ଭୁବନେଶ୍ୱରରେ ପଡିଲା ଡିପ ଡିପ୍ରେସନର ପ୍ରଭାବ… କିଛି ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବୁଡ଼ିଲା ରାସ୍ତାଘାଟ
ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱରରେ ପଡିଲା ଡିପ ଡିପ୍ରେସନର ପ୍ରଭାବ | କିଛି ସ୍ଥାନରେ ପ୍ରବଳ ବର୍ଷାରେ ରାସ୍ତାଘାଟ ବୁଡ଼ିଥିବାବେଳେ ଜନ ଜୀବନ ପ୍ରଭାବିତ ହୋଇଛି | ଅନେକ ଅଞ୍ଚଳରେ ସ୍କୁଲଗୁଡିକ ବନ୍ଦ ରଖାଯାଇଛି |ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଣାଳୀ ଏକ ଗଭୀର ଅବପାତ (Deep Depression) ରୂପରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେଉଛି | ଏହାର ପ୍ରଭାବରେ ଭୁବନେଶ୍ୱର ଏବଂ ବିଶେଷ କରି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ…