ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସର ଅଧିକାରୀ ହେଲେ ଦିନେଶ – ସମୀକ୍ଷା ଖବର

ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସର ଅଧିକାରୀ ହେଲେ ଦିନେଶ

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି / ନୂଆପଡା /ସମୀକ୍ଷା ନ୍ୟୁଜନୂଆପଡ଼ା/ବୋଡେ଼ନ ତାରିଖ-20-09-2026ଭଗବାନଙ୍କ ଆଶୀର୍ବାଦ, ନିଜର ଜିଜ୍ଞାସା,ପ୍ରଚେଷ୍ଟା ଅନନ୍ୟ ପ୍ରତିଭା ଓ ମନୋବଳ ଦୃଢ ଏବଂ ଦୀର୍ଘଦିନର ଅଭ୍ୟାସ ବଳରେ ଜିଭ ସାହାଯ୍ୟରେ କମ୍ପ୍ୟୁଟର କି-ବୋର୍ଡରେ ଇଂରାଜୀ ବର୍ଣ୍ଣମାଳା A ରୁ Z ପର୍ଯ୍ୟନ୍ତ ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ କରଙ୍ଗାମାଲ୍ ଗ୍ରାମ ପଞ୍ଚାୟତ ର କୁଲିଙ୍ଗାମାଲ ଗ୍ରାମର ଦିନେଶ ଚନ୍ଦ୍ର କଟା।ଦିନେଶ ହାତ ବ୍ୟବହାର…

Read More
କୋମନା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର – ସମୀକ୍ଷା ଖବର

କୋମନା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି/ ନୂଆପଡା/ସମୀକ୍ଷା ନ୍ୟୁଜ:ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ତଥା ପ୍ରଶାସନିକ ସେବାକୁ ଅଧିକ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ କୋମନା ବ୍ଲକ ପରିସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ୨୧ଟି ବ୍ୟକ୍ତିଗତ ଓ ୪ଟି ଗୋଷ୍ଠୀଗତ ଅଭିଯୋଗ ସମେତ ମୋଟ ୨୫ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟେକ ଅଭିଯୋଗ ଶୁଣିବା ସହ ସମ୍ପୃକ୍ତ ବିଭାଗୀୟ…

Read More
କୋମନା ବ୍ଲକ କାଣ୍ଡେତରା ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର: ପ୍ରବାସୀ ଶ୍ରମିକ ସଂଖ୍ୟା ଶୂନ୍ୟକୁ ଆଣିବାକୁ ଆହ୍ୱାନ – ସମୀକ୍ଷା ଖବର

କୋମନା ବ୍ଲକ କାଣ୍ଡେତରା ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର: ପ୍ରବାସୀ ଶ୍ରମିକ ସଂଖ୍ୟା ଶୂନ୍ୟକୁ ଆଣିବାକୁ ଆହ୍ୱାନ

ତେଜୁରାମ ନାଏକ/ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ: ନୂଆପଡ଼ା, ତା. ୧୮/୦୯:ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କାଣ୍ଡେତରା ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ସୁର୍ମି ସୋରେନ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦ୍ୱାରିକାନାଥ ଶତପଥୀ, କୋମନା ତହସିଲଦାର ସୌରଭ କୁମାର ବିଶି, ଏବିଡିଓ ଭକ୍ତବନ୍ଧୁ ବୁଡେକ, ସ୍ଥାନୀୟ ସରପଞ୍ଚ କଲ୍ୟାଣୀ ଦାସ,…

Read More
ଆମ୍ବେଦକର ୟୁଥ ବ୍ରିଗେଡ ବୁଦ୍ଧିକୋମନା, ନୂଆପଡା ତରଫରୁ ଧୁମଧାମରେ ନୁଆଁଖାଇ ଭେଟଘାଟ – ସମୀକ୍ଷା ଖବର

ଆମ୍ବେଦକର ୟୁଥ ବ୍ରିଗେଡ ବୁଦ୍ଧିକୋମନା, ନୂଆପଡା ତରଫରୁ ଧୁମଧାମରେ ନୁଆଁଖାଇ ଭେଟଘାଟ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା /ସମୀକ୍ଷା ନ୍ୟୁଜ ନୂଆପଡା /କୋମନା ତାରିଖ -16-09-2026: କୋମନା ବ୍ଲକ ବୁଦ୍ଧିକୋମନା ଗ୍ରାମରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇ ଅବସରରେ ଆମ୍ବେଦକର ୟୁଥ ବ୍ରିଗେଡ ବୁଦ୍ଧିକୋମନା, ନୂଆପଡା ପକ୍ଷରୁ ଧୁମଧାମରେ “ନୁଆଁଖାଇ ଭେଟଘାଟ–୨୦୨୬” ଆୟୋଜିତ ହୋଇଯାଇଛି। ନୁଆଁଖାଇ କେବଳ ଏକ କୃଷିଭିତ୍ତିକ ପର୍ବ ନୁହେଁ, ଏହା ଭାଇଚାରା, ପ୍ରେମ, ସମ୍ପର୍କ ଓ ସାମାଜିକ ଏକତାର ପ୍ରତୀକ। ଏହି ମହାନ ପରମ୍ପରାକୁ ଆହୁରି ସୁନ୍ଦର ଓ ଜୀବନ୍ତ କରିବା ପାଇଁ ଅଞ୍ଚଳର…

Read More
ମା ଇନ୍ଦ୍ରାଦେଇ ପୀଠ ଦେଓଧରାରେ ମା ଙ୍କ ସେବାକାରୀମାନେ ଚତୁର୍ଥୀ ରେ ମାନିଲେ ନୁଆଁଖାଇ ପର୍ବ – ସମୀକ୍ଷା ଖବର

ମା ଇନ୍ଦ୍ରାଦେଇ ପୀଠ ଦେଓଧରାରେ ମା ଙ୍କ ସେବାକାରୀମାନେ ଚତୁର୍ଥୀ ରେ ମାନିଲେ ନୁଆଁଖାଇ ପର୍ବ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା /ସମୀକ୍ଷା ନ୍ୟୁଜ: କୋମନା/ତାରିଖ-14-09-2026 ନୂଆପଡା ଜିଲ୍ଲା କୋମନା ବ୍ଲକ ଦେଓଧରା ଗ୍ରାମପଞ୍ଚାୟତ ର ସ୍ଥାନୀୟ ମା ଇନ୍ଦ୍ରାଦେଇ ପୀଠରେ ଭାଦ୍ରଵ ମାସ ଚତୁର୍ଥୀ ଦିନ ନୁଆଁଖାଇ ପର୍ବ ପାଳନ କରିଛନ୍ତି। ମାଁ ଇନ୍ଦ୍ରଦେଇ ଙ୍କ ପୂଜକ ଶ୍ରୀ ଧବଲେଶ୍ୱର ପୁଜାରୀ ମାଁ ଙ୍କ ଛତରିଆ ରାମେଶ୍ୱର ଛତ୍ରିଆ ଜୟସିଂ ଛତରିଆ ମଦନ କଟା ସନୁ ମାଝୀ ଉଦେଶ୍ୱର୍ ଚିନ୍ଦା ନରେନ୍ଦ୍ର ପୁଜାରୀ ଟୁନା ପୁଜାରୀ ପିଣ୍ଟୁ ପୁଜାରୀ ବିହାରୀ ପୁଜାରୀ…

Read More
କୋମନା:ସ୍ୱାଗତ ପବ୍ଲିକ ସ୍କୁଲ ଲଖନା ପକ୍ଷରୁ ନୁଆଖାଇ ବଜାର ଅନୁଷ୍ଠିତ – ସମୀକ୍ଷା ଖବର

କୋମନା:ସ୍ୱାଗତ ପବ୍ଲିକ ସ୍କୁଲ ଲଖନା ପକ୍ଷରୁ ନୁଆଖାଇ ବଜାର ଅନୁଷ୍ଠିତ

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି / ନୂଆପଡା/ ସମୀକ୍ଷା ନ୍ୟୁଜ:ଛାତ୍ରଛାତ୍ରୀଙ୍କୁ ନିଜ ସଂସ୍କୃତି ଓ ପରମ୍ପରା ସହ ପରିଚିତ କରାଇବାକୁ ନିଆରା ପ୍ରୟାସକୋମନା ବ୍ଲକ ଲଖନା ସ୍ଥିତ ସ୍ୱାଗତ ପବ୍ଲିକ ସ୍କୁଲ, ଲଖନା ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଆମ ମାଟିର ସଂସ୍କୃତି, ପରମ୍ପରା ଓ ନୁଆଖାଇ ପର୍ବର ମହତ୍ତ୍ୱ ସମ୍ପର୍କରେ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଏକ ନିଆରା ‘ନୁଆଖାଇ ବଜାର’ ଆୟୋଜନ କରାଯାଇଥିଲା। ବିଦ୍ୟାଳୟ ନିର୍ଦ୍ଦେଶକ ଶ୍ରୀ ନରେନ୍ଦ୍ର ନାଗଙ୍କ ଅଭିନବ ପ୍ରୟାସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ…

Read More
ନୂଆପଡ଼ାରେ ଅବକାରୀ ବିଭାଗର ସମୀକ୍ଷା ବୈଠକଏନ୍‌ଡିପିଏସ୍‌ ମାମଲାରେ ଚଢ଼ାଉ ଜୋରଦାର ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ – ସମୀକ୍ଷା ଖବର

ନୂଆପଡ଼ାରେ ଅବକାରୀ ବିଭାଗର ସମୀକ୍ଷା ବୈଠକଏନ୍‌ଡିପିଏସ୍‌ ମାମଲାରେ ଚଢ଼ାଉ ଜୋରଦାର ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା /ସମୀକ୍ଷା ନ୍ୟୁଜ: ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅବକାରୀ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ଜିଲ୍ଲାରେ ବିଭାଗ ପକ୍ଷରୁ ଚାଲିଥିବା ଆଇନ ପ୍ରବର୍ତ୍ତନ, ଅବୈଧ ମଦ ବିରୋଧୀ ଚଢ଼ାଉ, ରାଜସ୍ୱ ଆଦାୟ ଓ ବିଭାଗୀୟ କାର୍ଯ୍ୟଦକ୍ଷତା ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଉକ୍ତ ବୈଠକରେ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ବିଭାଗର କାର୍ଯ୍ୟଦକ୍ଷତା…

Read More
କୋମନା:କୃଷକ ଉତ୍ପାଦକ କମ୍ପାନୀ ଗଠନ ପାଇଁ ବୈଠକ ଆୟୋଜିତ – ସମୀକ୍ଷା ଖବର

କୋମନା:କୃଷକ ଉତ୍ପାଦକ କମ୍ପାନୀ ଗଠନ ପାଇଁ ବୈଠକ ଆୟୋଜିତ

ତେଜୁରାମ ନାଏକ/ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା/ସମୀକ୍ଷା ନ୍ୟୁଜ: ନୂଆପଡ଼ା ଜିଲା କୋମନା ବ୍ଲକ ତରିବୋଡ଼ ଧାନ ମଣ୍ଡିଠାରେ ବୁଧବାର ଏପିସି ପ୍ରକଳ୍ପ ସିପିଏସ୍‌ଡବ୍ଲ୍ୟୁ କେନ୍ଦୁଭଟାର ଆହ୍ୱାନ କ୍ରମେ କୃଷକ ଉତ୍ପାଦକ କମ୍ପାନୀ ଗଠନ ନେଇ ଏକ ବ୍ଲକସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୬ଟି ଉତ୍ପାଦକ ଗୋଷ୍ଠୀର ପ୍ରାୟ ୧୫୦ ଜଣ ସଦସ୍ୟାସଦସ୍ୟ ଅଂଶଗ୍ରହଣ କରିଥିଲେ। ସିପିଏସ୍‌ଡବ୍ଲ୍ୟୁ କେନ୍ଦୁଭଟା କାର୍ଯ୍ୟନିର୍ବାହୀ ସଚିବ ବିରଞ୍ଚି ନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସହକାରୀ ଉଦ୍ୟାନ କୃଷି ଅକାରୀ ରୀ ଆରାଧନା…

Read More
ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ନେଇ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତମାତୃଭାଷାରେ ଭାବ ପ୍ରକାଶ ଅଧିକ ସହଜ ଓ ସ୍ୱାଭାବିକ: ଜିଲ୍ଲାପାଳ – ସମୀକ୍ଷା ଖବର

ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ନେଇ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତମାତୃଭାଷାରେ ଭାବ ପ୍ରକାଶ ଅଧିକ ସହଜ ଓ ସ୍ୱାଭାବିକ: ଜିଲ୍ଲାପାଳ

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି/ ନୂଆପଡା/ସମୀକ୍ଷା ନ୍ୟୁଜ: ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରକୁ ଅଧିକ ସରଳ, ସ୍ୱଚ୍ଛ, ସୁଗମ ଓ ଜନମୁଖୀ କରିବା ଉଦ୍ଦେଶ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ନୂଆପଡ଼ା ଜିଲ୍ଲାରେ ଦୁଇଦିନିଆ ପ୍ରୟୋଗାତ୍ମକ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛିlଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ନୂଆପଡ଼ାର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରର ଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ଓଡ଼ିଆ ଭାଷା ପ୍ରତିଷ୍ଠାନରୁ ଆସିଥିବା ପ୍ରଶିକ୍ଷକମାନଙ୍କୁ…

Read More
ନୂଆପଡ଼ାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ – ସମୀକ୍ଷା ଖବର

ନୂଆପଡ଼ାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି/ ସିନାପାଲି/ନୂଆପଡା ସମୀକ୍ଷା ନ୍ୟୁଜ: ଜିଲ୍ଲାକୁ ଶତ ପ୍ରତିଶତ ସାକ୍ଷର କରିବାକୁ ସାମୂହିକ ପ୍ରୟାସର ଆହ୍ୱାନନୂଆପଡ଼ା, ତା. ୦୮/୦୯: ନୂଆପଡ଼ା ଜିଲ୍ଲାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ସବୁଜ ପତାକା ଦେଖାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ସଚେତନତା ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ମହାନ୍ତିଙ୍କ…

Read More