ବାଲିକୁଦା ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ଭାଚନ ଫଳାଫଳ
ଭଗବାନ ମହାନ୍ତି/ବରିଷ୍ଠ ସାମ୍ବାଦିକ/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:ଜଗତସିଂହପୁର, 15/10/2026(ନି. ପ୍ର ): ଜଗତସିଂହପୁର ଜିଲା ବାଲିକୁଦା ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଶାନ୍ତିପୂର୍ଣ ଭାବରେ ସମାପନ ହୋଇଯାଇଛି |ଏଥିରେ ଚାରି ତରଫା ନିର୍ବାଚନ ସମୀକରଣ ଭାବରେ ହୋଇଯାଇଛି |ଏଥିରେ କଂଗ୍ରେସ ଛାତ୍ର ସଂଗଠନ, ବିଜେଡି ଛାତ୍ର ସଂଗଠନ, ଏବିଭିପି ଛାତ୍ର ସଂଗଠନ ଓ ସ୍ୱାଧୀନ ପ୍ରାର୍ଥୀ କଦା ପ୍ରତିଦ୍ବନ୍ଦିତା କରିଥିବା ବେଳେ ଏବିଭିପି 15ଭିନ୍ନ ପୋଷ୍ଟ ରୁ 11ପୋଷ୍ଟ ଜିତି ରେକର୍ଡ ସୃଷ୍ଟି କରିଛି |ଆଉ 3ଟି…