ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ
ନୂଆପଡ଼ା:ପୋଖରୀ ପାଣି ରେ ବୁଡି ଦୁଇ ଜଣ କୁନି ଝିଅଙ୍କ ମୃତ୍ୟୁ – ସମୀକ୍ଷା ଖବର

ନୂଆପଡ଼ା:ପୋଖରୀ ପାଣି ରେ ବୁଡି ଦୁଇ ଜଣ କୁନି ଝିଅଙ୍କ ମୃତ୍ୟୁ

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି/ ସିନାପାଲି/ନୂଆପଡା ସମୀକ୍ଷା ନ୍ୟୁଜ: ଆମ୍ବୁଲାନ୍ସ ବିଳମ୍ବ ରେ ପହଂଚିଵା ଯୋଗୁଁ ପୋଲିସ ଗାଡ଼ିରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଗଲେ ଥାନାଧିକାରୀତା:୦୬.୦୯. ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ତିଲେମାଲ୍ ଗାଁ ର ନୀଳକଣ୍ଠ ହଂସ। ତାଙ୍କର ଦୁଇ କୁନି ଝିଅ ଗ୍ରାମ ନିକଟସ୍ଥ ଦର୍ଲିବନ୍ଧକୁ ଗାଧୋଇବା ପାଇଁ ଯାଇ ଆଉ ଫେଇ ନଥିଲେ। ସେ ଦୁହେଁ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି।ଦୁଇ କୁନି ଝିଅଙ୍କ ମୃତ୍ୟୁ ଘଟଣା ଖବର ପ୍ରସାରିତ ହେବା…

Read More
ନୂଆପଡ଼ାରେ ‘ଆମ ଖାଦ୍ୟ, ଆମ ସଂସ୍କୃତି’ ପ୍ଲାଷ୍ଟିକ୍‌ମୁକ୍ତ ଖାଦ୍ୟ ମହୋତ୍ସବ – ସମୀକ୍ଷା ଖବର

ନୂଆପଡ଼ାରେ ‘ଆମ ଖାଦ୍ୟ, ଆମ ସଂସ୍କୃତି’ ପ୍ଲାଷ୍ଟିକ୍‌ମୁକ୍ତ ଖାଦ୍ୟ ମହୋତ୍ସବ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା/ ସମୀକ୍ଷା ନ୍ୟୁଜ ନୂଆପଡା ତାରିଖ -06-09-2026 : ସ୍ୱଚ୍ଛତା କ୍ଷେତ୍ରରେ ଅବଦାନ ପାଇଁ ୬୫ ଅଧିକାରୀ ସମ୍ମାନିତବିଶ୍ୱସ୍ତରରେ ନୂଆପଡ଼ାକୁ ପ୍ଲାଷ୍ଟିକ୍‌ମୁକ୍ତ ଆଦର୍ଶ ଜିଲ୍ଲା ଭାବେ ଗଢ଼ି ତୋଳିବାକୁ ଜିଲ୍ଲାପାଳଙ୍କ ଆହ୍ୱାନଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ନୂଆପଡ଼ା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ଆମ ଖାଦ୍ୟ, ଆମ ସଂସ୍କୃତି’ ଶୀର୍ଷକ ପ୍ଲାଷ୍ଟିକ୍‌ମୁକ୍ତ ଖାଦ୍ୟ ମହୋତ୍ସବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପାରମ୍ପରିକ ଖାଦ୍ୟ ଓ ସଂସ୍କୃତିର…

Read More
ନୂଆପଡ଼ାରେ ଉଠାଜଳ ସେଚନ ବିଭାଗର ସମୀକ୍ଷା ବୈଠକ – ସମୀକ୍ଷା ଖବର

ନୂଆପଡ଼ାରେ ଉଠାଜଳ ସେଚନ ବିଭାଗର ସମୀକ୍ଷା ବୈଠକ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା /ସମୀକ୍ଷା ନ୍ୟୁଜ ନୂଆପଡା /ତାରିଖ -06-09-2026 : ୨୩୫ କ୍ଲଷ୍ଟର ବୋରୱେଲ୍‌ର ଚଳିତ ମାସରେ ବିଦ୍ୟୁତୀକରଣ ଲକ୍ଷ୍ୟ, ୧୦୬ ନୂତନ ଉଠାଜଳ ସେଚନ ପ୍ରକଳ୍ପକୁ ଅନୁମୋଦନନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଉଠାଜଳ ସେଚନ ବିଭାଗ (ଓଏଲଆଇସିର) ଏବଂ ବିଦ୍ୟୁତ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl ବୈଠକରେ ଉଭୟ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସମେତ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ।ବୈଠକରେ ୨୦୨୬ ମସିହାରେ ନୂଆପଡ଼ା ଜିଲ୍ଲାରେ…

Read More
ଚାଉଳଧୁଆ ଜଳପ୍ରପାତ ପରିଦର୍ଶନ କଲେ ନୂଆପଡା ବିଧାୟକ ଜୟ ଢୋଲକିଆ – ସମୀକ୍ଷା ଖବର

ଚାଉଳଧୁଆ ଜଳପ୍ରପାତ ପରିଦର୍ଶନ କଲେ ନୂଆପଡା ବିଧାୟକ ଜୟ ଢୋଲକିଆ

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି/ ନୂଆପଡା/ ସମୀକ୍ଷା ନ୍ୟୁଜ: ନୂଆପଡ଼ା ବିଧାୟକ ଶ୍ରୀଯୁକ୍ତ ଜୟ ଢୋଲକିଆ କୋମନା ବ୍ଳକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଚାଉଳଧୁଆ ଜଳପ୍ରପାତ ପରିଦର୍ଶନ କରିଛନ୍ତି। ଶ୍ରୀ ଢୋଲକିଆ ସୁନାବେଡ଼ା ଅଭୟାରଣ୍ୟ ଗସ୍ତ ବେଳେ ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସମୀର ସାହୁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭକ୍ତବନ୍ଧୁ ବୁଡ଼େକ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାଢୀ ସାମିଲ ଥିଲେ। ପ୍ରଥମେ ସୁନାଦେଈ ମନ୍ଦିରରେ ଦର୍ଶନ କରିଥିଲେ। ଏହାର ଉନ୍ନତି ସହ ଅଭୟାରଣ୍ୟ…

Read More
ଜିଲ୍ଲାସ୍ତରୀୟ ଗୁରୁ ଦିବସ ମହାସମାରୋହରେ ପାଳିତ, ୫୫ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ – ସମୀକ୍ଷା ଖବର

ଜିଲ୍ଲାସ୍ତରୀୟ ଗୁରୁ ଦିବସ ମହାସମାରୋହରେ ପାଳିତ, ୫୫ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା ନ୍ୟୁଜ /ନୂଆପଡା: ନୂଆପଡ଼ା, ତା.୦୫/୦୯: ନୂଆପଡ଼ା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଆନୁକୂଲ୍ୟରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଅମିଲାଲ୍ ଶବର ଆମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ ଗୁରୁ ଦିବସ ପାଳନର ଉଦ୍ଦେଶ୍ୟ ଓ ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ…

Read More
‘ସିଏମ୍‌ କିଷାନ’ ଯୋଜନା: ନୂଆପଡ଼ାର ୯୮,୧୧୨ ହିତାଧିକାରୀଙ୍କୁ ମିଳିଲା ୧୯.୬୯ କୋଟି ଟଙ୍କାରୁ ଅଧିକ ସହାୟତା – ସମୀକ୍ଷା ଖବର

‘ସିଏମ୍‌ କିଷାନ’ ଯୋଜନା: ନୂଆପଡ଼ାର ୯୮,୧୧୨ ହିତାଧିକାରୀଙ୍କୁ ମିଳିଲା ୧୯.୬୯ କୋଟି ଟଙ୍କାରୁ ଅଧିକ ସହାୟତା

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି, ନୂଆପଡା / ସମୀକ୍ଷା ନ୍ୟୁଜ: ନୂଆପଡ଼ା, ତା. ୦୪/୦୯: ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ‘ସିଏମ୍‌ କିଷାନ’ ଯୋଜନା ଅଧୀନରେ ୨୦୨୬-୨୭ ରବି ଋତୁ ପାଇଁ ୫ମ କିସ୍ତି ସହାୟତା ରାଶି ଚାଷୀଙ୍କ ଖାତାକୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନ, ଓୟୁଏଟିଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସହାୟତା ରାଶିର ଡିବିଟି ମାଧ୍ୟମରେ ପ୍ରଦାନ କରିଥିଲେ। ଏହି ପର୍ଯ୍ୟାୟରେ ରାଜ୍ୟର ୪୧…

Read More
୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ – ସମୀକ୍ଷା ଖବର

୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ

ତେଜୁରାମ ନାଏକ/ ସମୀକ୍ଷା ନ୍ୟୁଜ/ ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ 04/09/2026. ନୂଆପଡ଼ା: ଜଣେ ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଛତିଶଗଡ଼ର ଦୁର୍ଗ ଅଞ୍ଚଳକୁ ଯାଇଥିବା ନୂଆପଡା ଜିଲାର ଜଣେ ଯୁବକ ୧୮ଦିନ ହେଲା ଘରକୁ ଫେରିନାହାନ୍ତି। ଏହାକୁ ନେଇ ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ କରି ସୁଫଳ ନ ପାଇବାରୁ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ବିଶେଷ କରି ଦଲାଲମାନେ ନୂଆପଡା ଜିଲ୍ଲାର ସିନାପାଲି ଓ ବୋଡେନ ବ୍ଲକର ଉପାନ୍ତ ଗାଁ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। କୌଣସି…

Read More
ସେବା ସଙ୍କଳ୍ପ ଅଭିଯାନ_2026 – ସମୀକ୍ଷା ଖବର

ସେବା ସଙ୍କଳ୍ପ ଅଭିଯାନ_2026

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ/ ତାରିଖ-03-09-2026ଆଗାମୀ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସେବା ଓ ସମର୍ପଣର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ସେବା ସଙ୍କଳ୍ପ ଅଭିଯାନ’ ପାଳନ କରାଯିବ।ଏହି ଅବସରରେ ଗତକାଲି ନୂଆପଡ଼ା ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ କର୍ମଶାଳାରେ ଭଟଲି ବିଧାୟକ ତଥା ଏହି କାର୍ଯ୍ୟକ୍ରମର ପଶ୍ଚିମ ଓଡ଼ିଶା ସଂଯୋଜକ ଶ୍ରୀ ଇରାଶିଷ ଆଚାର୍ଯ୍ୟଜୀ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତା ମାନଙ୍କୁ…

Read More
ବୋଡ଼େନ : ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୋଡ଼େନ ରେ ନବବରଣ ତଥା ସ୍ବାଗତଂ ଉତ୍ସବ – ସମୀକ୍ଷା ଖବର

ବୋଡ଼େନ : ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୋଡ଼େନ ରେ ନବବରଣ ତଥା ସ୍ବାଗତଂ ଉତ୍ସବ

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି / ନୂଆପଡ଼ା / ସମୀକ୍ଷା ନ୍ୟୁଜ/-03-09-2026: ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବୋଡ଼େନ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ନବ ବରଣ ଉତ୍ସବ ତଥା ସ୍ବାଗତଂ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି ।ଅଧ୍ୟକ୍ଷ ଗୟାଧର ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ କୁ ଦ୍ଵିତୀୟ ବର୍ଷ ବିଜ୍ଞାନ ର ଛାତ୍ର ନୀତେଶ ତାଣ୍ଡି ଓ ରାହୁଲ ବାଗ ପରିଚାଳନା କରିଥିଲେ । ପ୍ରଥମ ବର୍ଷର ନବାଗତ…

Read More
କୋମନା ସବ୍‌ରେଜିଷ୍ଟ୍ରାର ଅଫିସରେ ହେଉନି ରେଜିଷ୍ଟ୍ରେସନ ଅଫିସ୍ ଘେରିଲେ ଜମି ବିକ୍ରେତା-କ୍ରେତା, ଓକିଲ – ସମୀକ୍ଷା ଖବର

କୋମନା ସବ୍‌ରେଜିଷ୍ଟ୍ରାର ଅଫିସରେ ହେଉନି ରେଜିଷ୍ଟ୍ରେସନ ଅଫିସ୍ ଘେରିଲେ ଜମି ବିକ୍ରେତା-କ୍ରେତା, ଓକିଲ

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନ୍ୟୁଜ : କୋମନା : ନୂଆପଡ଼ା ଜିଲ୍ଲା କୋମନା ସବରେଜିଷ୍ଟ୍ରାର ଅଫିସରେ ରେଜିଷ୍ଟ୍ରେସନ ହେଉନଥିବାରୁ କ୍ରେତା ଓ ବିକ୍ରେତାମାନେ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ କୋମନା ଅଞ୍ଚଳର ଜମିକ୍ରେତା, ବିକ୍ରେତା ଏବଂ ଓକିଲ ମାନେ ଅଫିସ୍‌ ଘେରାଇ କରି ବିରୋଧ କରିଛନ୍ତି । ଗତ ଅଗଷ୍ଟ ୧୧ରେ କୋମନା ତହସିଲ ଚାନ୍ଦୋପଲା ଗାଁର ସତ୍ୟନାରାୟଣ ପ୍ରଧାନୀ ଓ ଭଉଣୀ କୁମୁଦିନୀ ପ୍ରଧାନୀଙ୍କ ଜମି ଜାଲିଆତି ଘଟଣାରେ…

Read More