ଭଗବାନ ମହାନ୍ତି /ଜିଲା ପ୍ରତିନିଧି /ଜଗତସିଂହପୁର /ସମୀକ୍ଷା ନିୟୁଜ :
ଜଗତସିଂହପୁର, 15/10/2026(ନି. ପ୍ର ): ଦୀର୍ଘ 8ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ଜଗତସିଂହପୁର ସମସ୍ତ ଡିଗ୍ରୀ ମହାବୁଦ୍ୟାଳୟ ମାନଙ୍କରେ ଆଜି ଶାନ୍ତି ପୂର୍ଣ୍ଣଭାବେ ହୋଇଯାଇଛି |ଭାରତର ସାମ୍ବିଧାନିକ ବ୍ୟବସ୍ଥାରେ ଛାତ୍ର ମାନେ ମହାବିଦ୍ୟାଳୟରୁ ଦେଶ ସେବା ପାଇଁ ନିର୍ବାଚନ ମାଧ୍ୟମରେ ତୟାରୀ ହୋଇଥାନ୍ତି | ମହାବିଦ୍ୟାଳୟ ନିର୍ବାଚନ ଏକ ନେତୃତ୍ୱ ତୟାରୀ ହେବାର ଏନ୍ତୁଡ଼ିଶାଳା ବୋଲି ଅନେକ ବୁଦ୍ଧିଜୀବୀ ପ୍ରକାଶ କରିଥାନ୍ତି |

ଏଠାରେ ଉଲେଖ୍ୟ ଯୋଗ୍ୟ କି ଜଗତସିଂହପୁର ଜିଲ୍ଲାର ମହାବିଦ୍ୟାଳୟ ମାନଙ୍କର ଫଳାଫଳ ନିମ୍ନରେ ଦିଆଗଲା |
ABVP ଜିତିଲେ
✅ SVM College
✅ Alaka Mahavidyalaya
✅ Balikuda College
✅ Paradip College
✅ Rahama College
✅ Erasama College
BCJD WON
✅ Tirtol College
✅ Naugaon College
✅ Kujanga College
ଜଗତସିଂହପୁର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନର ଫଳାଫଳ ନୂଆ ରାଜନୈତିକ ଚର୍ଚ୍ଚାକୁ ଜନ୍ମ ଦେଇଛି। ଏବିଭିପି ଛାତ୍ର ନେତା ସତ୍ୟ ମହାନ୍ତି କୁହନ୍ତି,ଛାତ୍ରଶକ୍ତି — ରାଷ୍ଟ୍ରଶକ୍ତି
ରାଷ୍ଟ୍ର ପ୍ରଥମ, ଛାତ୍ର ହିତ ସର୍ବୋପରି!





