ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ:ପୋଡିଲେ, ଚିରିଲେ ଛାତ୍ର ବିଜେଡି ସମର୍ଥିତ ପାର୍ଥୀଙ୍କ ହୋଡିଙ୍ଗ
ଜଗବନ୍ଧୁ ଖଟୁଆ/ରାଜନଗର ସାମ୍ବାଦିକ /ସମୀକ୍ଷା ନ୍ୟୁଜ : ରାଜନଗର , ୧୩/୧୦ (ଇମିସ) ଛାତ୍ର ସଂସଦ ନିର୍ବାଚନ ଯେତେ ପାଖେଇ ଆସୁଛି ଉତ୍ତେଜନା ସେତେ ବଢିବାରେ ଲାଗିଛି | ରାଜନଗର ନିର୍ବାଚନ ମଣ୍ଡଳୀର ମଦନପୁରସ୍ଥିତ ୟୁକେ ମହାବୀର ମହାବିଦ୍ୟାଳୟରେ ଗଣ୍ଡୋଗୋଳ ଯୋଗୁ ନିର୍ବାଚନ ବାତିଲ ହୋଇ ସାରିଛି | ଏପଟେ ୧୨ ତାରିଖ ରାତିରେ ରାଜନଗରସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ସମୁଖରେ ଲାଗିଥିବା ବିଜୁ ଛାତ୍ର ଜନତା ଦଳ ସମର୍ଥିତ ଛାତ୍ର ସଂସଦ ପାର୍ଥୀଙ୍କ ହୋଡିଙ୍ଗକୁ…