ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ଖୋରଧା ରେ ନକଲି ଟାଟା ଡିଇଏଫ କାରବାର ଠାବ, ୨୨୦ ଲିଟର ସାମଗ୍ରୀ ଜବତ, ୨ ଗିରଫ ; ଯୋଗାଣକାରୀଙ୍କ ସନ୍ଧାନରେ ତଦନ୍ତ – ସମୀକ୍ଷା ଖବର

ଖୋରଧା ରେ ନକଲି ଟାଟା ଡିଇଏଫ କାରବାର ଠାବ, ୨୨୦ ଲିଟର ସାମଗ୍ରୀ ଜବତ, ୨ ଗିରଫ ; ଯୋଗାଣକାରୀଙ୍କ ସନ୍ଧାନରେ ତଦନ୍ତ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ସେପ୍ଟେମ୍ବର ୯: ଖୋରଧା ସହର ନିକଟସ୍ଥ ତୋଟାପଡ଼ା ଅଞ୍ଚଳରେ ଟାଟା ମୋଟର୍ସର ନାମରେ କଥିତ ନକଲି ଅଟୋମୋବାଇଲ୍‌ ସାମଗ୍ରୀ ବିକ୍ରି ଅଭିଯୋଗରେ ଏନ୍‌ଫୋର୍ସମେଣ୍ଟ ଇନ୍‌ଭେଷ୍ଟିଗେସନ୍‌ ଆଣ୍ଡ ପ୍ରୋଟେକ୍ସନ୍‌ ସର୍ଭିସେସ୍‌ (ଇଆଇପିଆର୍‌) ଓ ଖୋରଧା ଆଦର୍ଶ ଥାନା ପୁଲିସର ମିଳିତ ଚଢ଼ଉରେ ୨୨୦ ଲିଟର ଡିଜେଲ୍‌ ଏକ୍‌ଜଷ୍ଟ ଫ୍ଲୁଇଡ୍‌ (ଡିଇଏଫ୍‌) ଜବତ ହୋଇଛି। ଏହି ଘଟଣାରେ ଦୁଇଟି ପୃଥକ ମାମଲା ରୁଜୁ କରି ପୁଲିସ…

Read More
ଆବୁଧାବିରେ IBPG ସହ ମୁଖ୍ୟମନ୍ତ୍ରୀଙ୍କ ରାଉଣ୍ଡଟେବୁଲ୍ ଆଲୋଚନା – ସମୀକ୍ଷା ଖବର

ଆବୁଧାବିରେ IBPG ସହ ମୁଖ୍ୟମନ୍ତ୍ରୀଙ୍କ ରାଉଣ୍ଡଟେବୁଲ୍ ଆଲୋଚନା

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଆବୁଧାବି/ଭୁବନେଶ୍ୱର,ସେପ୍ଟେମ୍ବର ୯, ୨୦୨୬:ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ର ଅଂଶ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍ (IBPG) ଙ୍କ ସହ ଏକ ରାଉଣ୍ଡଟେବୁଲ୍ ଆଲୋଚନାରେ ଯୋଗଦେଇଛନ୍ତି।ଓଡ଼ିଶା ଓ ୟୁଏଇ ମଧ୍ୟରେ ବାଣିଜ୍ୟ, ରପ୍ତାନି ଓ ବ୍ୟବସାୟିକ ସହଯୋଗ ବୃଦ୍ଧି ଉପରେ ଆଲୋଚନା ହୋଇଥିଲା। ହଳଦୀ, ଅଦା, ସାମୁଦ୍ରିକ ଖାଦ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ରମୁଖ ୟୁଏଇ ବ୍ରାଣ୍ଡ ପାଇଁ କଣ୍ଟ୍ରାକ୍ଟ ମ୍ୟାନୁଫାକ୍ଚରିଂ…

Read More
ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଅଧ୍ୟକ୍ଷଙ୍କ ସମୀକ୍ଷା ବୈଠକ:ଜିଲ୍ଲା ପ୍ରଶାସନ, ଯୁବଗୋଷ୍ଠୀ ଓ ବନ ରକ୍ଷା ସମିତି କର୍ମକର୍ତ୍ତାଙ୍କ ସହ ଆଲୋଚନା – ସମୀକ୍ଷା ଖବର

ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଅଧ୍ୟକ୍ଷଙ୍କ ସମୀକ୍ଷା ବୈଠକ:ଜିଲ୍ଲା ପ୍ରଶାସନ, ଯୁବଗୋଷ୍ଠୀ ଓ ବନ ରକ୍ଷା ସମିତି କର୍ମକର୍ତ୍ତାଙ୍କ ସହ ଆଲୋଚନା

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଅଧ୍ୟକ୍ଷ ଶ୍ରୀ ଅନ୍ତର ସିଂ ଆର୍ଯ୍ୟ ଦୁଇ ଦିନିଆ ରାଜ୍ୟ ଗସ୍ତରେ ଆସି ଅନୁସୂଚିତ ଜନଜାତିଙ୍କ ବିକାଶ ଓ କଲ୍ୟାଣ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଶ୍ରୀ ଆର୍ଯ୍ୟ ଗତକାଲି ପୁରୀ ଗସ୍ତ କରିଥିବା ବେଳେ ଆଜି ଭୁବନେଶ୍ୱର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ…

Read More
ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ହସ୍ତଶିଳ୍ପ ପ୍ରଦର୍ଶନୀ “ଉତ୍କଳା : ଶ୍ରୀ ଗଣେଶ” ଶୁଭାରମ୍ଭ – ସମୀକ୍ଷା ଖବର

ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ହସ୍ତଶିଳ୍ପ ପ୍ରଦର୍ଶନୀ “ଉତ୍କଳା : ଶ୍ରୀ ଗଣେଶ” ଶୁଭାରମ୍ଭ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: • ୧୬ଟି ଜିଲ୍ଲାର ୩୪ ଜଣ ହସ୍ତଶିଳ୍ପୀଙ୍କ ଅଂଶଗ୍ରହଣ• ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା ୩୩ଟି ଷ୍ଟଲ୍‌ର ଉଦ୍‌ଘାଟନ• “ଉତ୍କଳା” ବ୍ରାଣ୍ଡ ଅଧୀନରେ “ଶ୍ରୀ ଗଣେଶ” ଥିମ୍‌ରେ ମାଟି, କାଠ, ପଥର, ଟେରାକୋଟା, ଧାନ, ନଡ଼ିଆ କତା, ପିତ୍ତଳ, କଂସା ଓ ଅନ୍ୟାନ୍ୟ ସାମଗ୍ରୀରେ ନିର୍ମିତ ଗଣେଶ ମୂର୍ତ୍ତି, ପଟ୍ଟଚିତ୍ର ଓ ଗଣେଶ କଳାକୃତି ପ୍ରଦର୍ଶିତ ଭୁବନେଶ୍ୱର, ୦୮/୦୯/୨୦୨୬,ଆଜି ଭୁବନେଶ୍ୱରସ୍ଥିତ ଏକାମ୍ର ହାଟଠାରେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ…

Read More
କେନ୍ଦ୍ରାଞ୍ଚଳ ରେଞ୍ଜର ଆଇନ-ଶୃଙ୍ଖଳା ଓ ଅପରାଧ ସ୍ଥିତି ସମୀକ୍ଷା:ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଆଗୁଆ ସୁରକ୍ଷା ପ୍ରସ୍ତୁତି ଉପରେ ଡିଜିପିଙ୍କ ଗୁରୁତ୍ୱାରୋପ – ସମୀକ୍ଷା ଖବର

କେନ୍ଦ୍ରାଞ୍ଚଳ ରେଞ୍ଜର ଆଇନ-ଶୃଙ୍ଖଳା ଓ ଅପରାଧ ସ୍ଥିତି ସମୀକ୍ଷା:ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଆଗୁଆ ସୁରକ୍ଷା ପ୍ରସ୍ତୁତି ଉପରେ ଡିଜିପିଙ୍କ ଗୁରୁତ୍ୱାରୋପ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: କଟକ, ୦୮.୦୯.୨୦୨୬: ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।ବୈଠକରେ ଜିଲ୍ଲାଗୁଡ଼ିକର ସାମଗ୍ରିକ ଆଇନ-ଶୃଙ୍ଖଳା ସ୍ଥିତି ସହ ହତ୍ୟା, ଚୋରି, ଡକାୟତି ଓ ଲୁଣ୍ଠନ ଭଳି ଗୁରୁତର ଅପରାଧର ନିୟନ୍ତ୍ରଣ, ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ, ଅବକାରୀ…

Read More
ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଓଡ଼ିଶା ସରକାର – ସମୀକ୍ଷା ଖବର

ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଓଡ଼ିଶା ସରକାର

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ‘ସୁରକ୍ଷା ସେତୁ’ ମାର୍ଗଦର୍ଶିକା ଉନ୍ମୋଚିତ ଭୁବନେଶ୍ୱର, ୮ ସେପ୍ଟେମ୍ବର ୨୦୨୬: ଓଡ଼ିଶାର ବିଭିନ୍ନ କାରଖାନାରେ ଶିଳ୍ପ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଦୁର୍ଘଟଣା ନିବାରଣ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ “ସୁରକ୍ଷା ସେତୁ: ଇଣ୍ଡଷ୍ଟ୍ରିଆଲ୍ ସେଫ୍ଟି ଆଣ୍ଡ୍ ରିସ୍କ୍ ମ୍ୟାନେଜମେଣ୍ଟ ମାନୁଆଲ୍‌” ଉନ୍ମୋଚିତ ହୋଇଛି। ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ…

Read More
୭ ଦିନିଆ ଟେରାକୋଟା ପ୍ରଦର୍ଶନୀ ଉଦ୍ଦଯାପିତ:ଦର୍ଶକଙ୍କ ମନମୋହିଲା ରାଧା କୃଷ୍ଣଙ୍କ ମହା ରାହାସ, ରଥ ଓ ଜଗନ୍ନାଥଙ୍କ ସୃଜନଶୀଳ ଟେରାକୋଟା କଳାକୃତି – ସମୀକ୍ଷା ଖବର

୭ ଦିନିଆ ଟେରାକୋଟା ପ୍ରଦର୍ଶନୀ ଉଦ୍ଦଯାପିତ:ଦର୍ଶକଙ୍କ ମନମୋହିଲା ରାଧା କୃଷ୍ଣଙ୍କ ମହା ରାହାସ, ରଥ ଓ ଜଗନ୍ନାଥଙ୍କ ସୃଜନଶୀଳ ଟେରାକୋଟା କଳାକୃତି

ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର,୮/୦୯/୨୬- ରାଷ୍ଟ୍ରୀୟ ଲଳିତ କଳା ଏକାଡେମୀ ଆଞ୍ଚଳିକ କେନ୍ଦ୍ର,ଖାରବେଳ ନଗରଠାରେ ଚାଲିଥିବା ୭ ଦିନିଆ ପାରମ୍ପରିକ ଓ ସମସାମୟିକ ଟେରାକୋଟା ପ୍ରଦର୍ଶନୀ ” ଦ କ୍ଲେ କଣ୍ଟିନ୍ୟୁଅମ୍” ଉଦ୍ଦଯାପିତ ହୋଇଯାଇଛି। ଉଦ୍ଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ଲଳିତ କଳା ଏକାଡେମୀର ସଚିବ ଡ. ଦେବଯାନୀ ଭୁଇଆଁ ଯୋଗଦେଇ ପ୍ରଦର୍ଶନୀର ଭୂୟସୀ ପ୍ରଶଂସା କରିବା ସହିତ ଏହା ଆମ ଓଡ଼ିଶାର କଳା ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିଥିବା ପ୍ରକାଶ କରିଥିଲେ।ସମ୍ମାନିତ ଅତିଥି ଭାବେ…

Read More
ନାଇଜର ପାଳନ କଲା ପ୍ରତିଷ୍ଠା ଦିବସ; ବିଜ୍ଞାନ ଶିକ୍ଷା ଓ ଗବେଷଣା ଉତ୍କର୍ଷର ୨୦ ବର୍ଷ ପୂର୍ତ୍ତି – ସମୀକ୍ଷା ଖବର

ନାଇଜର ପାଳନ କଲା ପ୍ରତିଷ୍ଠା ଦିବସ; ବିଜ୍ଞାନ ଶିକ୍ଷା ଓ ଗବେଷଣା ଉତ୍କର୍ଷର ୨୦ ବର୍ଷ ପୂର୍ତ୍ତି

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୬/୯ : ଜଟଣୀ ଠାରେ ଅବସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ବିଜ୍ଞାନ ଶିକ୍ଷା, ମୌଳିକ ଗବେଷଣା ଓ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଉତ୍କର୍ଷର ଯାତ୍ରାରେ ଏହା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଚଳିତ ବର୍ଷର ପ୍ରତିଷ୍ଠା ଦିବସ ଅଧିକ ଗୁରୁତ୍ୱ ବହନ କରୁଛି, କାରଣ ନାଇଜର ଏହାର ପ୍ରତିଷ୍ଠାର…

Read More
ଖୋରଧା:ରାସ୍ତା ଉପରେ ଆବର୍ଜନା ପାଣି, ବଢୁଛି ଦୁର୍ଦ୍ଦଶା, ଘରର ଶୌଚାଳୟ ପାଣି ଡ୍ରେନକୁ ସଂଯୋଗ ନେଇ ଅଭିଯୋଗ – ସମୀକ୍ଷା ଖବର

ଖୋରଧା:ରାସ୍ତା ଉପରେ ଆବର୍ଜନା ପାଣି, ବଢୁଛି ଦୁର୍ଦ୍ଦଶା, ଘରର ଶୌଚାଳୟ ପାଣି ଡ୍ରେନକୁ ସଂଯୋଗ ନେଇ ଅଭିଯୋଗ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୬/୯: ଖୋରଧା ସହରର କଣ୍ଟାଛକ-ପାନବରଜ ରାସ୍ତାରେ ଡ୍ରେନ୍‌ର ଦୂଷିତ ପାଣି ରାସ୍ତା ଉପରେ ଜମି ରହୁଥିବାରୁ ଅଞ୍ଚଳବାସୀ ଅସ୍ୱାସ୍ଥ୍ୟକର ପରିବେଶରେ ଦିନ କାଟୁଛନ୍ତି। କଣ୍ଟାଛକଠାରୁ ପାନବରଜ ଦେଇ ଲୋକେଶ୍ୱର ଦେବ ମନ୍ଦିର ନିକଟ ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ଦୂଷିତ ପାଣି ଜମି ରହିବା ଫଳରେ ଦୁର୍ଗନ୍ଧ ସୃଷ୍ଟି ହେଉଥିବା ସହ ଯାତାୟାତରେ ସମସ୍ୟା ଦେଖାଦେଇଛି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ପଲ୍ଲା ହନୁମାନ…

Read More