ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ
ମୟୂରଭଞ୍ଜ ଦାସାଇଁ ନାଚ ଓ ଦୂର୍ଗାପୂଜା – ସମୀକ୍ଷା ଖବର

ମୟୂରଭଞ୍ଜ ଦାସାଇଁ ନାଚ ଓ ଦୂର୍ଗାପୂଜା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୮/୧୦/୨୬ – ଆଶ୍ୱିନ ମାସରେ ଜଗତ ଜନନୀ ଦୁର୍ଗତି ନାଶିନୀ ମା’ ଦୂର୍ଗାଙ୍କ ଆଗମନ ଧରାପୃଷ୍ଠକୁ ହୋଇଥାଏ । ଭକ୍ତି ଓ ମହାମିଳନର ଏହି ପର୍ବ ଦେଶବ୍ୟାପୀ ମହାଡମ୍ବରେ ପାଳନ ହୋଇଥାଏ । ହେଲେ ମୟୂରଭଞ୍ଜର ଦୂର୍ଗା ପୂଜା ସାଧାରଣ ଦୂର୍ଗା ପୂଜାଠୁ ଟିକିଏ ଅଲଗା, ଏଠି ରାଜା ପରମ୍ପରା ଆଉ ଆଦିବାସୀ ପରମ୍ପରା ମିଶ୍ରିତ ଦୂର୍ଗାପୂଜା ପାଳିତ ହୋଇଥାଏ । ଦାସାଇଁ ନୃତ୍ୟ ଏହି…

Read More
ମା’ ଦୁର୍ଗାଙ୍କ ଆରାଧନାରେ ଉତ୍ସବମୁଖର ମାଲକାନଗିରି ସହର: ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସର ଫ୍ଲାଗ୍ ମାର୍ଚ୍ଚ – ସମୀକ୍ଷା ଖବର

ମା’ ଦୁର୍ଗାଙ୍କ ଆରାଧନାରେ ଉତ୍ସବମୁଖର ମାଲକାନଗିରି ସହର: ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସର ଫ୍ଲାଗ୍ ମାର୍ଚ୍ଚ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୧୮/୧୦/୨୬ଜଗତଜନନୀ ମା’ ଦୁର୍ଗାଙ୍କ ଆଗମନରେ ଉତ୍ସବମୁଖର ହୋଇଉଠିଛି ମାଲକାନଗିରି ଜିଲ୍ଲା ସଦରମହକୁମା। ସହରର ପ୍ରାୟ ୮ଟି ସ୍ଥାନରେ ମା’ଙ୍କ ପୂଜାର୍ଚ୍ଚନା ଆୟୋଜିତ ହେଉଛି। ବିଭିନ୍ନ ପୂଜାମଣ୍ଡପରେ ଷଷ୍ଠୀଠାରୁ ପୂଜା ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଉତ୍ସବ ଚାଲିବ। ଏହାକୁ ନେଇ ସହରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି।ପୂଜା ଅବସରରେ ବିଭିନ୍ନ ଦୋକାନରେ ଆକର୍ଷଣୀୟ ରିହାତି ଓ ବିଶେଷ ଅଫର୍‌ରେ ସାମଗ୍ରୀ ବିକ୍ରି କରାଯାଉଛି।…

Read More
ସର୍ବ ମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବର୍ଥ ସାଧିକେଶରଣ୍ୟେ ତ୍ରିମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ ||ଶାରଦୀୟ ଅଭିନନ୍ଦନ ଓ ସୁଭେତ୍ସା – ସମୀକ୍ଷା ଖବର

ସର୍ବ ମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବର୍ଥ ସାଧିକେଶରଣ୍ୟେ ତ୍ରିମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ ||ଶାରଦୀୟ ଅଭିନନ୍ଦନ ଓ ସୁଭେତ୍ସା

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ: ଦୁର୍ଗା ପୂଜା ଆମ ପରମ୍ପରାରେ ଏକ ଶକ୍ତି ପୂଜା ଯେଉଁଠି ଦଶ ଦିନ ଧରି ପୂଜା କରାଯାଇଥାଏ |ମା’ଙ୍କର ନବ ରୂପରେ ନଅ ଦିନ ପୂଜା ପରେ ଦଶ ଦିନ ବିଜୟାଦଶମୀରେ ଆନନ୍ଦ ଉଲ୍ଲାସ ରେ ଆମେ ଧରାବାସି ପାଳନ କରି ଥାଉ | ପ୍ରଥମୀରେ ଶୈଳପୁତ୍ରୀ ରୂପେ ମା ଶକ୍ତି ଓ ପ୍ରକୃତି ରୂପେ ପୂଜା ପାଇଥାନ୍ତି | ଦ୍ଵିତୀୟାରେ ମା ବ୍ରହ୍ମଚାରିଣୀ ରୂପେ ଭକ୍ତି,…

Read More
ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ସୋହେଲା ଦୁର୍ଗାପୂଜାଭକ୍ତି, ଆକର୍ଷଣ ଓ ଭାଇଚାରାର ଅପୂର୍ବ ସଙ୍ଗମ – ସମୀକ୍ଷା ଖବର

ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ସୋହେଲା ଦୁର୍ଗାପୂଜାଭକ୍ତି, ଆକର୍ଷଣ ଓ ଭାଇଚାରାର ଅପୂର୍ବ ସଙ୍ଗମ

ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନିୟୁଜ :ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ତଥା ଆକର୍ଷଣୀୟ ଉତ୍ସବ ସୋହେଲା ଦୁର୍ଗାପୂଜା ଚଳିତ ବର୍ଷ ୨୦୨୬ ଅକ୍ଟୋବର ୧୧ ରୁ ଆରମ୍ଭ ହୋଇ ବେଶ୍‌ ଧୂମଧାମରେ ପାଳିତ ହେଉଛି। ବରଗଡ଼ ଜିଲ୍ଲାର ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଅବସ୍ଥିତ ସୋହେଲା ବ୍ଲକର ଏହି ପୂଜା କେବଳ ଧାର୍ମିକ ଭାବନା ନୁହେଁ ବରଂ ନିଜର ସ୍ଵତନ୍ତ୍ର ପରମ୍ପରା, ଆକର୍ଷଣୀୟ ପେଣ୍ଡାଲ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସମଗ୍ର ଅଞ୍ଚଳରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି…

Read More
ସମାଜସେବୀ ଶିବ ସାହୁଙ୍କ ଜନ୍ମ ଦିନ ଅବସରରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

ସମାଜସେବୀ ଶିବ ସାହୁଙ୍କ ଜନ୍ମ ଦିନ ଅବସରରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି: ଚିକିଟି — ଏହି ବ୍ଲକ ଅନ୍ତର୍ଗତ ଭୋଳାସୀଙ୍ଗି ଗ୍ରାମର ସମାଜସେବୀ ଶିବ ସାହୁ ଙ୍କ 23 ତମ ଜନ୍ମ ଦିନ ଅବସରରେ ଶନିବାର ଦିନ ସମାଜର ସେବା କରିବା ଉଦ୍ଦେଶ୍ୟରେ ତୃତୀୟ ଥର ପାଇଁ ଏକ ରକ୍ତଦାନ ଶିବିର ର ଆୟୋଜନ ହୋଇଥିଲା। ଉକ୍ତ ଶିବିରରେ ମୁଖ୍ୟ ଭାବେ ଓ ପି ସି ସି ର ସଦସ୍ୟ ଡକ୍ଟର ଶମ୍ଭୁ ପାଣିଗ୍ରାହୀ ଉପସ୍ଥିତ ରହି କାର୍ଯ୍ୟକ୍ରମର…

Read More
ରଣପୁର: ସାମ୍ବାଦିକଙ୍କୁ ଆକ୍ରମଣ କରିବା ପଡ଼ିଲା ମହଙ୍ଗା, ବନ୍ଧା ହେଲା ଯୁବକ – ସମୀକ୍ଷା ଖବର

ରଣପୁର: ସାମ୍ବାଦିକଙ୍କୁ ଆକ୍ରମଣ କରିବା ପଡ଼ିଲା ମହଙ୍ଗା, ବନ୍ଧା ହେଲା ଯୁବକ

ଜିତେନ୍ଦ୍ର କୁମାର ସାହୁ /ନୟାଗଡ /ସମୀକ୍ଷା ନ୍ୟୁଜ : ରଣପୁର,୧୮/୧୦(ସମୀକ୍ଷା ନ୍ୟୁଜ ): ରଣପୁର ଥାନା ଅଧୀନସ୍ଥ ରଣପୁର ସୁଆଁସିଆ ସାହିର ଦୁର୍ଦାନ୍ତ ଅପରାଧୀ ଜିତେନ ଖଟେଇକୁ ରଣପୁର ପୋଲିସ ଗୁରୁବାର ଦିନ ରାତିରେ ଭୁବନେଶ୍ୱରରୁ ଗିରଫ କରିଥିବାର ସୁଚନା ମିଳିଛି । ସୂଚନା ଅନୁଯାୟୀ ରଣପୁର ସୁଆଁଶିଆ ସାହିର ଆକ୍ରମଣକରୀ ଚିତ୍ତରଞ୍ଜନ ଖଟେଇ ଓରଫ ଜିତେନ୍,ପିତା ଫକୀର ଖଟେଇ । ରଣପୁର ଅଞ୍ଚଳର କାର୍ଯ୍ୟରତ ଯୁବ ସାମ୍ବାଦିକ ମଧୁସୂଦନ ପରିଡ଼ାକୁ ଗତମାସ ୧୫ ସେପ୍ଟେମ୍ବରରେ ରାସନ କିଣୁଥିବାବେଳେ ଜୀବନରୁ…

Read More
ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ବାଲିଗୁଡ଼ା ପୋଲିସର ପଦକ୍ଷେପ ସିନ୍ଦ୍ରିଗା ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ – ସମୀକ୍ଷା ଖବର

ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ବାଲିଗୁଡ଼ା ପୋଲିସର ପଦକ୍ଷେପ ସିନ୍ଦ୍ରିଗା ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ

ମହେଶ୍ୱର ଦିଗାଲ/ସବ ଡିଭିଜନାଲ ସମ୍ବାଦିକ/ ସମୀକ୍ଷା ନିଉଜ/ ବାଲିଗୁଡ଼ା ବାଲିଗୁଡ଼ା ତା 16/10/26: (କନ୍ଧମାଳ) ନିଶା ମୁକ୍ତ ସମାଜ ଗଠନ ସହ ଯୁବ ପୀଢ଼ୀଙ୍କୁ ନିଶାର କବଳରୁ ଦୂରେଇ ରଖିବା ଏବଂ ଗ୍ରାମାଞ୍ଚଳରେ ବିକଳ୍ପ ଜୀବିକାର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ବାଲିଗୁଡ଼ା ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସଚେତନା ଅଭିଯାନ ଆୟୋଜିତ ହୋଇଛି. ବାଲିଗୁଡ଼ା ତହସିଲ, ଅନ୍ତର୍ଭୁକ୍ତ ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତରେ ନିଶାମୁକ୍ତ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମବାସୀ ଯୁବକ ଚାଷୀମାନଙ୍କୁ ନିଶା ଦ୍ରବ୍ୟର କୁ…

Read More
ବିକାଶର ରାସ୍ତାରେ ସଂସ୍କୃତିର ଛାପ,ଭାରତମାଳା ରାଜପଥରେ ଶାବର ଶ୍ରୀକ୍ଷେତ୍ର ଟନେଲ୍‌ ପାଲଟିଛି ଆକର୍ଷଣର କେନ୍ଦ୍ର – ସମୀକ୍ଷା ଖବର

ବିକାଶର ରାସ୍ତାରେ ସଂସ୍କୃତିର ଛାପ,ଭାରତମାଳା ରାଜପଥରେ ଶାବର ଶ୍ରୀକ୍ଷେତ୍ର ଟନେଲ୍‌ ପାଲଟିଛି ଆକର୍ଷଣର କେନ୍ଦ୍ର

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନ୍ୟୁଜ :କୋରାପୁଟ :କୋରାପୁଟ ଜିଲ୍ଲାର ଭାରତମାଳା ରାଜପଥ ପ୍ରକଳ୍ପ ଅନ୍ତର୍ଗତ ‘ଶାବର ଶ୍ରୀକ୍ଷେତ୍ର ଟନେଲ୍‌’ରେ ଆଧୁନିକ ଭିତ୍ତିଭୂମି ସହ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳୁଛି। ଟନେଲ୍‌ର ପ୍ରବେଶପଥରେ ଲେଖାଯାଇଥିବା ଏହାର ନାମ ସହ ଭିତର ପାର୍ଶ୍ୱରେ ଥିବା କଳାତ୍ମକ ଚିତ୍ରଣ ଓ ସାଜସଜ୍ଜା ଏହାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଟନେଲ୍‌ର ପ୍ରବେଶଦ୍ୱାରରେ କୋରାପୁଟିଆ ପରମ୍ପରାର ଛାପ ବହନ କରୁଥିବା କଳା-ଧଳା ନକ୍ସା…

Read More
ଛାତ୍ର ଆଇନ ସାକ୍ଷରତା କ୍ଲବରେ ଆଇନ ସାକ୍ଷରତା କାର୍ଯ୍ୟକ୍ରମ – ସମୀକ୍ଷା ଖବର

ଛାତ୍ର ଆଇନ ସାକ୍ଷରତା କ୍ଲବରେ ଆଇନ ସାକ୍ଷରତା କାର୍ଯ୍ୟକ୍ରମ

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:ଜଗତସିଂହପୁର,ତା ୧୭.୧୦.୨୦୨୬, ଜଗତସିଂହପୁର ବ୍ଲକ ଅନ୍ତର୍ଗତ କାଦୁଅପଡାସ୍ଥିତ ଗାଦିବ୍ରମ୍ହ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଛାତ୍ର ଆଇନ ସାକ୍ଷରତା କ୍ଲବରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକର ତରଫରୁ ଆଇନ ସାକ୍ଷରତା କ୍ଲବ ଏବଂ ଜାତୀୟ ଆଇନ ସେବା ପ୍ରାଧିକରଣର ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ବିପର୍ଯ୍ୟୟ ପୀଡ଼ିତଙ୍କୁ ଆଇନଗତ ସେବା ଯୋଜନା, ୨୦୧୦ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ…

Read More
ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ବେରବୋଇରେ ଛାୟା ବିଧାନସଭା କାର୍ଯ୍ୟକ୍ରମ ଅନୁଷ୍ଠିତ – ସମୀକ୍ଷା ଖବର

ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ବେରବୋଇରେ ଛାୟା ବିଧାନସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଜୟ କୁମାର ମହାପାତ୍ର / ସାମ୍ବାଦିକ/ସମୀକ୍ଷା ନ୍ୟୁଜ / ପିପିଲି:ଡେଲାଙ୍ଗ,ତା୧୭।୧୦ ଡେଲାଙ୍ଗ ବେରବୋଇସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ନେତୃତ୍ୱ ଦକ୍ଷତା ଓ ସଂସଦୀୟ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଜ୍ଞାନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏକ ମକ୍ ଆସେମ୍ବଲି (ଛାୟା ବିଧାନସଭା) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବାଚସ୍ପତି, ମନ୍ତ୍ରୀ ଓ ବିଧାୟକ,ମୁଖ୍ୟମନ୍ତ୍ରୀ, ବିରୋଧୀଦଳ ନେତାଙ୍କ ଭୂମିକା ଗ୍ରହଣ କରି ବିଧାନସଭାର କାର୍ଯ୍ୟଧାରାକୁ ଅତି ସୁନ୍ଦର…

Read More