୮ ତାରିଖରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ
ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: କାଲି ଓଡ଼ିଶା ବନ୍ଦ। ସକାଳ ୬ରୁ ସଂଧ୍ୟା ୬ ଯାଏ କଂଗ୍ରେସ ନେତୃତ୍ୱରେ ଇଣ୍ଡିମେଣ୍ଟର ୧୨ ଘଣ୍ଟିଆ ବନ୍ଦ। ବନ୍ଦ ବେଳେ ରେଳ, ବସ ଓ ଅନ୍ୟାନ୍ୟ ସରକାରୀ ବେସରକାରୀ ଯାନବାହନ ଚଳାଚଳ ବନ୍ଦ। ଜରୁରୀ ସେବାକୁ ବନ୍ଦରୁ ବାଦ୍। ଦୋକାନବଜାର ବନ୍ଦ ରଖିବାକୁ ଆହ୍ୱାନ। ଏହା ସହ ଅଷ୍ଟମ ଓ ନବମ ଶ୍ରେଣୀର ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ଯେଭଳି କୌଣସି ଅସୁବିଧା ନହୁଏ, ସେଥିଲାଗି ଧ୍ୟାନ ଦିଆଯିବ ବୋଲି…