ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ
ପୁଲିସ ଉପରକୁ ଗୁଳିଚାଳନା ପରେ ପାଲଟା ଜବାବ:  ୧୭ ମାମଲାର ଅଭିଯୁକ୍ତ ବଣ୍ଟି ଆହତ – ସମୀକ୍ଷା ଖବର

ପୁଲିସ ଉପରକୁ ଗୁଳିଚାଳନା ପରେ ପାଲଟା ଜବାବ: ୧୭ ମାମଲାର ଅଭିଯୁକ୍ତ ବଣ୍ଟି ଆହତ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି/ଝାରସୁଗୁଡ଼ା/ସମୀକ୍ଷା ନ୍ୟୁଜ: ଝାରସୁଗୁଡ଼ା, ୧୯/୧୦ : ଅପରାଧ ନିୟନ୍ତ୍ରଣ ଅଭିଯାନରେ ଝାରସୁଗୁଡ଼ା ପୁଲିସକୁ ସୋମବାର ସକାଳେ ମିଳିଛି ଏକ ବଡ଼ ସଫଳତା l ଓରିଏଣ୍ଟ ଥାନା ଅନ୍ତର୍ଗତ ଆମଦରହ ଜଙ୍ଗଲ ନିକଟରେ ପୁଲିସ ଓ ଜଣେ ଅଭିଯୁକ୍ତଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି l ପୁଲିସର ପାଲଟା ଗୁଳିରେ ହନୁମାନ ନଗର ଅଞ୍ଚଳର ବଣ୍ଟି ପ୍ରସାଦ ଆହତ ହୋଇଛି l ତା’ ନାଁରେ ହତ୍ୟା ଉଦ୍ୟମ, ଡକାୟତି ଯୋଜନା, ସଙ୍ଗଠିତ ଅପରାଧ ଓ…

Read More
ନୂତନ ମେଡିସିନ ଷ୍ଟୋର “କେୟାର୍ ପ୍ଲସ୍” ଚିକିଟିରେ ଉଦଘାଟିତ – ସମୀକ୍ଷା ଖବର

ନୂତନ ମେଡିସିନ ଷ୍ଟୋର “କେୟାର୍ ପ୍ଲସ୍” ଚିକିଟିରେ ଉଦଘାଟିତ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି ଚିକିଟି — ଏହି ବିଜ୍ଞାପିତ ଅଞ୍ଚଳ ଚିକିଟି ପେଣ୍ଠ ବଡ ବଜାର ରେ ଏକ ନୂତନ ମେଡିସିନ ଷ୍ଟୋର ” କେୟାର୍ ପ୍ଲସ୍ “ର ଶୁଭାରମ୍ଭ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେଡି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରିରୂପ ଦେବ ( ବାବା ସାର୍ ) ଯୋଗଦେଇ ଷ୍ଟୋର ଉଦଘାଟନ କରି ଶୁଭାରମ୍ଭ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବିଜେଡି…

Read More
ପାର୍ବଣରେ ରକ୍ତରଞ୍ଜିତ ବରଗଡ ଛୁରା ମାଡ଼ରେ ଯୁବକ ମୃତ – ସମୀକ୍ଷା ଖବର

ପାର୍ବଣରେ ରକ୍ତରଞ୍ଜିତ ବରଗଡ ଛୁରା ମାଡ଼ରେ ଯୁବକ ମୃତ

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧି /ବରଗଡ /ସମୀକ୍ଷା/ନିଯୁଜ୍:ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଭୋଇପୁରା କେନାଲ ବ୍ରିଜନିକଟରେ ଅଭାବନୀୟ ଘଟଣା ଘଟିଯାଇଛି ରବିବାର ବିଳମ୍ବିତ ରାତ୍ରୀରେ ପୋଲିସ କେନାଲ ବ୍ରିଜ ଉପରୁ ଶିବା ବିଶ୍ଵାଳ ନାମକ ଜଣେ ବ୍ୟକ୍ତି ଙ୍କୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲା ଏହାପରେ ତାଙ୍କୁ ଅତାବିରା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା କିନ୍ତୁ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲା ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଅତାବିରା ବସ୍ତି ବାସିନ୍ଦା ବାବୁଲାଲ ବିଶ୍ଵାଳ…

Read More
ପାଇକ ଖଣ୍ଡାୟତ କୁଳ ସମାଜର କାର୍ଯ୍ୟକାରୀ ସଭାପତି ହେଲେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ କୁମାର ଦଣ୍ଡସେନା – ସମୀକ୍ଷା ଖବର

ପାଇକ ଖଣ୍ଡାୟତ କୁଳ ସମାଜର କାର୍ଯ୍ୟକାରୀ ସଭାପତି ହେଲେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ କୁମାର ଦଣ୍ଡସେନା

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ ବାଲିଗୁଡ଼ା, କନ୍ଧମାଳ ତା-18/10/26 : କନ୍ଧମାଳ ଜିଲ୍ଲାର ଶ୍ରୀ ଜଗନ୍ନାଥ ପାଇକ ଖଣ୍ଡାୟତ କୁଳ ସମାଜର କାର୍ଯ୍ୟକାରୀ ସଭାପତି ଭାବେ ବାଲିଗୁଡ଼ା ସହରର ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ କୁମାର ଦଣ୍ଡସେନା ନବ ନିର୍ବାଚିତ ହୋଇଛନ୍ତି। ବାରଖମାଠାରେ ଆୟୋଜିତ ଜିଲ୍ଲା ପାଇକ ଖଣ୍ଡାୟତ କୁଳ ସମାଜର ବାର୍ଷିକ ସାଧାରଣ ବୈଠକରେ ସର୍ବସମ୍ମତିକ୍ରମେ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ଅବସର ରେ ଏହି ପଦବୀରେ…

Read More
ଖୋର୍ଦ୍ଧାରେ ଆନ୍ତଃରାଜ୍ୟ ‘କୋରେକ୍ସ’ ଚୋରା ଚାଲାଣ ର ପର୍ଦ୍ଦାଫାସ୍, ୧୦ ଗିରଫ – ସମୀକ୍ଷା ଖବର

ଖୋର୍ଦ୍ଧାରେ ଆନ୍ତଃରାଜ୍ୟ ‘କୋରେକ୍ସ’ ଚୋରା ଚାଲାଣ ର ପର୍ଦ୍ଦାଫାସ୍, ୧୦ ଗିରଫ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:: ଖୋର୍ଦ୍ଧା, ୧୮।୧୦: ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୁଲିସ ଏକ ଆନ୍ତଃରାଜ୍ୟ କଫ ସିରପ ଚୋରା କାରବାରର ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯିବା ସହ ୫,୫୨୦ ବୋତଲ କୋଡିନଯୁକ୍ତ କଫ ସିରପ ଯାହାର ପରିମାଣ ପ୍ରାୟ ୫୫୨ ଲିଟର, ଜବତ କରାଯାଇଛି।ଅକ୍ଟୋବର ୧୮ ତାରିଖ ସକାଳ ସମୟ…

Read More
ସରଗରପାଲି ଠାରେ 20 ତମ ସାର୍ବଜନୀନ ଦୁର୍ଗା ପୂଜା ଉପଲକ୍ଷେ ରାବଣ ଦରବାର ଅନୁଷ୍ଠିତ – ସମୀକ୍ଷା ଖବର

ସରଗରପାଲି ଠାରେ 20 ତମ ସାର୍ବଜନୀନ ଦୁର୍ଗା ପୂଜା ଉପଲକ୍ଷେ ରାବଣ ଦରବାର ଅନୁଷ୍ଠିତ

ରଞ୍ଜନ ହୋତା /ସ୍ୱତନ୍ତ୍ର ପ୍ରତିନିଧି /ସୁବର୍ଣପୁର: *ସୁବର୍ଣ୍ଣପୁର ଜ଼ିଲ୍ଲା ସୋନପୁର ବ୍ଲଜ ମାଲିକମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ସାଗରପାଲି ଗ୍ରାମଠାରେ 20 ତମ ସାର୍ବଜନୀନ ଦୁର୍ଗା ପୂଜା ଉପଲକ୍ଷେ ରାବଣ ଦରବାର ଅନୁଷ୍ଠିତ.ହୋଇଯାଇଛି.ଅଶ୍ୱିନୀ ମାସ ସପ୍ତମୀ ତିଥିରେ ଏହି ରାବଣ ଦରବାର ଉତଘାଟିତ ହୋଇଯାଇଛି.ମୁଖ୍ୟ ଅତିଥି ଭାବେ ସାଂସଦ ନମୁନି ସାନନ୍ଦ ମେହେର ଯୋଗଦେଇ ଉତଘାଟନ କରିଥିଲେ. ଏହି କାର୍ଯ୍ୟକ୍ରମ ରେ ସାଗରପାଲି ଦୁର୍ଗାପୂଜା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ. ରାବଣ ଦରବାର ଦେଖିବା ପାଇଁ…

Read More
ବରଗଡ଼ ଜିଲ୍ଲାରେ ଚାଷୀଙ୍କ ଜଳସେଚନ ସମସ୍ୟା ଭାତହାଣ୍ଡିରେ କାହିଁକି ଶୁଖୁଛି ଚାଷଜମି – ସମୀକ୍ଷା ଖବର

ବରଗଡ଼ ଜିଲ୍ଲାରେ ଚାଷୀଙ୍କ ଜଳସେଚନ ସମସ୍ୟା ଭାତହାଣ୍ଡିରେ କାହିଁକି ଶୁଖୁଛି ଚାଷଜମି

ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନିୟୁଜ: ଓଡ଼ିଶାର ‘ଭାତହାଣ୍ଡି’ ଭାବେ ପରିଚିତ ବରଗଡ଼ ଜିଲ୍ଲା କୃଷି କ୍ଷେତ୍ରରେ ସାରା ରାଜ୍ୟ ପାଇଁ ଗର୍ବ । ଏଠାକାର ସବୁଜ ଶସ୍ୟ ଶ୍ୟାମଳା କ୍ଷେତ ଏବଂ ପରିଶ୍ରମୀ ଚାଷୀ ଭାଇମାନେ ଓଡ଼ିଶାର ଅର୍ଥନୀତିକୁ ସମୃଦ୍ଧ କରନ୍ତି । କିନ୍ତୁ ବିଗତ କିଛି ସମୟ ହେବ, ବରଗଡ଼ର ଚାଷୀମାନେ ଏକ ବଡ଼ ସଂକଟ ଦେଇ ଗତି କରୁଛନ୍ତି । ତାହା ହେଉଛି ଜଳସେଚନ ଓ ଜଳ ଯୋଗାଣ ସମସ୍ୟା । ଯେଉଁ…

Read More
ବନ୍ୟା ପ୍ରଭାବିତ ପାଳପାଟଣା ଗ୍ରାମରେ ଉପଯୁକ୍ତ ସ୍ଥାନରେ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଦାବି – ସମୀକ୍ଷା ଖବର

ବନ୍ୟା ପ୍ରଭାବିତ ପାଳପାଟଣା ଗ୍ରାମରେ ଉପଯୁକ୍ତ ସ୍ଥାନରେ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଦାବି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୮/୧୦/୨୬ – ବର୍ଷାଦିନିଆ ବନ୍ୟାରେ ବଡ଼ସାହି ବ୍ଲକର ନଦୀକଡ଼ ଅଞ୍ଚଳ ମୁଖ୍ୟତଃ ଶାଳଗାଁ, ମାନଗୋବିନ୍ଦପୁର ପଞ୍ଚାୟତ ଅଧିକ ବନ୍ୟା ପ୍ରଭାବିତ ହୋଇଥାଏ । ଉକ୍ତ ପଞ୍ଚାୟତ ମଧ୍ୟ ଦେଇ ବୁଢାବଳଙ୍ଗ ଓ ଗଙ୍ଗାହାର ଭଳି ଦୁଇଟି ନଦୀ ପ୍ରବାହିତ ଯୋଗୁଁ ବନ୍ୟା ସମୟରେ ସମଗ୍ର ଜଳମଗ୍ନ ହୋଇଥାଏ । କୌଣସି ଗୋଟିଏ ନଦୀରେ ବି ବନ୍ୟା ହେଲେ ଏହି ପଞ୍ଚାୟତରେ ଥିବା ବିଭିନ୍ନ ଗ୍ରାମ ଖୁବ…

Read More
ମଧୁବନ ରାବଣ ପୋଡି ପାଇଁ ପ୍ରସ୍ତୁତି ବୈଠକ – ସମୀକ୍ଷା ଖବର

ମଧୁବନ ରାବଣ ପୋଡି ପାଇଁ ପ୍ରସ୍ତୁତି ବୈଠକ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୮/୧୯/୨୬ – ବିଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଦଶହରା ଅବସରରେ ବାରିପଦା, ମଧୁବନ ଦୁର୍ଗାପୂଜା କମିଟି ଆନୁକୁଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ରାବଣ ପୋଡି ଉତ୍ସବକୁ ମଧୁବନ ପଡିଆରେ ନିରାଡମ୍ବର ଭାବରେ ପାଳନ କରିବା ପାଇଁ କମିଟିର ସମସ୍ତ ବରିଷ୍ଠ ସଦସ୍ୟ ମାନଙ୍କ ମଧ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଥିବା ଜଣାପଡିଛି । ଉକ୍ତ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ପୂଜାକମିଟି ଉପଦେଷ୍ଟା ଭାବେ କଳିଙ୍ଗ…

Read More
ବାରିପଦା, କଲେଜ ଛକ ହର-ପାର୍ବତୀ ପୂଜା କମିଟିର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ – ସମୀକ୍ଷା ଖବର

ବାରିପଦା, କଲେଜ ଛକ ହର-ପାର୍ବତୀ ପୂଜା କମିଟିର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୮/୧୦/୨୬ – ବାରିପଦା,କଲେଜ ଛକ ହର-ପାର୍ବତୀ ପୂଜା କମିଟି ଚଳିତବର୍ଷ ୫୦ ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ କମିଟି ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳନ କରାଯାଉଛି । ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କମିଟି ପକ୍ଷରୁ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଅଷ୍ଟମୀ ଓ ନବମୀ ତିଥିରେ ସନ୍ଧ୍ୟା ସମୟରେ ଭକ୍ତମାନଙ୍କ ପାଇଁ…

Read More