ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ ନୂଆପଡ଼ା
ଝାରସୁଗୁଡ଼ା: ବିଜେଡିରେ ସାମିଲ ହେଲେ ନିର୍ବାଚିତ ଛାତ୍ର ପ୍ରତିନିଧି – ସମୀକ୍ଷା ଖବର

ଝାରସୁଗୁଡ଼ା: ବିଜେଡିରେ ସାମିଲ ହେଲେ ନିର୍ବାଚିତ ଛାତ୍ର ପ୍ରତିନିଧି

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି/ଝାରସୁଗୁଡ଼ା/ସମୀକ୍ଷା ନ୍ୟୁଜ: ଝାରସୁଗୁଡ଼ା, ୧୫/୧୦ : ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପରେ ଝାରସୁଗୁଡା ବିଭିନ୍ନ କଲେଜର ନିର୍ବାଚିତ ଛାତ୍ର ପ୍ରତିନିଧି ବିଜୁ ଛାତ୍ର ଜନତା ଦଳରେ ସାମିଲ ହୋଇଛନ୍ତି l ସରବାହାଲସ୍ଥିତ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ଦୀପାଳି ଦାସ ଯୋଗଦେଇ ନବ ନିର୍ବାଚିତ ଛାତ୍ର ନେତାଙ୍କୁ ସ୍ୱାଗତ କରିଥିଲେ l କୋଲାବିରା ପିଏସ୍‌ ଡିଗ୍ରୀ କଲେଜର ଉପସଭାପତି ଚୁମକି ଉର୍ମା, ସାଧାରଣ ସମ୍ପାଦକ ହରେଶ କିସାନ,…

Read More

ବ୍ରଜରାଜନଗର ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ହେଲେ ଏବିଭିପିର ଦୀପ୍ତି ରଞ୍ଜନ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି/ଝାରସୁଗୁଡ଼ା/ସମୀକ୍ଷା ନ୍ୟୁଜ: ଝାରସୁଗୁଡ଼ା: ୧୫/୧୦ : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ଦୀପ୍ତି ରଞ୍ଜନ ସାହୁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି l ସେହିପରି ସୁମି ବଢ଼େଇ ସାଧାରଣ ସମ୍ପାଦକ, ଦର୍ପଣ କୁମାରୀ ରାୟ ସାଂସ୍କୃତିକ ସମ୍ପାଦକ ଏବଂ ସକ୍ଷମ ବିର୍ଲା ନାଟ୍ୟ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି l ଅନ୍ୟପକ୍ଷରେ ବିସିଜେଡିର ହୀରାକାନ୍ତି ବାରିକ ଉପସଭାପତି ପଦ ହାସଲ କରିଛନ୍ତି l ନିର୍ବାଚନ ଫଳାଫଳ…

Read More
ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ: ସଭାପତି ଭାବେ ପୁଣ୍ୟବନ୍ତ ପ୍ରଧାନ,ସାଧାରଣ ସମ୍ପାଦକ ଆକାଶ ପାତ୍ର – ସମୀକ୍ଷା ଖବର

ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ: ସଭାପତି ଭାବେ ପୁଣ୍ୟବନ୍ତ ପ୍ରଧାନ,ସାଧାରଣ ସମ୍ପାଦକ ଆକାଶ ପାତ୍ର

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର: ପାଟଣା:୧୫/୧୦,ପାଟଣା ମୁଖ୍ୟାଳୟ ସ୍ୱାମ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି।ପ୍ରାୟ ସମସ୍ତ ପ୍ରମୁଖ ପଦବୀକୁ ଏବିଭିପି ଦଖଲ କରିଛି।ଛାତ୍ର ସଂସଦ ନିର୍ବାଚନ ଆଜି ସମାପ୍ତ ହେବାପରେ ଗଣତି ପରେ ଫଳାଫଳ ପ୍ରକାଶ ପାଇଛି।ସଭାପତି ଭାବେ ପୁଣ୍ୟବନ୍ତ ପ୍ରଧାନ,ସାଧାରଣ ସମ୍ପାଦକ ଭାବେ ଆକାଶ ପାତ୍ର,ସହସମ୍ପାଦକ ଭାବେ ବିରେନ୍ଦ୍ର ବେହେରା, କ୍ରୀଡ଼ା ସମ୍ପାଦକ ଭାବେ ଦିଗନ୍ତ ପ୍ରସାଦ ସେଠୀ, ଡ୍ରାମାଟିକ ସମ୍ପାଦକ ଭାବେ ଅବିନାଶ ସେଠୀ, ଡିଏସଏ…

Read More
ନୂତନ ଶ୍ରମ ସଂହିତା ଉପରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ସଚେତନତା ପ୍ରଶିକ୍ଷଣ ଶିବିର ଆୟୋଜିତ – ସମୀକ୍ଷା ଖବର

ନୂତନ ଶ୍ରମ ସଂହିତା ଉପରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ସଚେତନତା ପ୍ରଶିକ୍ଷଣ ଶିବିର ଆୟୋଜିତ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୧୫ ଅକ୍ଟୋବର:ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ନୂତନ ଶ୍ରମ ସଂହିତାର ବିଭିନ୍ନ ବ୍ୟବସ୍ଥା,ଏହାର ଗୁରୁତ୍ୱ ଓ ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ମଣ୍ଡଳ ରେଳ ପ୍ରବନ୍ଧକଙ୍କ ସମ୍ମିଳନୀ କକ୍ଷରେ ଏକ ସଚେତନତା ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ମଣ୍ଡଳର ବିଭିନ୍ନ ବିଭାଗ ଏବଂ ସେଗୁଡ଼ିକରେ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କ ସହ ଜଡ଼ିତ କର୍ମଚାରୀଙ୍କୁ ଶ୍ରମ ଆଇନ ଓ ଶ୍ରମିକ…

Read More
ଖୋରଧାରେ ଆନ୍ତଃଜିଲ୍ଲା ଗଞ୍ଜେଇ ଚାଲାଣ ନେଟୱlର୍କର ପର୍ଦ୍ଦାଫାସ; ୩ ଗିରଫ୪୨ କିଲୋ ଗଞ୍ଜେଇ ଜବତ – ସମୀକ୍ଷା ଖବର

ଖୋରଧାରେ ଆନ୍ତଃଜିଲ୍ଲା ଗଞ୍ଜେଇ ଚାଲାଣ ନେଟୱlର୍କର ପର୍ଦ୍ଦାଫାସ; ୩ ଗିରଫ୪୨ କିଲୋ ଗଞ୍ଜେଇ ଜବତ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୧୫ ଅକ୍ଟୋବର : ଖୋରଧା ଆଦର୍ଶ ଥାନା ପୁଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବଡ଼ ସଫଳତା ମିଳିଛି। ଆନ୍ତଃଜିଲ୍ଲା ଗଞ୍ଜେଇ ଚାଲାଣ ନେଟୱlର୍କର ପର୍ଦ୍ଦାଫାସ କରିବା ସହ ଏହି କାରବାରରେ ସମ୍ପୃକ୍ତ ଥିବା ସନ୍ଦେହରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୪୨ କିଲୋ ଗଞ୍ଜେଇ, ଗୋଟିଏ କାର, ଗୋଟିଏ ଇଲେକ୍ଟ୍ରିକ ସ୍କୁଟର, ୩ଟି ମୋବାଇଲ ଫୋନ ଓ…

Read More
ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ: ସଭାପତି ହେଲେ ଡି. ନନ୍ଦିନୀ, ସାଧାରଣ ସମ୍ପାଦକ ମାନସ ରଞ୍ଜନ ସାହୁ – ସମୀକ୍ଷା ଖବର

ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ: ସଭାପତି ହେଲେ ଡି. ନନ୍ଦିନୀ, ସାଧାରଣ ସମ୍ପାଦକ ମାନସ ରଞ୍ଜନ ସାହୁ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୧୫ ଅକ୍ଟୋବର : ଖୋରଧା ସ୍ଥିତ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ବିଭିନ୍ନ ସୋସାଇଟିର ପଦପଦବି ନିମନ୍ତେ ନିର୍ବାଚିତ ପ୍ରତିନିଧି ମାନଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ନିର୍ବାଚନ ଅଧିକାରୀ ଅକ୍ଟୋବର ୧୫ ତାରିଖରେ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ଘୋଷଣା ସହିତ ଚଳିତ ଶିକ୍ଷାବର୍ଷ ପାଇଁ…

Read More
ନବରଙ୍ଗପୁର କଲେଜରେ ଏବିଭିପିର ସଭାପତି ଓ ସାଧାରଣ ସଂପାଦକ ବିଜୟୀ – ସମୀକ୍ଷା ଖବର

ନବରଙ୍ଗପୁର କଲେଜରେ ଏବିଭିପିର ସଭାପତି ଓ ସାଧାରଣ ସଂପାଦକ ବିଜୟୀ

ବିଭୁତି ପ୍ରସାଦ ପଣ୍ଡା / ଜିଲ୍ଲା ପ୍ରତିନିଧି / ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ: ନବରଙ୍ଗପୁର, ୧୫।୧୦ ( ସମୀକ୍ଷା ):ବିଭୁତି ପ୍ରସାଦ ପଣ୍ଡା ନବରଙ୍ଗପୁର (ଡିଗ୍ରୀ) ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ-୨୦୨୬-୨୭ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଭାପତି ପ୍ରାର୍ଥୀ ମୃତ୍ୟୁଞ୍ଜୟ ବିଷୋୟୀ ଓ ସାଧାରଣ ସମ୍ପାଦକ ପ୍ରାର୍ଥୀ ଗୀତାଞ୍ଜଳି ବିଷୋୟୀ ବହୁ ଭୋଟ ରେ ବିଜୟୀ ହୋଇଛନ୍ତି । ପୂର୍ବାହ୍ନ ୮ଟା ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା । ମୋଟ ୧୪୫୦…

Read More
ପାରାଦୀପ କଲେଜ ସଂସଦ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟିର ୨୩ ପ୍ରାଥି ବାଜିମାତ – ସମୀକ୍ଷା ଖବର

ପାରାଦୀପ କଲେଜ ସଂସଦ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟିର ୨୩ ପ୍ରାଥି ବାଜିମାତ

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ପାରାଦୀପ ଓଡିଶା ସରକାର ଙ୍କ ତରଫରୁ ଦୀର୍ଘ ଆଠ ବର୍ଷ ପରେ କଲେଜ ଇଲେକ୍ସନ କରାଯାଉ ଥିବା ବେଳେ ଛାତ୍ର ଛାତ୍ରୀ ସମସ୍ତ ଙ୍କ ମନରେ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଥିବା l ଏହି ଇଲେକ୍ସନ ଶାନ୍ତି ଶୃଙ୍ଖଳା ସହ ମତଦାନ ହୋଇଥିବା ବେଳେ ଏଥିରେ ଭାରତୀୟ ଜନତା ପାର୍ଟି ତରଫରୁ ୨୪ ଜଣ ପ୍ରାର୍ଥୀ ନୋମିନେଶନ କରିଥିବା ବେଳେ ସେଥି ମଧ୍ୟରୁ ୨୩ ଜଣ ପ୍ରାର୍ଥୀ ଜିତି…

Read More
ନିର୍ବାଚନ-ପିଏସ କଲେଜ, ବଡ଼ସାହି ୬ ଅପ୍ରତିଦ୍ବନ୍ଦୀ ଓ ୫ ପ୍ରତିଦ୍ୱନ୍ଦୀଙ୍କ ବିଜୟ – ସମୀକ୍ଷା ଖବର

ନିର୍ବାଚନ-ପିଏସ କଲେଜ, ବଡ଼ସାହି ୬ ଅପ୍ରତିଦ୍ବନ୍ଦୀ ଓ ୫ ପ୍ରତିଦ୍ୱନ୍ଦୀଙ୍କ ବିଜୟ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୫/୧୦/୨୬ – ଦୀର୍ଘ ୮ବର୍ଷ ପରେ କଲେଜ ନିର୍ବାଚନ-୨୦୨୬ ପାଇଁ ବିଭିନ୍ନ କଲେଜ ଓ ବିଭିନ୍ନ ରାଜନୈତିକ ଦଳଙ୍କୁ ନେଇ ବଜାର ସରଗରମ ରହିଥିବା ସମୟରେ ଗୁରୁବାର ଚୂଡାନ୍ତ ହୋଇଛି କଲେଜ ନିର୍ବାଚନ । ମୟୂରଭଂଜର କେତେକ କଲେଜରେ ଉତ୍ତେଜନା ଓ ବିଶୃଙ୍ଖଳା ଦେଖା ଦେଇଥିବା ବେଳେ ଅନ୍ୟ କଲେଜ ଗୁଡିକରେ ପ୍ରାୟତଃ ଶାନ୍ତିପୂର୍ଣ୍ଣ ନିର୍ବାଚନ ସରିଛି । ସେଇ କ୍ରମରେ ବଡସାହି କଲେଜ ଛାତ୍ରସଂସଦ…

Read More
ରାଜନଗର: ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଛାତ୍ର ବିଜେଡି ସମର୍ଥକଙ୍କ କ୍ଳିନ ସୁଇପ – ସମୀକ୍ଷା ଖବର

ରାଜନଗର: ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଛାତ୍ର ବିଜେଡି ସମର୍ଥକଙ୍କ କ୍ଳିନ ସୁଇପ

ଜଗବନ୍ଧୁ ଖଟୁଆ/ରାଜନଗର ସାମ୍ବାଦିକ /ସମୀକ୍ଷା ନ୍ୟୁଜ : ରାଜନଗର , ୧୫/୧୦(ଇମିସ ) ରାଜନଗର ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ଛାତ୍ର ବିଜେଡି ସମର୍ଥକ ପାର୍ଥୀ ମାନେ ବିପୁଳ ବିଜୟ ହାସଲ କରିଛନ୍ତି | ଛାତ୍ର ବିଜେଡି ସମର୍ଥକମାନେ କ୍ଳିନ ସୁଇପ ବିଜୟ ହାସଲ କରିଛନ୍ତି | ବିଜୁ ଛାତ୍ର ଜନତା ଦଳର ବିପୁଳ ବିଜଯ ପରେ ସମର୍ଥକମାନେ ବିଜୟ ଉଶ୍ଚବ ମନାଇଛନ୍ତି | ବିଜୁ ଛାତ୍ର ଜନତା ଦଳର ପାର୍ଥୀ ତ୍ରିମୂଖୀ…

Read More