ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ
୯୮ ବର୍ଷର ଗୌରବମୟ ପରମ୍ପରା ବହନ କରୁଛି ଖୋରଧା କ୍ଲବ ସାର୍ବଜନୀନ ଦୁର୍ଗାପୂଜା ; – ସମୀକ୍ଷା ଖବର

୯୮ ବର୍ଷର ଗୌରବମୟ ପରମ୍ପରା ବହନ କରୁଛି ଖୋରଧା କ୍ଲବ ସାର୍ବଜନୀନ ଦୁର୍ଗାପୂଜା ;

୩୦ ଲକ୍ଷ ଟଙ୍କାର ବଜେଟ ଚଳିତବର୍ଷର ସାର୍ବଜନୀନ ପୂଜା; ମା’ଙ୍କ ମୃଣ୍ମୟୀ ପ୍ରତିମାରେ ଶୋଭା ପାଇବ ୪ କିଲୋରୁ ଅଧିକ ରୁପା ତାରକସି ଅଳଙ୍କାର, ସପ୍ତମୀରୁ ଦଶମୀ ଯାଏଁ ହୁଏ ହଜାର ହଜାର ଭକ୍ତଙ୍କ ସମାଗମ ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୧୭ ଅକ୍ଟୋବର : ଶାରଦୀୟ ଦୁର୍ଗାପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ଆସ୍ଥା, ଭକ୍ତି, ପରମ୍ପରା ଓ ସାମାଜିକ ଏକତାର ଏକ ଅନନ୍ୟ…

Read More
ଜଗତସିଂହପୁର :ବାଲିକୁଦାରେ ଏବିଭିପି ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବିରାଟ ଶୋଭା ସମର୍ଦ୍ଧନା ଯାତ୍ରା – ସମୀକ୍ଷା ଖବର

ଜଗତସିଂହପୁର :ବାଲିକୁଦାରେ ଏବିଭିପି ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବିରାଟ ଶୋଭା ସମର୍ଦ୍ଧନା ଯାତ୍ରା

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ: ଜଗତସିଂହପୁର, 16/10/2026 (ନି. ପ୍ର ): ବାଲିକୁଦା ମହାବିଦ୍ୟାଳୟ ଓ ଏରସମାର ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ର ଏବିଭିପି ଛାତ୍ର ସଂସଦର ବିପୁଳ ବିଜୟ ହୋଇଥିବାରୁ ଛାତ୍ର ନେତା ରୁଦ୍ର ନାରାୟଣ ଦାସ ପ୍ରିନ୍ସ ରାଉତ ତାଙ୍କର ବିଜେପି ନିର୍ବାଚନ ମଣ୍ଡଳୀ ତଥା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସତ୍ୟ ସାରଥୀ ମହାନ୍ତି, ମହିଳା ନେତ୍ରୀ ଲିନା (ଅପା ), ଜିଲା ଉପ ସଭାପତି ଦିଲୀପ ରାଉଳ,…

Read More
ରାୟଗଡ଼ା ଦ୍ୱିତୀୟ କ୍ଲଷ୍ଟରରେ ସୁରଭି ଉତ୍ସବ: ୧୪ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା – ସମୀକ୍ଷା ଖବର

ରାୟଗଡ଼ା ଦ୍ୱିତୀୟ କ୍ଲଷ୍ଟରରେ ସୁରଭି ଉତ୍ସବ: ୧୪ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ: ରାୟଗଡ଼ା ପୌରାଞ୍ଚଳର ଦ୍ୱିତୀୟ କ୍ଲଷ୍ଟରସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ବୁଧବାର ସ୍ଥାନୀୟ ବ୍ରାହ୍ମଣ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କ୍ଲଷ୍ଟର ଅଧୀନରେ ଥିବା ୧୪ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ପିଏମ୍‌ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା…

Read More
ଇନ୍ଦିରା ନଗର ଉ ପ୍ରା ବିଦ୍ୟାଳୟରେ ବିଦାୟୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା – ସମୀକ୍ଷା ଖବର

ଇନ୍ଦିରା ନଗର ଉ ପ୍ରା ବିଦ୍ୟାଳୟରେ ବିଦାୟୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ:ରାୟଗଡ ପୌରାଞ୍ଚଳର ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ପଦୋନ୍ନତି ପ୍ରାପ୍ତ ତିନିଜଣ ଶିକ୍ଷକଙ୍କ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବିଦ୍ୟାଳୟରୁ ତିନି ଜଣ ବୈଷୟିକ ଶିକ୍ଷକ ଲେବୁଲ ତିନି ପ୍ରଧାନ ଶିକ୍ଷକ ରୂପେ ପଦୋନ୍ନତି ପାଇଛନ୍ତି । ଏଥିରେ ରାୟଗଡ ବ୍ଲକ ଏବିଇଓ ବଳରାମ ହୁଇକା ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ।ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ନିଳାଞ୍ଚଳ…

Read More
ଜନଗହଳି ପୂର୍ଣ୍ଣ ସ୍ଥାନରେ ଜଳିଗଲା ଟ୍ରାନଫର୍ମର – ସମୀକ୍ଷା ଖବର

ଜନଗହଳି ପୂର୍ଣ୍ଣ ସ୍ଥାନରେ ଜଳିଗଲା ଟ୍ରାନଫର୍ମର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୭/୧୦/୨୬ – ବାରିପଦା ସହରର ଜନଗହଳି ପୂର୍ଣ୍ଣ ଟ୍ରାଫିକ ଛକରେ ପାର୍ବଣ ଭିଡ଼ ସମୟରେ ରାସ୍ତା ଉପରେ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଟ୍ରାନଫର୍ମର ନେଇ ବାରମ୍ୱାର ଅଭିଯୋଗ ସତ୍ତ୍ବେ ତାହା ସ୍ଥାନାନ୍ତରିତ ହୋଇ ପାରିନଥିଲା । ଆଜି ପୂର୍ବାହ୍ନରେ ଅତର୍କିତ ଭାବେ ଜନଗହଳି ପୂର୍ଣ୍ଣ ସ୍ଥାନରେ ଟ୍ରାନଫର୍ମରଟି ଜଳି ଯାଇଥିବା ବେଳେ ଅଳ୍ପକେ ଲୋକଙ୍କ ଜୀବନ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ଘଟଣା କ୍ରମେ…

Read More
ପ୍ରୋଜେକ୍ଟ ଆରମ୍ଭ ଅଧୀନରେ ଫୁଟବଲ ଟୁର୍ଣ୍ଣାମେଣ୍ଟ – ସମୀକ୍ଷା ଖବର

ପ୍ରୋଜେକ୍ଟ ଆରମ୍ଭ ଅଧୀନରେ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୭/୧୦/୨୬ – ତୃଣମୂଳ ସ୍ତରରୁ ପ୍ରତିଭା ଅନ୍ୱେଷଣକୁ ପ୍ରାଧାନ୍ୟ ନେଇ ମୟୂରଭଞ୍ଜ ଜିଲ୍ଲାରେ ତୃଣମୂଳ ସ୍ତରରେ କ୍ରୀଡା ପ୍ରତିଭା ମାନଙ୍କୁ ଠାବ କରିବା ଏବଂ ସେମାନଙ୍କୁ ପ୍ରୋତ୍ସାହିତ କରିବା ସକାଶେ ଫ୍ୟୁଚର ଷ୍ଟାର ସ୍ପୋର୍ଟ୍ସ ଏକାଡେମୀ ଏବଂ ଟାଟା ଟ୍ରଷ୍ଟର ମିଳିତ ସହଯୋଗରେ ‘ପ୍ରୋଜେକ୍ଟ ଆରମ୍ଭ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ୮ରୁ ୧୫ ବର୍ଷ ବୟସ୍କ ପିଲା ମାନଙ୍କୁ ତୃଣମୂଳ ସ୍ତରରୁ ତାଲିମ ଦେବା…

Read More
ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି -୨୦୨୬” ୩୦ ଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରକୁ ମନୋନୀତ – ସମୀକ୍ଷା ଖବର

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି -୨୦୨୬” ୩୦ ଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରକୁ ମନୋନୀତ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି ଚିକିଟି — ଏହି ବ୍ଲକ ଅନ୍ତର୍ଗତ ସୁନାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି – ୨୦୨୬” କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ‘ସମୃଦ୍ଧ ଭାଷା, ସମୃଦ୍ଧ ଓଡିଶା – ୨୦୨୬’ ଅଭିଯାନ ଆନୁକୁଲ୍ୟରେ ପୁରପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ଶିଶୁ ମାନଙ୍କ ଅନ୍ତର୍ନିହିତ ପ୍ରତିଭାର ପରିସ୍ଫୁଟନ, ସୃଜନ ଶୀଳତାର ବିକାଶ ଓ ବୌଦ୍ଧିକ ଦକ୍ଷତା ର…

Read More
ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇଦିନିଆ ରାଇରଙ୍ଗପୁର ଆଗମନ – ସମୀକ୍ଷା ଖବର

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇଦିନିଆ ରାଇରଙ୍ଗପୁର ଆଗମନ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୭/୧୦/୨୬ – ଦୁଇଦିନିଆ ରାଇରଙ୍ଗପୁର ଗସ୍ତରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସୁଥିବା ସୂଚନା ପ୍ରାପ୍ତ ହୋଇଛି । ସେ ଚଳିତ ୨୮ ଓ ୨୯ ତାରିଖ ରାଇରଙ୍ଗପୁର ଆଗମନ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବଡ଼ ସୂଚନା ଦିଆଯାଇଛି । ରାଷ୍ଟ୍ରପତି ସଚିବାଳୟଙ୍କ ପକ୍ଷରୁ ଅକ୍ଟୋବର ୧୩ରେ ଉପ ସାମରିକ ସଚିବଙ୍କ ଚିଠି…

Read More
କେନ୍ଦୁଝର ସହରରେ ବଢୁଛି ସୌନ୍ଦର୍ଯ୍ୟକରଣ, ବଦଳୁଛି ସହରର ରୂପରେଖ – ସମୀକ୍ଷା ଖବର

କେନ୍ଦୁଝର ସହରରେ ବଢୁଛି ସୌନ୍ଦର୍ଯ୍ୟକରଣ, ବଦଳୁଛି ସହରର ରୂପରେଖ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/କେନ୍ଦୁଝର: କେନ୍ଦୁଝର : ଦିନକୁ ଦିନ ବଦଳୁଛି କେନ୍ଦୁଝର ସହରର ଚିତ୍ର। ସହରର ବିକାଶ ସହିତ ଏହାର ସୌନ୍ଦର୍ଯ୍ୟକରଣ, ରାସ୍ତାଘାଟର ଉନ୍ନତି, ପାର୍କର ବିକାଶ ଏବଂ ନାଗରିକ ସୁବିଧାକୁ ନେଇ ବଢୁଛି ଆଶା। ଖଣିଜ ସମ୍ପଦରେ ସମୃଦ୍ଧ କେନ୍ଦୁଝର ଜିଲ୍ଲାର ସଦର ସହରକୁ ଏକ ସୁନ୍ଦର, ସ୍ୱଚ୍ଛ ଓ ଆଧୁନିକ ସହର ଭାବେ ଗଢ଼ିତୋଳିବା ପାଇଁ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ଗୁରୁତ୍ୱ ବହନ କରୁଛି। ସହରର ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ୱ, କେନ୍ଦୁଝର ସହରର ସୌନ୍ଦର୍ଯ୍ୟ…

Read More
ପ୍ରଶାସନିକୁ ଉଦାହରଣ କରି ଦେଖାଇଲେ: ଚାନ୍ଦାକରି ରାସ୍ତା ମରାମତି କଲେ କପୁଗୁଡ଼ା ଅଞ୍ଚଳବାସୀ – ସମୀକ୍ଷା ଖବର

ପ୍ରଶାସନିକୁ ଉଦାହରଣ କରି ଦେଖାଇଲେ: ଚାନ୍ଦାକରି ରାସ୍ତା ମରାମତି କଲେ କପୁଗୁଡ଼ା ଅଞ୍ଚଳବାସୀ

ମହେଶ୍ୱର ଡିଗାଲ / ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ: କ.ନୂଆଗାଁ ୧୭/୧୦/୦୨୬ :କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡା ପଞ୍ଚାୟତ ୫ ନମ୍ବର ୱାର୍ଡ କପୁଗୁଡ଼ା ଡଲାବାଲି କଟାବାଲି ବେସେଙ୍ଗିନାଜୁ ମାହାଗୁଡ଼ା ସୁଣ୍ଢିସାହି ବରସାହି ଗାଁକୁ ଗମନାଗମନ ପାଇଁ ମଗଡ଼ିଙ୍ଗିଆ ସ୍କୁଲ ଛକ ଠାରୁ ଆରମ୍ଭ କରି ଉପର କଙ୍ଗେରିକିଆ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ଯାଳୟ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ସଡ଼କ…

Read More