ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ଧଉଳିରେ ଦେବଶିଳ୍ପୀଙ୍କ ନିଆରା ମୂର୍ତ୍ତି – ସମୀକ୍ଷା ଖବର

ଧଉଳିରେ ଦେବଶିଳ୍ପୀଙ୍କ ନିଆରା ମୂର୍ତ୍ତି

ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର ,ତା.୧୭/୦୯//୨୬ ରିଖ- ଧଉଳି ଶାନ୍ତିସ୍ତୂପ ପାଦଦେଶରେ ଅବସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଗଢ଼ିଛନ୍ତି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ନିଆରା ମୂର୍ତ୍ତି। ମୂର୍ତ୍ତି କଳା ବିଭାଗର ଅଧ୍ୟାପକ ଚନ୍ଦନ କୁମାର ସାମଲଙ୍କ ତତ୍ତ୍ଵାବଧାନରେ ମହାବିଦ୍ୟାଳୟର ଶିଳ୍ପୀ ଛାତ୍ରଛାତ୍ରୀମାନେ ଓଡ଼ିଶାର ଲୋକକଳା ଓ ସଂସ୍କୃତିକୁ ନେଇ କାଗଜ ପେଟି,ସୂତୁଲି, ଅଠା ଓ ପାରମ୍ପରିକ ଦ୍ରବ୍ୟରେ ଗଢ଼ିଛନ୍ତି ଏହି ନିଆରା ମୂର୍ତ୍ତି । ୭ ଫୁଟ ଉଚ୍ଚର ଏହି ନିଆରା ମୂର୍ତ୍ତିକୁ ମହାବିଦ୍ୟାଳୟର ୮ ଜଣ ଶିଳ୍ପୀଙ୍କୁ…

Read More
ସୁଭଦ୍ରା ଯୋଜନାର ୨ ବର୍ଷ ପୂର୍ତ୍ତି – ସମୀକ୍ଷା ଖବର

ସୁଭଦ୍ରା ଯୋଜନାର ୨ ବର୍ଷ ପୂର୍ତ୍ତି

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ୧୭ ସେପ୍ଟେମ୍ବର ସନ୍ଧ୍ୟା ୬:୦୦ ରୁ ୭:୦୦ ଟା ମଧ୍ୟରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଆହ୍ୱାନ। ଭୁବନେଶ୍ୱର, ୧୬ ସେପ୍ଟେମ୍ବର: ଆଜି ଲୋକସେବା ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ‘ସୁଭଦ୍ରା’ ଯୋଜନାର ସଫଳ ଦୁଇ ବର୍ଷ ପୂରଣ ଅବସରରେ ଆସନ୍ତାକାଲି-ସେପ୍ଟେମ୍ବର ୧୭ ସନ୍ଧ୍ୟା ୬:୦୦ ରୁ ୭:୦୦ ଟା ମଧ୍ୟରେ ରାଜ୍ୟର ପ୍ରତ୍ୟେକ…

Read More
ଖୋରଧା ପୌର ପରିଷଦ ୮ ନମ୍ବର ୱାର୍ଡ ଅରବିନ୍ଦ ନଗର ରାସ୍ତାରେ ୪ ପୁଟ ପାଣି , ବର୍ଷା ହେଲେ ଘରେ ପସୁଛି ପାଣି, ଡ୍ରେନେଜ ଅବ୍ୟବସ୍ଥା – ସମୀକ୍ଷା ଖବର

ଖୋରଧା ପୌର ପରିଷଦ ୮ ନମ୍ବର ୱାର୍ଡ ଅରବିନ୍ଦ ନଗର ରାସ୍ତାରେ ୪ ପୁଟ ପାଣି , ବର୍ଷା ହେଲେ ଘରେ ପସୁଛି ପାଣି, ଡ୍ରେନେଜ ଅବ୍ୟବସ୍ଥା

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ସେପ୍ଟେମ୍ବର ୧୬: ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ଜମୁଛି ପାଣି। କେଉଁଠି ଆଣ୍ଠୁଏ ତ କେଉଁଠି ପ୍ରାୟ ୪ ଫୁଟ ପର୍ଯ୍ୟନ୍ତ ବର୍ଷାଜଳ ଜମି ରହୁଛି। ଘରର ପ୍ରବେଶପଥ ଦେଇ ପାଣି ଭିତରକୁ ପଶୁଛି। ଛାତ୍ରଛାତ୍ରୀଙ୍କ ଯାତାୟାତଠାରୁ ଆରମ୍ଭ କରି ରୋଗୀଙ୍କ ଚିକିତ୍ସା ପାଇଁ ଯିବା ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହେଉଛି। ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଥିଲେ…

Read More
ଆଇଆଇଟି ଭୁବନେଶ୍ୱର ଏବଂ ଆଇଆଇଟି ଧାନବାଦ ମଧ୍ୟରେ ଗବେଷଣା ଓ ଶିକ୍ଷାଗତ ସହଯୋଗକୁ ସୁଦୃଢ଼ କରିବା ପାଇଁ ବୁଝାମଣା ପତ୍ର ସ୍ବାକ୍ଷରିତ – ସମୀକ୍ଷା ଖବର

ଆଇଆଇଟି ଭୁବନେଶ୍ୱର ଏବଂ ଆଇଆଇଟି ଧାନବାଦ ମଧ୍ୟରେ ଗବେଷଣା ଓ ଶିକ୍ଷାଗତ ସହଯୋଗକୁ ସୁଦୃଢ଼ କରିବା ପାଇଁ ବୁଝାମଣା ପତ୍ର ସ୍ବାକ୍ଷରିତ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୧୬ ସେପ୍ଟେମ୍ବର : ସେମିକଣ୍ଡକ୍ଟର ଏବଂ ମୌଳିକ ବିଜ୍ଞାନ କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଗବେଷଣାଗତ ସହଯୋଗ ବୃଦ୍ଧି ଏବଂ ଶିକ୍ଷାଗତ ତ‌ଥା ପାଣ୍ଡିତ୍ୟପୂର୍ଣ୍ଣ ଆଦାନପ୍ରଦାନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥା (ଆଇଆଇଟି) ଭୁବନେଶ୍ବର ଏବଂ ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥା (ଇଣ୍ଡିଆନ ସ୍କୁଲ ଅଫ ମାଇନ୍ସ) ଧାନବାଦ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ୧୬ ସେପ୍ଟେମ୍ବର ୨୦୨୬ ରେ…

Read More
ବରୁଣେଇ ମନ୍ଦିର ନିକଟରେ ବ୍ରାଉନ୍ ସୁଗାର କାରବାରର ପର୍ଦ୍ଦାଫାସ, ୬୧ ଗ୍ରାମ ବ୍ରାଉନ୍ ସୁଗାର ସହ ଦୁଇ ଯୁବକ ଗିରଫ, ଦୁଇ ବାଇକ୍ ଓ ନଗଦ ଟଙ୍କା ଜବତ – ସମୀକ୍ଷା ଖବର

ବରୁଣେଇ ମନ୍ଦିର ନିକଟରେ ବ୍ରାଉନ୍ ସୁଗାର କାରବାରର ପର୍ଦ୍ଦାଫାସ, ୬୧ ଗ୍ରାମ ବ୍ରାଉନ୍ ସୁଗାର ସହ ଦୁଇ ଯୁବକ ଗିରଫ, ଦୁଇ ବାଇକ୍ ଓ ନଗଦ ଟଙ୍କା ଜବତ

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ/ଖୋର୍ଦ୍ଧା : ଖୋର୍ଦ୍ଧା ୧୫/୦୯/୨୬ :ନିଶା କାରବାର ଉପରେ ଖୋର୍ଦ୍ଧା ପୁଲିସର କଡ଼ା ନଜର ମଧ୍ୟରେ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା। ବରୁଣେଇ ମନ୍ଦିର ନିକଟସ୍ଥ ଏକ ପାର୍କରେ ଚଢ଼ାଉ କରି ପୁଲିସ ୬୧ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିବା ସହ ଦୁଇ ଜଣ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି lଗିରଫ ଦୁଇ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ମଡେଲ ଥାନା ଅଧୀନ ନ୍ୟୁ…

Read More
ଭୁବନେଶ୍ୱରରେ ଅଗ୍ନି ନିରାପତ୍ତା ଯାଞ୍ଚ ଜୋରଦାର, ୮୨୪ ଅଟ୍ଟାଳିକା ମାଲିକଙ୍କୁ ନୋଟିସ୍ – ସମୀକ୍ଷା ଖବର

ଭୁବନେଶ୍ୱରରେ ଅଗ୍ନି ନିରାପତ୍ତା ଯାଞ୍ଚ ଜୋରଦାର, ୮୨୪ ଅଟ୍ଟାଳିକା ମାଲିକଙ୍କୁ ନୋଟିସ୍

ଭୁବନେଶ୍ୱରରେ ଅଗ୍ନି ନିରାପତ୍ତା ନିୟମ ପାଳନ ଯାଞ୍ଚ ପାଇଁ ଓଡ଼ିଶା ଅଗ୍ନିଶମ ସେବା ବିଭାଗ ପକ୍ଷରୁ ଆଶ୍ଚର୍ଯ୍ୟ ଯାଞ୍ଚ ଅଭିଯାନକୁ ଜୋରଦାର କରାଯାଇଛି। ଏକ ମାସ ଧରି ଚାଲିବାକୁ ଥିବା ଏହି ଅଭିଯାନରେ ବିଭିନ୍ନ କୋଠାବାଡ଼ିରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ। ଏହି ବର୍ଷ ୨୦୨୬ରେ ଏପର୍ଯ୍ୟନ୍ତ ୮୨୪ଟି ପ୍ରତିଷ୍ଠାନ ଓ କୋଠାକୁ ଅଗ୍ନି ନିରାପତ୍ତା ଦୃଷ୍ଟିରୁ ଅସୁରକ୍ଷିତ ଘୋଷଣା କରାଯାଇ ସମ୍ପୃକ୍ତ ମାଲିକଙ୍କୁ ନୋଟିସ୍ ଜାରି କରାଯାଇଛି। ମଙ୍ଗଳବାର ଠାରୁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ…

Read More
ଗଜାନନଙ୍କ ପୂଜା ପାଇଁ ଖୋରଧା ସହର ଚଳଚଂଚଳ , ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇଲେ ବିଘ୍ନରାଜ ଗଣେଶ, ଜିଲ୍ଲା ପ୍ରେସ କ୍ଳବରେ ଧୁମଧାମରେ ପାଳିତ ହେଲା ପୂଜା – ସମୀକ୍ଷା ଖବର

ଗଜାନନଙ୍କ ପୂଜା ପାଇଁ ଖୋରଧା ସହର ଚଳଚଂଚଳ , ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇଲେ ବିଘ୍ନରାଜ ଗଣେଶ, ଜିଲ୍ଲା ପ୍ରେସ କ୍ଳବରେ ଧୁମଧାମରେ ପାଳିତ ହେଲା ପୂଜା

ଖୋରଧା ରୁ ପ୍ରଭାତ ପାଇକରାୟ, ସମୀକ୍ଷା ନିଉଜ୍ ଖୋରଧା, ସେପ୍ଟେମ୍ବର ୧୪: ପାର୍ବଣ ଋତୁର ଆଗମନ ସହିତ ଖୋରଧା ସହରରେ ଉତ୍ସବର ରଙ୍ଗ ଲାଗିଛି। ଗଣେଶ ଚତୁର୍ଥୀ ଅବସରରେ ସହରର ବିଭିନ୍ନ ସାହି, ବସ୍ତି, କ୍ଳବ ଓ ପୂଜାମଣ୍ଡପରେ ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ଆରାଧନା ଶ୍ରଦ୍ଧା, ଭକ୍ତି ଓ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ସକାଳୁ ବିଭିନ୍ନ ମଣ୍ଡପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ବେଳକୁ ଭକ୍ତ ଓ ଦର୍ଶନାର୍ଥୀଙ୍କ ସମାଗମରେ ସହରର ପରିବେଶ…

Read More
ଧଉଳିରେ ବିଘ୍ନରାଜଙ୍କ ନିଆରା ଇକୋଫ୍ରେଣ୍ଡଲି ମୂର୍ତ୍ତିପୂଜା – ସମୀକ୍ଷା ଖବର

ଧଉଳିରେ ବିଘ୍ନରାଜଙ୍କ ନିଆରା ଇକୋଫ୍ରେଣ୍ଡଲି ମୂର୍ତ୍ତିପୂଜା

ଆଦର୍ଶ କୁମାର ମହାନ୍ତି / ସିଟି ରିପୋର୍ଟର /ଭୁବନେଶ୍ୱର ଭୁବନେଶ୍ୱର ,ତା.୧୪/୦୯/୨୬ ରିଖ- ଧଉଳି ଶାନ୍ତିସ୍ତୂପ ପାଦଦେଶରେ ଅବସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଗଢ଼ିଛନ୍ତି ଅଗ୍ରପୂଜ୍ୟ ଗଜାନନଙ୍କ ନିଆରା ମୂର୍ତ୍ତୀ । ମୂର୍ତ୍ତି କଳା ବିଭାଗର ଅଧ୍ୟାପକ ଚନ୍ଦନ କୁମାର ସାମଲଙ୍କ ତତ୍ତ୍ଵାବଧାନରେ ମହାବିଦ୍ୟାଳୟର ଶିଳ୍ପୀ ଛାତ୍ରଛାତ୍ରୀମାନେ ଓଡ଼ିଶାର ମନ୍ଦିର ମୂର୍ତ୍ତି ଶୈଳୀରେ ଗଜାନନଙ୍କ ଏହି ମୃଣ୍ମୟ ମୂର୍ତ୍ତିକୁ ଅଖା , ସୁରୁଲି ଓ ଅନ୍ୟାନ୍ୟ ସାମଗ୍ରୀରେ ଖୁବ୍ ସୁନ୍ଦର ଭାବରେ ତିଆରି କରିଛନ୍ତି ଏହି…

Read More
ଖୋରଧାରେ କୋଡ଼ିନ ମିଶ୍ରିତ କଫ ସିରପ ରାକେଟ ଠାବ , ୩୪୦ ବୋତଲ କଫ ସିରପ ଜବତ, ଜଣେ ଗିରଫ ,ଦୁଇ ଫେରାର – ସମୀକ୍ଷା ଖବର

ଖୋରଧାରେ କୋଡ଼ିନ ମିଶ୍ରିତ କଫ ସିରପ ରାକେଟ ଠାବ , ୩୪୦ ବୋତଲ କଫ ସିରପ ଜବତ, ଜଣେ ଗିରଫ ,ଦୁଇ ଫେରାର

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୧୨/୯: ଖୋରଧା ସହରରେ ବେଆଇନ ଭାବେ କୋଡିନ ମିଶ୍ରିତ କଫ ସିରପ ବିକ୍ରି ଓ ଯୋଗାଣ ଅଭିଯୋଗ ନେଇ ପୁଲିସର ଚଢ଼ଉ ବେଳେ ବଡ଼ଧରଣର ସଫଳତା ମିଳିଛି। ଖୋରଧା ଆଦର୍ଶ ଥାନା ପୁଲିସ ବିଡିଏ କଲ୍ୟାଣ ମଣ୍ଡପ ନିକଟରେ ଚଢ଼ଉ କରି ପ୍ରାୟ ୩୪ ଲିଟର କୋଡିନ ମିଶ୍ରିତ କଫ ସିରପ ଜବତ କରିଛି। ଜବତ କଫ ସିରପର ପରିମାଣ ୩୪୦ ବୋତଲ…

Read More
ଡିଜିପି ଚୟନରେ କିଏ ଟାଣୁଛି ସୂତା? ସୁପ୍ରିମକୋର୍ଟ ହସ୍ତକ୍ଷେପ ପରେ ଓଡ଼ିଶା ପ୍ରଶାସନ ଉପରେ ବଡ଼ ପ୍ରଶ୍ନ – ସମୀକ୍ଷା ଖବର

ଡିଜିପି ଚୟନରେ କିଏ ଟାଣୁଛି ସୂତା? ସୁପ୍ରିମକୋର୍ଟ ହସ୍ତକ୍ଷେପ ପରେ ଓଡ଼ିଶା ପ୍ରଶାସନ ଉପରେ ବଡ଼ ପ୍ରଶ୍ନ

ଶରତ ଚନ୍ଦ୍ର ବେହେରା / ବରିଷ୍ଟ ସାମ୍ବାଦିକ /ଭୁବନେଶ୍ୱର ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ ଚୟନ ଏବେ କେବଳ ଜଣେ ବରିଷ୍ଠ ଆଇପିଏସ୍‌ଙ୍କ ନିଯୁକ୍ତି ପ୍ରସଙ୍ଗ ରହିନାହିଁ। ଏହା ରାଜ୍ୟ ପ୍ରଶାସନର ସ୍ୱଚ୍ଛତା, ନିଷ୍ପକ୍ଷତା, ଆଇନ ପ୍ରତି ସମ୍ମାନ ଓ ରାଜନୈତିକ ପ୍ରଭାବମୁକ୍ତ ନିଷ୍ପତ୍ତିର ଏକ ବଡ଼ ପରୀକ୍ଷାରେ ପରିଣତ ହୋଇଛି। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ଯେଉଁ ପ୍ରଶ୍ନ ଉଠିଛି, ତାହାର ଉତ୍ତର ସରକାର ଓ ପ୍ରଶାସନ ଦୁହିଁଙ୍କୁ ଦେବାକୁ ପଡ଼ିବ।…

Read More