ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ଡିଜେର ବିକଟାଳ ଶବ୍ଦରେ ଭୁସୁଡ଼ିଲା ପଞ୍ଜାବ ବ୍ୟାଙ୍କର ଦ୍ଵିତୀୟ ମହଲା ତାଜା, ଜଣେ ମୃତ ଓ ଜଣେ ଗୁରୁତର ୫ ରୁ ଅଧିକ ଆହତ – ସମୀକ୍ଷା ଖବର

ଡିଜେର ବିକଟାଳ ଶବ୍ଦରେ ଭୁସୁଡ଼ିଲା ପଞ୍ଜାବ ବ୍ୟାଙ୍କର ଦ୍ଵିତୀୟ ମହଲା ତାଜା, ଜଣେ ମୃତ ଓ ଜଣେ ଗୁରୁତର ୫ ରୁ ଅଧିକ ଆହତ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:ଖୋର୍ଦ୍ଧା, ସେପ୍ଟେମ୍ବର ୨୭ :- ଜଟଣୀ ଗଣେଶ ଭଷାଣି ସମୟରେ ଘଟିଲା ଅଘଟଣ। ଗତକାଲି ଥିଲା ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାର ଥିଲା ଭଷାଣି ଉତ୍ସବ l ଉକ୍ତ ଭଷାଣି ଉତ୍ସବରେ ୫୦ ରୁ ଉର୍ଦ୍ଧ ମେଢ଼ ଭାଗ ନେଇଥିଲେ l ସମସ୍ତ ମେଢ଼ରେ “ଡିଜେ”ର ଆସର ଜମି ଥିଲା l ଡିଜେ ଶବ୍ଦର ଭାଇବ୍ରେସନରେ ଗଳିପଡିଥିଲା ଏକ ଘରୋଇ କୋଠାରେ ଚାଲୁଥିବା “ପଞ୍ଜାବ…

Read More
ଅର୍ଦ୍ଧବାର୍ଷିକ ପରୀକ୍ଷା ପରିଚାଳନାରେ ବିଭ୍ରାଟ : ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଅଭିଭାବକ – ସମୀକ୍ଷା ଖବର

ଅର୍ଦ୍ଧବାର୍ଷିକ ପରୀକ୍ଷା ପରିଚାଳନାରେ ବିଭ୍ରାଟ : ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଅଭିଭାବକ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋର୍ଦ୍ଧା, ୨୭ ସେପ୍ଟେମ୍ବର:- ସରକାରୀ ନିର୍ଦ୍ଦେଶ ଅନୁଯାୟୀ ବିଦ୍ୟାଳୟରେ ପରୀକ୍ଷା ପରିଚାଳନା ହେବା କଥା। ଏଥିପାଇଁ ରାଜ୍ୟସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ନିର୍ଦ୍ଦେଶାବଳୀ ଜାରି ହେଉଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମାପ୍ତି ସୂଚକ ଆକଳନ-୧ ପରୀକ୍ଷା ପରିଚାଳନାକୁ ନେଇ ଦେଖାଦେଇଥିବା ବିଭ୍ରାଟ ଏବେ ଶିକ୍ଷା ବ୍ୟବସ୍ଥାରେ ସମନ୍ୱୟ ଓ ପ୍ରଶାସନିକ ଦାୟିତ୍ୱବୋଧକୁ ନେଇ ପ୍ରଶ୍ନ ଉଠାଇଛି। ଗୋଟିଏ…

Read More
ଐତିହ୍ୟର ପଥେ ଯୁବପିଢ଼ି: ଧବଳେଶ୍ୱର ପୀଠରୁ ଆରମ୍ଭ ହେଲା ଦ୍ୱିତୀୟ ପଦଯାତ୍ରା – ସମୀକ୍ଷା ଖବର

ଐତିହ୍ୟର ପଥେ ଯୁବପିଢ଼ି: ଧବଳେଶ୍ୱର ପୀଠରୁ ଆରମ୍ଭ ହେଲା ଦ୍ୱିତୀୟ ପଦଯାତ୍ରା

ମା’ ଅଁଳେଇ ପୀଠର ଇତିହାସ, ୱିଲକିନ୍ସନ ନଗରର ଐତିହାସିକ ପୃଷ୍ଠଭୂମି ଓ ପାଇକ ସମରକଳା ସହ ପରିଚିତ ହେଲେ ଯୁବପିଢ଼ି ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋର୍ଦ୍ଧା, ୨୭ ସେପ୍ଟେମ୍ବର : ନିଜ ମାଟିର ଇତିହାସ, ପରମ୍ପରା ଓ ସଂସ୍କୃତିକୁ ଜାଣିବା ସହ ତାହାର ସୁରକ୍ଷା ଓ ସଂରକ୍ଷଣ ପ୍ରତି ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବାର ମହତ୍‌ ଉଦ୍ଦେଶ୍ୟ ନେଇ ଆଗେଇ ଚାଲିଛି ଖୋର୍ଦ୍ଧା ଐତିହ୍ୟ ପଦଯାତ୍ରା। ଖୋର୍ଦ୍ଧା…

Read More
ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଷ ପୂଜା ଭସାଣି, ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ, ସୀତାରାମ ଛକରେ ଏକାଠି ହେଲେ ୪୦ ରୁ ଉର୍ଦ୍ଧ୍ବ ମେଢ଼ – ସମୀକ୍ଷା ଖବର

ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଷ ପୂଜା ଭସାଣି, ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ, ସୀତାରାମ ଛକରେ ଏକାଠି ହେଲେ ୪୦ ରୁ ଉର୍ଦ୍ଧ୍ବ ମେଢ଼

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ସେପ୍ଟେମ୍ବର ୨୬ :- ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାର ଭସାଣି ଉତ୍ସବ ଶନିବାର ଭକ୍ତିମୟ ପରିବେଶରେ ଶେଷ ହୋଇଛି। ଗଣେଷ ଚତୁର୍ଥୀ ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ପାଇଁ ୧୨ ଦିନ ଧରି ଉତ୍ସବ ମୁଖର ହୋଇଥିଲା ଜଟଣୀ ସହର। ଆଜି ଭକ୍ତ ଅଶ୍ରୁଳ ନୟନରେ ପ୍ରଭୁ ଗଜାନନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ଏଥିପାଇଁ ପୂଜା ମଣ୍ଡପ ଏବଂ କମିଶନରେଟ…

Read More
ଖେଳୁଆଡ ମନୋଭାବ ଏବଂ ଭାଇଚାରା ହିଁସୁସ୍ଥ ସମାଜର ମୂଳଦୁଆ- ମୁଖ୍ୟମନ୍ତ୍ରୀ – ସମୀକ୍ଷା ଖବର

ଖେଳୁଆଡ ମନୋଭାବ ଏବଂ ଭାଇଚାରା ହିଁସୁସ୍ଥ ସମାଜର ମୂଳଦୁଆ- ମୁଖ୍ୟମନ୍ତ୍ରୀ

16ତମ ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ- 20261 ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର ଭୁବନେଶ୍ୱର, ୨୬ ସେପ୍ଟେମ୍ବର ୨୦୨୬

Read More
ଖୋରଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଆଣ୍ଠୁଏ ଉଚ୍ଚରେ ଲହଡ଼ି ମାରୁଛି ବର୍ଷାଜଳ – ସମୀକ୍ଷା ଖବର

ଖୋରଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଆଣ୍ଠୁଏ ଉଚ୍ଚରେ ଲହଡ଼ି ମାରୁଛି ବର୍ଷାଜଳ

ପୁବୁସାହି, ଜାଗୁଳେଇ ପାଟଣା, ଶରଧାପୁର ରେ ଯାତାୟାତ ବିପର୍ଯ୍ୟସ୍ତ, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିରବତାକୁ ନେଇ ତୀବ୍ର ଜନଅସନ୍ତୋଷ ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୨୬ ସେପ୍ଟେମ୍ବର : ଟୋଲ୍‌ ଆଦାୟରେ ତତ୍ପରତା, କିନ୍ତୁ ରାସ୍ତାର ରକ୍ଷଣାବେକ୍ଷଣ ଓ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଅବହେଳା! ଯାତାୟାତର ସୁଗମତା ଓ ସୁରକ୍ଷିତ ଯାତ୍ରାର ପ୍ରତିଶ୍ରୁତି ଦେଇ ଟୋଲ୍‌ ଆଦାୟ କରାଯାଉଥିବାବେଳେ ଅନ୍ୟପଟେ ଜାତୀୟ ରାଜପଥ ଉପରେ ଆଣ୍ଠୁଏ ଉଚ୍ଚର ବର୍ଷାଜଳ…

Read More
ଭୁବନେଶ୍ୱର: ଓୟୁଏଟି ସ୍ଥିତ ଶ୍ର ଜଗନ୍ନାଥଙ୍କ ମନ୍ଦିରରେ ଭାଗବତ ଜନ୍ମ ଦିବସ ପାଳିତ – ସମୀକ୍ଷା ଖବର

ଭୁବନେଶ୍ୱର: ଓୟୁଏଟି ସ୍ଥିତ ଶ୍ର ଜଗନ୍ନାଥଙ୍କ ମନ୍ଦିରରେ ଭାଗବତ ଜନ୍ମ ଦିବସ ପାଳିତ

ଡ଼ ମହେଶ୍ୱର /ସମ୍ପାଦକ / ଭୁବନେଶ୍ୱର / ସମୀକ୍ଷା ନ୍ୟୁଜ: ଓଁ ନମୋ ଭଗବତେ ବାସୁଦେବାୟ l ଆଜି ଭାଗବତ ଜନ୍ମ ଦିବସ l ଏହି ଅବସରରେ ଭୁବନେଶ୍ୱର ଓୟୁଏଟି ସ୍ଥିତ ଶ୍ର ଜଗନ୍ନାଥଙ୍କ ମନ୍ଦିରରେ ଭାଗବତ ଜନ୍ମ ଦିବସ ପାଳିତ ହୋଇଯାଇଛି। 1970 ମସିହାରୁ ଓୟୁଏଟି ସ୍ଥିତ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ସବୁଦିନ ସନ୍ଧ୍ୟାରେ ଶ୍ରୀମଦ୍ ଭାଗବତ ପୁରାଣ ପାଠ କରାଯାଏ। ଆଜକୁ ଦୀର୍ଘ 20 ବର୍ଷ ହେବ ପ୍ରତି ବର୍ଷ ଭାଗବତ ଜନ୍ମରେ…

Read More
ବାତ୍ୟା ପ୍ରଭାବରେ ମୟୂରଝାଲିଆର ବାଉଁଶ ନଦୀର ଜଳସ୍ତର ବୃଦ୍ଧି – ସମୀକ୍ଷା ଖବର

ବାତ୍ୟା ପ୍ରଭାବରେ ମୟୂରଝାଲିଆର ବାଉଁଶ ନଦୀର ଜଳସ୍ତର ବୃଦ୍ଧି

ଦୁର୍ଗା ପ୍ରସାଦ ଦାଶ/ ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ:ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ମୟୂରଝାଲିଆ ଅଞ୍ଚଳରେ ଦେଖାଦେଇଛି ଜଳମଗ୍ନ ପରିସ୍ଥିତି। ମୟୂରଝାଲିଆ ଗ୍ରାମ ନିକଟ ଦେଇ ବହିଯାଇଥିବା ମନ୍ଦାକିନି ନଦୀରେ ବଢ଼ିଛି ଜଳସ୍ତର। ଏହାର ଉପନଦୀ ବାଉଁଶନଦୀରେ ମଧ୍ୟ ବନ୍ୟା ଜଳ ପ୍ରବଳ ବେଗରେ ପ୍ରବାହିତ ହେଉଛି।ବାଉଁଶନଦୀ ଖଣ୍ଡିଶି, ଝାରପଡ଼ା, କାଞ୍ଚନପୁର,ନାଟିମି, ବୋକାଖାଇ ଓ ମୟୂରଝାଲିଆ ଅଞ୍ଚଳ ଦେଇ ପ୍ରବାହିତ ହୋଇଛି। ଲଗାଣ ବର୍ଷା ଯୋଗୁଁ ଏହି ଅଞ୍ଚଳଗୁଡ଼ିକରେ ନଦୀ ଓ ନାଳର ଜଳସ୍ତର ବଢ଼ିବା…

Read More
ଥାଲାସେମିଆ ସମ୍ପର୍କରେ ଅଧିକ ସଚେତନତା ଆବଶ୍ୟକ: ରାଜ୍ୟପାଳ – ସମୀକ୍ଷା ଖବର

ଥାଲାସେମିଆ ସମ୍ପର୍କରେ ଅଧିକ ସଚେତନତା ଆବଶ୍ୟକ: ରାଜ୍ୟପାଳ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର, ସେପ୍ଟେମ୍ବର ୨୫: ଥାଲାସେମିଆ ରୋଗ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ସହ ଅଜଣା ରହିଯାଉଥିବା ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ନିରନ୍ତର ସଚେତନତା କାର୍ଯ୍ୟକ୍ରମ ହାତକୁ ନେବାକୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଇଣ୍ଡିଆନ୍ ରେଡ୍ କ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା (IRCS-OSB)କୁ ଆହ୍ୱାନ ଦେଇଛନ୍ତି। ଲୋକ ଭବନସ୍ଥିତ ନ୍ୟୁ ଅଭିଷେକ ହଲ୍‌ର ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ IRCS-OSBର କାର୍ଯ୍ୟକାରୀ କମିଟି…

Read More
ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ଓ ଇ-ପୋର୍ଟାଲର ଉପଯୋଗ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମୀକ୍ଷା – ସମୀକ୍ଷା ଖବର

ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ଓ ଇ-ପୋର୍ଟାଲର ଉପଯୋଗ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମୀକ୍ଷା

• ତ୍ୱରିତ କାର୍ଯ୍ୟକାରିତା ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ • ପୋର୍ଟାଲରେ ରହିବ ସବୁ ଜମି ଦଖଲକାରୀଙ୍କ ତଥ୍ୟ • ଉପକୃତ ହେବେ ସେବାୟତ ଓ ଅଣସେବାୟତ ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର ଭୁବନେଶ୍ୱର ୨୫.୦୯.୨୦୨୬ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ କରିବା ଏବଂ ଆଗକୁ ନେବା ପାଇଁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘଦିନ ଧରି…

Read More