ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ବରଗଡ଼ ମୟୂରଭଞ୍ଜ ଜଗତସିଂହପୁର ନୂଆପଡ଼ା ବଲାଙ୍ଗୀର କଟକ ସୁବର୍ଣ୍ଣପୁର
ବରଗଡ଼ରେ ହର ଘର ତିରଙ୍ଗା ଅଭିଯାନ ଅନ୍ତର୍ଗତ କଳାକାର ଶିବିର ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ – ସମୀକ୍ଷା ଖବର

ବରଗଡ଼ରେ ହର ଘର ତିରଙ୍ଗା ଅଭିଯାନ ଅନ୍ତର୍ଗତ କଳାକାର ଶିବିର ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ସାନନ୍ଦ ମହାପାତ୍ର / ସ୍ଵତନ୍ତ୍ର ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ ବରଗଡ:ଚଳିତ ହର ଘର ତିରଙ୍ଗା ଅଭିଯାନ–୨୦୨୬ ଅନ୍ତର୍ଗତ ଆଜି ବରଗଡ଼ ସ୍ଥିତ ଶକ୍ତି ନଗର ଗଜଲକ୍ଷ୍ମୀ ପୂଜା ମଣ୍ଡପ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କଳାକାର ଶିବିର ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।ଶିବିରରେ ୧୦୦ରୁ ଅଧିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଉତ୍ସାହର ସହିତ ଅଂଶଗ୍ରହଣ କରିଥିବା ବେଳେ ବରଗଡ଼ ତଥା ଏହାର ପଡ଼ୋଶୀ ଜିଲ୍ଲାର ପ୍ରାୟ ୨୦ ଜଣ ବିଶିଷ୍ଟ କଳାକାର…

Read More
ଘରେ ଘରେ ତ୍ରିରଙ୍ଗା: କଳାହାଣ୍ଡି କଲେଜରେ ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ – ସମୀକ୍ଷା ଖବର

ଘରେ ଘରେ ତ୍ରିରଙ୍ଗା: କଳାହାଣ୍ଡି କଲେଜରେ ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି/ ୧୩/୦୮: ଭବାନୀପାଟଣା: ସ୍ୱାଧୀନତା ଦିବସ ଅବସରରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନକୁ ନେଇ କଳାହାଣ୍ଡି କଲେଜ ଅଫ୍ ଆର୍ଟ ଆଣ୍ଡ ରିସର୍ଚ୍ଚ ପରିସରରେ ଏକ ବିଶେଷ ଚିତ୍ରକଳା କର୍ମଶାଳା ଓ ଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।କଳାହାଣ୍ଡି ଏଡିଏମ୍ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାର ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଡିସିଓ ବିବେକାନନ୍ଦ ମହାନନ୍ଦ, ଆସିଷ୍ଟାଣ୍ଟ କଲେକ୍ଟର ଦିନେଶ କାହାର, DIPRO ଅବିନାଶ ମଲ୍ଲିକ, ବିଶିଷ୍ଟ ଶିକ୍ଷାବିତ୍ ଡ. ଅଜୟ ମିଶ୍ର,…

Read More
ରାଉରକେଲା : ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ – ସମୀକ୍ଷା ଖବର

ରାଉରକେଲା : ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ଲିପିକା ଦାସ /ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା /ରାଉରକେଲା, ୧୨ ଅଗଷ୍ଟ ୨୦୨୬: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ ୮୦ତମ ସ୍ଵାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ତଥା ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରମ୍ ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଦେଶ ବ୍ୟାପୀ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଅଧୀନରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ବୁଧବାର ରାଉରକେଲା ମହାନଗର ନିଗମ ତରଫରୁ ମଧ୍ୟ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।…

Read More
ଗାଁରେ ପୋଖରୀରୁ ଉଦ୍ଧାର ହେଲା ୪ ଫୁଟ ଲମ୍ବର କୁମ୍ଭୀର – ସମୀକ୍ଷା ଖବର

ଗାଁରେ ପୋଖରୀରୁ ଉଦ୍ଧାର ହେଲା ୪ ଫୁଟ ଲମ୍ବର କୁମ୍ଭୀର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୧୩/୦୬/୨୬: କିଛି ଦିନ ତଳେ ବାଲିମେଳା ବନ୍ୟାଞ୍ଚଳ ଅଧିନସ୍ଥ ଏମଭି -୧୦୪ ଗ୍ରାମର ମହାଦେବ ମଣ୍ଡଳଙ୍କ ପୋଖରୀରେ ଏକ ୪ ଫୁଟ ଲମ୍ବର କୁମ୍ଭୀର ପ୍ରବେଶ କରିଥିବା ଦେଖିବାକୁ ପାଇଥିଲେ। ସେ ଏ ସମ୍ପର୍କରେ ସ୍ଥାନୀୟ ବନ ବିଭାଗ ସୂଚନା ଦେବା ପରେ ବନକର୍ମଚାରୀମାନେ ଜାଲକୁ ନେଇ ପୋଖରୀ ମଧ୍ୟରେ ପହଞ୍ଚି ଥିଲେ କିନ୍ତୁ କୁମ୍ଭୀରକୁ ଉଦ୍ଧାର କରିବାରେ ସଫଳ ହୋଇ ପାରିନଥିଲେ । ଦୁଇ ଦିନର ଆକ୍ରାନ୍ତ…

Read More
କେନ୍ଦୁଝରରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ: ଜିଲ୍ଲାସ୍ତରୀୟ ସାଇକେଲ ରାଲି ଆୟୋଜିତ – ସମୀକ୍ଷା ଖବର

କେନ୍ଦୁଝରରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ: ଜିଲ୍ଲାସ୍ତରୀୟ ସାଇକେଲ ରାଲି ଆୟୋଜିତ

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି/କେନ୍ଦୁଝର : କେନ୍ଦୁଝର,୧୨/୦୮:ଦେଶର ସ୍ୱାଧୀନତା ଦିବସ ପାଳନ ଅବସରରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ହର ଘର ତ୍ରିରଙ୍ଗା’ (ଘରେ ଘରେ ତ୍ରିରଙ୍ଗା) ଅଭିଯାନର ଶୁଭାରମ୍ଭ କରାଯାଇଛି। ପ୍ରତ୍ୟେକ ନାଗରିକଙ୍କ ମନରେ ଦେଶପ୍ରେମ ଓ ଜାତୀୟତାବୋଧ ଜାଗ୍ରତ କରିବା, ଜାତୀୟ ପତାକା ‘ତ୍ରିରଙ୍ଗା’ ପ୍ରତି ଗଭୀର ସମ୍ମାନ ଓ ଆଦର ସୃଷ୍ଟି କରିବା ଏବଂ ସ୍ୱାଧୀନତାର ଅମୃତ ମହୋତ୍ସବର ବାର୍ତ୍ତାକୁ ଜିଲ୍ଲାର କୋଣ-ଅନୁକୋଣରେ ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।ଏହି ଆଭିମୁଖ୍ୟକୁ ନେଇ ଆଜି…

Read More
ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକଙ୍କ କେନ୍ଦୁଝର ଜିଲ୍ଲା ଗ୍ରସ୍ତ – ସମୀକ୍ଷା ଖବର

ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକଙ୍କ କେନ୍ଦୁଝର ଜିଲ୍ଲା ଗ୍ରସ୍ତ

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି/କେନ୍ଦୁଝର : ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକ ଡା. ବିଜୟ ଭୂଷଣ ନନ୍ଦଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପ୍ରଥମ ଦିନ ତା ୧୦.୦୮.୨୦୨୬ ରିଖରେ ଘସିପୁରା ବ୍ଲକ ପରିସଂଖ୍ୟାନ କାର୍ଯ୍ୟାଳୟକୁ ପରିଦର୍ଶନ କରି ବିଭିନ୍ନ ପରିସଂଖ୍ୟାନ ସର୍ଭେ ଓ ଯୋଜନା କାର୍ଯ୍ୟକାରିତାର ସମୀକ୍ଷା କରିବା ସହ ଆନନ୍ଦପୁର ବ୍ଲକର ଜାତୀୟ ନମୁନା ସର୍ବେକ୍ଷଣ(ପିଏଲ୍ଏଫ୍ଏସ୍)କ୍ଷେତ୍ର କାର୍ଯ୍ୟ ବୁଲି ସମୀକ୍ଷା କରିଥିଲେ I ପରେ ଘଟଗାଁ ବ୍ଲକ ପରିସଂଖ୍ୟାନ କାର୍ଯ୍ୟାଳୟ…

Read More
ଗୋ ମାତା ସୁରକ୍ଷା ଯୋଜନା ବେଲ୍ଟ ପିନ୍ଧା ଯିବାର କାର୍ଯ୍ୟର ଶୁଭାରମ୍ଭ – ସମୀକ୍ଷା ଖବର

ଗୋ ମାତା ସୁରକ୍ଷା ଯୋଜନା ବେଲ୍ଟ ପିନ୍ଧା ଯିବାର କାର୍ଯ୍ୟର ଶୁଭାରମ୍ଭ

ଲିପିକା ଦାସ / ସ୍ୱତନ୍ତ୍ର ପ୍ରତିନିଧି /ରାଉରକେଲା : 12/08/26 ପ୍ରାଣୀ ସମ୍ପଦ ବିକାଶ ବିଭାଗ, ସୁନ୍ଦରଗଡ଼, ପାନପୋଷ ଉପଖଣ୍ଡରେ ଅଦ୍ୟ ” ଗୋ ମାତା ସୁରକ୍ଷା ଯୋଜନା ” ଅନ୍ତର୍ଗତ ବୁଲା ଗାଈ ଗୋରୁ ମାନଙ୍କୁ ରିଫଲେକ୍ଟିଭ ରେଡ଼ିଅମ ବେଲ୍ଟ ପିନ୍ଧା ଯିବାର କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା. ଏହି ସମୟରେ ସୁଶ୍ରୀ ଦିନାହ ଦାସ୍ତା୍ଗୀର, କମିଶନର ଆର.ଏମ. ସି, ଡା8 ପ୍ରସନ୍ନ କୁମାର ମହାରଣା ଏସ ଡ଼ି ଭି ଓ, ପାନପୋଷ, ଶ୍ରୀଯୁକ୍ତ ତରୁଣ କାନ୍ତ,…

Read More
ତାଳଚେର ମ୍ୟୁନିସିପାଲିଟିର ବେପରୁଆ ନୀତି: ପବିତ୍ର ମୋହନ ମାର୍ଗରେ ମରଣଚାନ୍ଦ, ପ୍ରଶାସନ ଆଖିରେ ଲୁଗା – ସମୀକ୍ଷା ଖବର

ତାଳଚେର ମ୍ୟୁନିସିପାଲିଟିର ବେପରୁଆ ନୀତି: ପବିତ୍ର ମୋହନ ମାର୍ଗରେ ମରଣଚାନ୍ଦ, ପ୍ରଶାସନ ଆଖିରେ ଲୁଗା

ପୁଲକେଶ୍ୱର ମିଶ୍ର/ତାଳଚେର/ଅନୁଗୋଳ/ସମୀକ୍ଷା ନ୍ୟୁଜ୍: ତାଳଚେର ସହରର ଅତ୍ୟନ୍ତ ଜନଗହଳିପୂର୍ଣ୍ଣ ତଥା ମୁଖ୍ୟ ରାସ୍ତା ପବିତ୍ର ମୋହନ ମାର୍ଗରୁ ହାଣ୍ଡିଧୁଆଁ ଗାନ୍ଧୀ ଛକ ପର୍ଯ୍ୟନ୍ତ ସଂଯୋଗ କରୁଥିବା ସୀଧା ରାସ୍ତାରେ ଏବେ ଯାତାୟାତ କରିବା ଅତ୍ୟନ୍ତ ବିପଜ୍ଜନକ ହୋଇପଡ଼ିଛି। ତାଳଚେର ମ୍ୟୁନିସିପାଲିଟି ଅଧୀନରେ ଥିବା ଏହି ମୁଖ୍ୟ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ବାଇକ୍, କାର୍, ସାଇକେଲ୍ ଓ ଅନ୍ୟାନ୍ୟ ଯାନବାହନ ଯାତାୟାତ କରିଥାନ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ, ଏହି ରାସ୍ତାରେ ଏକ ବଡ଼ ତଥା ପ୍ରାୟ…

Read More
ଚିତ୍ରକୋଣ୍ଡା ପୁଲିସ୍‌କୁ ମିଳିଛି ଏକ ବଡ଼ ସଫଳତା: ୧୨ ଟି ଚୋରି ବାଇକ୍ ଜବତ ସହ ୧୨ ଅଭିଯୁକ୍ତ ଗିରଫ – ସମୀକ୍ଷା ଖବର

ଚିତ୍ରକୋଣ୍ଡା ପୁଲିସ୍‌କୁ ମିଳିଛି ଏକ ବଡ଼ ସଫଳତା: ୧୨ ଟି ଚୋରି ବାଇକ୍ ଜବତ ସହ ୧୨ ଅଭିଯୁକ୍ତ ଗିରଫ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୧୨/୦୮/୨୬: ଚୋରା ବାଇକ୍ କାରବାର ବିରୋଧରେ ଚିତ୍ରକୋଣ୍ଡା ପୁଲିସକୁ ବଡ଼ ସଫଳତା ମିଳିଛି। ୨୫ ଦିନ ମଧ୍ୟରେ ବାଇକ୍ ଚୋରି ସମ୍ପର୍କିତ ୭ଟି ମାମଲାର ତଦନ୍ତ କରି ପୁଲିସ ୧୨ଟି ବାଇକ୍ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଜବତ ବାଇକ୍ ମଧ୍ୟରୁ ୬ଜଣ ପ୍ରକୃତମାଲିକଙ୍କୁ ଚିହ୍ନଟ କରାଯାଇ ହସ୍ତାନ୍ତର କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ ଏସପି…

Read More
ମାଲକାନଗିରିରେ ଯୌତୁକ ପ୍ରଥା ନିଷେଧ ଆଇନ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ – ସମୀକ୍ଷା ଖବର

ମାଲକାନଗିରିରେ ଯୌତୁକ ପ୍ରଥା ନିଷେଧ ଆଇନ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୧୨/୦୮/୨୬: ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ, ମାଲକାନଗିରି ଅନୁକୁଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଯୌତୁକ ପ୍ରଥା ନିଷେଧ ଆଇନ, ୧୯୬୧ ଉପରେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଯାଇଛି। ଯୌତୁକ ପ୍ରଥାର ନିରାକରଣ, ମହିଳାଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ଜ୍ଞାନ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ…

Read More