ତ୍ରିରଙ୍ଗାର ଗୌରବରେ ଉତ୍ସବମୁଖର ବରଗଡ଼ବିଶାଳ ତ୍ରିରଙ୍ଗା ରାଲିରେ ଯୋଗଦେଲେ ଶତାଧିକ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଓ ସାଧାରଣ ଜନତା
ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ ସମୀକ୍ଷା /ନ୍ୟୁଜ ତାରିଖ ( ୧୧/୦୮/୨୬): ଦେଶପ୍ରେମ, ଜାତୀୟ ଏକତା ଓ ତ୍ରିରଙ୍ଗା ପ୍ରତି ଗର୍ବର ଭାବନାରେ ଆଜି ଉତ୍ସବମୁଖର ହୋଇଉଠିଥିଲା ବରଗଡ଼ ସହର। ‘ହର ଘର ତିରଙ୍ଗା’ ଅଭିଯାନର ଅଂଶସ୍ୱରୂପ ଆଜି ସକାଳ ପ୍ରାୟ ୮ଟା ସମୟରେ ବୀର ସୁରେନ୍ଦ୍ର ସାଏ ଛକ ଠାରୁ ଆୟୋଜିତ ଏକ ବିଶାଳ ତିରଙ୍ଗା ରାଲିରେ ୧୫୦୦ରୁ ଉର୍ଦ୍ଧ୍ଵ ଧିକ ଛାତ୍ରଛାତ୍ରୀ, ଏନ୍ସିସି, ସ୍କାଉଟ, ଗାଇଡ କ୍ୟାଡେଟ୍ ସ୍ୱେଚ୍ଛାସେବୀ ଓ ସାଧାରଣ ଜନତା ଉତ୍ସାହର…