞ୍ଚାସିନ ରହି ପ୍ରଥମେ ଜଗନ୍ନାଥ ଙ୍କ ଠାରେ ପ୍ରଦୀପ ପ୍ରଜ୍ୱଳନ କରି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ।

ପାତ୍ରପୁର ଶିକ୍ଷକ ଭବନ ଠାରେ ଗୁରୁ ଦିବସ ପାଳନ – ସମୀକ୍ଷା

ଅତିଥି ମାନେ ଗୁରୁ ଦିବସ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ସି ଆର୍ ସି ସି ରାଜେଶ୍ ପ୍ରଧାନ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।ଚଳିତ ବର୍ଷ ଅବସର ନେଇଥିବା ଦଶ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁଷ୍ପଗୁଛ,ପଟ୍ଟବସ୍ତ୍ର ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ସେହିପରି ଅବସର ପ୍ରାପ୍ତ ବି ଇ ଓ କୋରେସୁ ସେଠୀ ଙ୍କୁ ମଧ୍ଯ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ଶିକ୍ଷକ ରାମ ଗୋପାଳ ପାଢ଼ୀ ବେଦ ମନ୍ତ୍ର ପାଠ କରିଥିବା ବେଳେ ଲୋକନାଥ ପ୍ରଧାନ ମଞ୍ଚ ଆବାହନ କରିଥିଲେ। କେ ମିଥୁନ ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉପ ସଭାପତି ଗିରିଜା ଶଙ୍କର ନାୟକ, ଶିଶିର ମହାପାତ୍ର, ପ୍ରଶାନ୍ତ ସାହୁ,

ପାତ୍ରପୁର ଶିକ୍ଷକ ଭବନ ଠାରେ ଗୁରୁ ଦିବସ ପାଳନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଗୁରୁ ଦିବସରେ ଶିକ୍ଷକଙ୍କୁ ପଦୋନ୍ନତି ଭେଟ