କ୍ୟାପଟେନ୍ ଙ୍କ ସ୍ମିତ୍ ମଚ୍ଛରଙ୍କ ସାହସ ବିଶ୍ୱରେ ଭାରତୀୟ ପାଇଲଟଙ୍କ ସମ୍ମାନ ବଢ଼େଇ ଦେଇଛି
ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଭାରତ ବାହାରେ ରହୁଥିବା ଭାରତୀୟ ପାଇଲଟ୍ କ୍ୟାପଟେନ୍ #କନୁପ୍ରିୟା_ଅଗ୍ରୱାଲ୍ ଏକ ଅନୁଭୂତି ବାଣ୍ଟିଛନ୍ତି। ସେ କହିଛନ୍ତି ଯେ କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କ ବହୁଚର୍ଚ୍ଚିତ ଘଟଣା ପରେ ଭାରତୀୟ ପାଇଲଟ୍ମାନେ ଯେଉଁ ସ୍ୱୀକୃତି ଓ ସମ୍ମାନ ପାଉଛନ୍ତି, ତାହା ଏହି ଅନୁଭୂତି ସହ ଜଡ଼ିତ। 🩵ବିମାନବନ୍ଦରରେ ଲୋକଙ୍କ ଉତ୍ସାହ: ଅଗ୍ରୱାଲ୍ଙ୍କ କହିବାନୁସାରେ, ସେ ନିକଟରେ ଏକ ବିମାନବନ୍ଦରକୁ ଯାଇଥିଲେ। ସେଠାରେ ସେ ଜଣେ ଭାରତୀୟ ପାଇଲଟ୍ ବୋଲି ଜାଣିବା ପରେ ଲୋକମାନେ…