ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
୨୬ଟି ପିଏମ୍ ଶ୍ରୀ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଓସେପା ଓ OUAT ମଧ୍ୟରେ ବୁଝାମଣା – ସମୀକ୍ଷା ଖବର

୨୬ଟି ପିଏମ୍ ଶ୍ରୀ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଓସେପା ଓ OUAT ମଧ୍ୟରେ ବୁଝାମଣା

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର, ୧୨ ସେପ୍ଟେମ୍ବର, ୨୦୨୬: ଓଡ଼ିଶା ବିଦ୍ୟାଳୟ ଶିକ୍ଷା କର୍ଯ୍ୟକରଣ ପ୍ରାଧିକରଣ (OSEPA) ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟାବହାରିକ ଏବଂ କ୍ଷେତ୍ର-ଭିତ୍ତିକ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରିବା ପାଇଁ ଆଜି ଆନୁଷ୍ଠାନିକ ଭାବେ ଏହାରଶୁଭାରମ୍ଭ କରାଯାଇଛି । ଓଡ଼ିଶାର ୨୦ଟି ଜିଲ୍ଲାର ୨୬ଟି ପିଏମ୍ ଶ୍ରୀ I…

Read More
ଲୋକେଶ୍ୱର ପୁର ରାସ୍ତା, ଡ୍ରେନେଜ ଓ ଆଲୋକକରଣ ସମସ୍ୟା ; ଜବରଦଖଲ ଉଚ୍ଛେଦ ସହ ସ୍ଥାୟୀ ସମାଧାନ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ – ସମୀକ୍ଷା ଖବର

ଲୋକେଶ୍ୱର ପୁର ରାସ୍ତା, ଡ୍ରେନେଜ ଓ ଆଲୋକକରଣ ସମସ୍ୟା ; ଜବରଦଖଲ ଉଚ୍ଛେଦ ସହ ସ୍ଥାୟୀ ସମାଧାନ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୧୧।୯: ଖୋରଧା ପଞ୍ଚାୟତ ସମିତି ଅଧୀନ ପଲ୍ଲାତୋଟାପଡ଼ା ଗ୍ରାମପଞ୍ଚାୟତର ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ଲୋକେଶ୍ୱରପୁର ଗ୍ରାମରେ ଦୀର୍ଘଦିନ ଧରି ରାସ୍ତା, ଡ୍ରେନେଜ, ଜବରଦଖଲ ଓ ଷ୍ଟ୍ରିଟ୍‌ଲାଇଟ୍‌ ସମସ୍ୟା ଲାଗି ରହିଥିବା ଅଭିଯୋଗ ହୋଇଛି। ଏହାର ସ୍ଥାୟୀ ସମାଧାନ ଦାବି କରି ଗ୍ରାମବାସୀ ଖୋରଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗପତ୍ର ଦେଇ ତୁରନ୍ତ ପଦକ୍ଷେପ ଦାବି କରିଛନ୍ତି।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଲୋକେଶ୍ୱର ମହାଦେବ ମନ୍ଦିରଠାରୁ…

Read More
ଅବ୍ୟବସ୍ଥା ଘେରରେ ଖୋର୍ଦ୍ଧା ଗୋପବନ୍ଧୁ ଜିଲ୍ଲା ଚିକିତ୍ସାଳୟ – ସମୀକ୍ଷା ଖବର

ଅବ୍ୟବସ୍ଥା ଘେରରେ ଖୋର୍ଦ୍ଧା ଗୋପବନ୍ଧୁ ଜିଲ୍ଲା ଚିକିତ୍ସାଳୟ

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ/ଖୋର୍ଦ୍ଧା:ପ୍ରମୁଖ ଚିକିତ୍ସା କେନ୍ଦ୍ର ଭାବେ ପରିଚିତ ଗୋପବନ୍ଧୁ ଜିଲ୍ଲା ଚିକିତ୍ସାଳୟରେ ରୋଗୀସେବା ଓ ବିଭିନ୍ନ ମୌଳିକ ସୁବିଧାକୁ ନେଇ ଅଭିଯୋଗ ଉଠିଛି । ଦୈନିକ ଶହ ଶହ ରୋଗୀ ମହିଳା ଓ ଦିବ୍ୟାଙ୍ଗ ରୋଗୀମାନେ ଅଧିକ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଚର୍ମ, ଦନ୍ତ ଓ ଇଏନ୍‌ଟି ବିଭାଗରେ ଅଧୁକ ରୋଗୀଙ୍କ ଭିଡ଼ ହେଉଥୁବାରୁ ସ୍ଥlନାଭାବ ଦେଖାଦେଉଛି। ରୋଗୀଙ୍କ ସଂଖ୍ୟା ତୁଳନାରେ ପରିମଳ ବ୍ୟବସ୍ଥା ଓ ପାର୍କିଂ ସମସ୍ୟା ବଢ଼ାଉଛି…

Read More
ଡିଜିଟାଲ ପୋଲିସିଂରେ ଓଡ଼ିଶା ପୋଲିସର ନୂଆ ପଦକ୍ଷେପ,ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା – ସମୀକ୍ଷା ଖବର

ଡିଜିଟାଲ ପୋଲିସିଂରେ ଓଡ଼ିଶା ପୋଲିସର ନୂଆ ପଦକ୍ଷେପ,ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର: ପୋଲିସ ତରଫରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଜରୁରୀ ସେବା ପ୍ରାପ୍ତି ନିମନ୍ତେ ପୋଲିସ ଥାନା କିମ୍ବା ସମ୍ପୃକ୍ତ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ପଡିବ ନାହିଁ । ପୋଲିସ ସେବା ବ୍ୟବସ୍ଥାକୁ ଅଧିକ ସରଳ, ଦ୍ରୁତ, ସ୍ୱଚ୍ଛ, ନାଗରିକ-କେନ୍ଦ୍ରିକ ଓ ତ୍ଵରିତ ସେବା ଯୋଗାଇ ଦେବାକୁ ଓଡିଶା ପୋଲିସ ଏକ ଅଭିନଵ ପଦକ୍ଷେପ ଗ୍ରହଣ କରିଛି। ଏଣିକି ଘରେ ବସି ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ ମାଧ୍ୟମରେ ସାଧାରଣ ଲୋକମାନେ…

Read More
ଭୁବନେଶ୍ୱର ଗଣେଶ ପୂଜା : ୪୨୦ଟି ମଣ୍ଡପରେ ପୂଜା, ସୁରକ୍ଷା ଓ ନାଗରିକ ସେବା ପାଇଁ ବିଏମ୍‌ସିର ପ୍ରସ୍ତୁତି – ସମୀକ୍ଷା ଖବର

ଭୁବନେଶ୍ୱର ଗଣେଶ ପୂଜା : ୪୨୦ଟି ମଣ୍ଡପରେ ପୂଜା, ସୁରକ୍ଷା ଓ ନାଗରିକ ସେବା ପାଇଁ ବିଏମ୍‌ସିର ପ୍ରସ୍ତୁତି

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର : ଭୁବନେଶ୍ୱର, ସେପ୍ଟେମ୍ବର ୧୧: ଆଗାମୀ ଗଣେଶ ପୂଜାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଚଳିତବର୍ଷ ରାଜଧାନୀରେ ପ୍ରାୟ ୪୨୦ଟି ପୂଜା ମଣ୍ଡପରେ ଗଣେଶ ପୂଜା ଆୟୋଜିତ ହେବାର ସମ୍ଭାବନା ରହିଛି। ଏନେଇ ବିଏମ୍‌ସି ମୁଖ୍ୟାଳୟର ଏକାମ୍ର ହଲ୍‌ରେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବିଏମ୍‌ସି କମିଶନର ଚଞ୍ଚଳ ରାଣାଙ୍କ ସମେତ ବିଭିନ୍ନ ବିଭାଗର…

Read More
ଦେଶୀ ମଦର କାରବାର: ଉଜୁଡ଼ୁଛି ହସଖୁସିର ସଂସାର, ପ୍ରଶାସନର ନୀରବତା ନେଇ ପ୍ରଶ୍ନବାଚୀ – ସମୀକ୍ଷା ଖବର

ଦେଶୀ ମଦର କାରବାର: ଉଜୁଡ଼ୁଛି ହସଖୁସିର ସଂସାର, ପ୍ରଶାସନର ନୀରବତା ନେଇ ପ୍ରଶ୍ନବାଚୀ

ଦୁର୍ଗା ପ୍ରସାଦ ଦାଶ /ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ /ଖୋର୍ଦ୍ଧା: ଦେଶୀ ମଦର ପ୍ରାଦୁର୍ଭାବରେ କ୍ରମଶଃ ଉଜୁଡ଼ି ଯାଉଛି ହସଖୁସିର ପରିବାର। ଲିଭିଯାଉଛି ମଥାର ସିନ୍ଦୂର ଏବଂ ହଜିଯାଉଛି ପାରିବାରିକ ଶାନ୍ତି। ଅକାଳରେ ଝରିଯାଉଛି ଅନେକ ଅମୂଲ୍ୟ ଜୀବନ। ସକାଳ ପାହିଲେ ଶ୍ରମଜୀବୀ ଓ ଯୁବପିଢ଼ି କାମଧନ୍ଦାକୁ ଯିବା ପରିବର୍ତ୍ତେ ମଦ ଦୋକାନ ଆଡ଼କୁ ମୁହାଁଉଛନ୍ତି। ମଦ୍ୟପାନକରି ନିଶାରେ ସବୁକିଛି ଭୁଲିଯାଇ ଘରୋଇ କଳି, ମାର୍ପିଟ୍, ଚୋରି, ଡକାୟତି ଏପରିକି ଜଘନ୍ୟ ଅପରାଧମୂଳକ କାର୍ଯ୍ୟ ବୃଦ୍ଧି ପାଉଥିବା…

Read More
ଖୋର୍ଦ୍ଧାରେ ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦ୍‌ଯାପିତ,ଭକ୍ତିମୟ ପରିବେଶରେ ସରିଲାଶତାଧୂକ ଶ୍ରଦ୍ଧାଳୁଙ୍କ ସମାଗମ – ସମୀକ୍ଷା ଖବର

ଖୋର୍ଦ୍ଧାରେ ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦ୍‌ଯାପିତ,ଭକ୍ତିମୟ ପରିବେଶରେ ସରିଲାଶତାଧୂକ ଶ୍ରଦ୍ଧାଳୁଙ୍କ ସମାଗମ

ଦୁର୍ଗା ପ୍ରସାଦ ଦାଶ /ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ /ଖୋର୍ଦ୍ଧା: ଖୋର୍ଦ୍ଧା ସହରର ହାବେଳି ପଡ଼ିଆରେ ସପ୍ତ ଦିନ ବ୍ୟାପୀ ଚାଲିଥିବା ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଭକ୍ତିମୟ ପରିବେଶରେ ଉଦ୍‌ଯାପିତ ହୋଇଛି। ଓଡ଼ିଶା ସର୍ଭିସ ସେଣ୍ଟର ଫର ଦି ଡିଭ୍ୟାଙ୍ଗ ପିପୁଲ୍ସ, ପୁରୀ ଆନୁକୂଲ୍ୟରେ ଏବଂ ବିଶ୍ବ ହିନ୍ଦୁ ପରିଷଦ, ଖୋର୍ଦ୍ଧାର ସହଯୋଗରେ ଆୟୋଜିତ ଏହି ମହୋତ୍ସବରେ ମହାପ୍ରଭୁଙ୍କ ବିଭିନ୍ନ ବେଶର ଦର୍ଶନ ସହ ଭଜନ,ପ୍ରବଚନ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଭକ୍ତମାନଙ୍କୁ ଆକର୍ଷିତ କରିଥିଲା। ଉଦ୍‌ଯାପନୀ…

Read More

ଗୟାବନ୍ଧ ଲାଟରାଇଟ୍‌ ଖଣି ନେଇ ଏନ୍‌ଜିଟିର କଡ଼ା ନିର୍ଦ୍ଦେଶଲିଜ୍‌ ସୀମା ବାହାରେ ଖନନ ଅଭିଯୋଗ: ମାସକ ମଧ୍ୟରେ ରିପୋର୍ଟ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ସେପ୍ଟେମ୍ବର ୧୦: ଖୋରଧା ଜିଲ୍ଲାର ଗୟାବନ୍ଧ ଅଞ୍ଚଳରେ ଲାଟରାଇଟ୍‌ ଖଣି ଖନନକୁ ନେଇ ଉଠିଥିବା ଅଭିଯୋଗ ଏବେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି)ଙ୍କ ନଜରରେ। ଅନୁମୋଦିତ ଲିଜ୍‌ ସୀମା ବାହାରେ କଥିତ ଖନନ, ପରିବେଶ ନିୟମର ଉଲ୍ଲଂଘନ ଏବଂ ଗଛ କଟାଯିବା ଭଳି ଅଭିଯୋଗର ବାସ୍ତବତା ଯାଞ୍ଚ ପାଇଁ ଏନ୍‌ଜିଟି ଏକ ମିଳିତ ତଦନ୍ତ କମିଟି ଗଠନ କରିଛନ୍ତି। ଆଦେଶର ନକଲ ପାଇବାର…

Read More

ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଖୋରଧା ରେ ସମୀକ୍ଷା ବୈଠକ ଦାବି -ଆପତ୍ତିର ତ୍ୱରିତ ନିଷ୍ପତ୍ତି , ଯାଞ୍ଚରେ ସତର୍କତା ପାଇଁ ନିର୍ଦ୍ଦେଶ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୧୦/୯: ଖୋରଧା ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ଅଗ୍ରଗତି ନେଇ ବୁଧବାର ଏକ ବିସ୍ତୃତ ସମୀକ୍ଷା କରାଯାଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର କମିଶନର-ତଥା-ସଚିବ ତଥା ନିର୍ବାଚନୀ ଭୋଟର ତାଲିକା ସଂଶୋଧନ ପର୍ଯ୍ୟବେକ୍ଷକ ରଶ୍ମିତା ପଣ୍ଡା ତାଙ୍କ ଦ୍ୱିତୀୟ ଖୋରଧା ଗସ୍ତରେ ଆସି ଏହି ସମୀକ୍ଷା କରିଥିଲେ। ତ୍ରୁଟିମୁକ୍ତ, ସ୍ୱଚ୍ଛ ଓ ବିଶ୍ୱସନୀୟ ଭୋଟର…

Read More
ଖୋରଧା:ସବୁଜିମା ପାଇଁ ଜିଲ୍ଲା ପ୍ରେସ କ୍ଳବର ବୃକ୍ଷ ରୋପଣଅଁଳା, ଲିମ୍ବ, ଅର୍ଜୁନ, କରଞ୍ଜ, ବେଲ, କଦମ୍ବ, ପିସ୍ତା ବାଦାମ, ଶିଶୁ , ସାଗୁଆନ ସମେତ ଅନେକ ଔଷଧୀୟ ବୃକ୍ଷ ଚାରା ରୋପଣ – ସମୀକ୍ଷା ଖବର

ଖୋରଧା:ସବୁଜିମା ପାଇଁ ଜିଲ୍ଲା ପ୍ରେସ କ୍ଳବର ବୃକ୍ଷ ରୋପଣଅଁଳା, ଲିମ୍ବ, ଅର୍ଜୁନ, କରଞ୍ଜ, ବେଲ, କଦମ୍ବ, ପିସ୍ତା ବାଦାମ, ଶିଶୁ , ସାଗୁଆନ ସମେତ ଅନେକ ଔଷଧୀୟ ବୃକ୍ଷ ଚାରା ରୋପଣ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୮ା୯: ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ବାର୍ତ୍ତା ନେଇ ଖୋରଧା ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ମଙ୍ଗଳବାର ପ୍ରେସ କ୍ଲବ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କ୍ଲବ ସଭାପତି ତପନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକମାନେ ସାମାଜିକ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ପରିବେଶ ସୁରକ୍ଷା ଭଳି ସାମାଜିକ ଦାୟିତ୍ୱରେ ମଧ୍ୟ ସକ୍ରିୟ ଭୂମିକା ନେବାର…

Read More