ତାଳଚେର ରାଜପଥରେ ବୁଲା ଗାଈଙ୍କ ରାଜ୍: ବର୍ଷା ରାତିରେ ବଢୁଛି ଦୁର୍ଘଟଣା ଭୟ, ପ୍ରଶାସନ ନିଦ୍ରାବତ
ପୁଲକେଶ୍ୱର ମିଶ୍ର / ତାଳଚେର/ (ସମୀକ୍ଷା ନ୍ୟୁଜ) : ସହରର ମୁଖ୍ୟ ରାସ୍ତାରୁ ଆରମ୍ଭ କରି ଜାତୀୟ ରାଜପଥ ପର୍ଯ୍ୟନ୍ତ, ସବୁଠି ଏବେ ବୁଲା ଗାଈଗୋରୁଙ୍କ ଆତଙ୍କ. ବିଶେଷକରି ରାତି ସମୟରେ ଏବଂ ସାମାନ୍ୟ ବର୍ଷା ହେଲେ ଏହି ସମସ୍ୟା ଅଧିକ ଉଗ୍ର ରୂପ ଧାରଣ କରୁଛି, ଯାହା ସାଧାରଣ ଜନତାଙ୍କ ଯାତାୟାତରେ ବଡ଼ ବାଧା ସୃଷ୍ଟି କରୁଛି. ଏହା କୌଣସି ଏକ ନିର୍ଦ୍ଦିଷ୍ଟ କ୍ଲବ ବା ଗୋଷ୍ଠୀର ସମସ୍ୟା ନୁହେଁ, ବରଂ ସରକାର ଏବଂ ସ୍ଥାନୀୟ…