ଭଗବାନ ମହାନ୍ତି/ବରିଷ୍ଠ ସାମ୍ବାଦିକ/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:
ଜଗତସିଂହପୁର, 15/10/2026(ନି. ପ୍ର ): ଜଗତସିଂହପୁର ଜିଲା ବାଲିକୁଦା ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଶାନ୍ତିପୂର୍ଣ ଭାବରେ ସମାପନ ହୋଇଯାଇଛି |ଏଥିରେ ଚାରି ତରଫା ନିର୍ବାଚନ ସମୀକରଣ ଭାବରେ ହୋଇଯାଇଛି |ଏଥିରେ କଂଗ୍ରେସ ଛାତ୍ର ସଂଗଠନ, ବିଜେଡି ଛାତ୍ର ସଂଗଠନ, ଏବିଭିପି ଛାତ୍ର ସଂଗଠନ ଓ ସ୍ୱାଧୀନ ପ୍ରାର୍ଥୀ କଦା ପ୍ରତିଦ୍ବନ୍ଦିତା କରିଥିବା ବେଳେ ଏବିଭିପି 15ଭିନ୍ନ ପୋଷ୍ଟ ରୁ 11ପୋଷ୍ଟ ଜିତି ରେକର୍ଡ ସୃଷ୍ଟି କରିଛି |ଆଉ 3ଟି ରୁ କଂଗ୍ରେସ 1 ଓ ବିଜେଡି 2ଟି ପୋଷ୍ଟ ପାଇଛି
ନିମ୍ନ ଲିଖିତ ପୋଷ୍ଟ ପାଇଁ ଯେଉଁ ଛାତ୍ର ମାନେ ଜିତିଛନ୍ତି ତାଙ୍କ ନାମ ହେଲେ:
ପ୍ସଭାପତି ରୁଦ୍ର ନାରାୟଣ ଦାସ
ଉପ ସଭାପତି ଅଭିଷେକ ବିଶ୍ୱାଳ
ସାଧାରଣ ସମ୍ପାଦକ ସ୍ମୃତି ରେଖା ଜେନା
ଉପ ସମ୍ପାଦକ ଅଭିଜିତ ଜେନା
କ୍ରୀଡା ସ୍ରମ୍ପାଦକ ବିଶାଳ ଗୋଛାୟତ
କ୍ରୀଡା ଉପ ସମ୍ପାଦକ ଗୋରେଖ ନାଥ ଲେଙ୍କା
ପୁରୁଷ କମନ ରୁମ ଦୁର୍ଗା ପ୍ରସାଦ ପାଢ଼ୀ
ଉପ ଡ୍ରାମାଟିକ ସଚିବ ଓମ ପ୍ରକାଶ ଦାସ
ଡି ଏସ ଏ ସହ ସଚିବ ଆଶୁତୋଷ ବାରିକ
ସହ ସମ୍ପାଦକ ମହିଳା କମନ ରୁମ ରାନୁ ଵାଲା ସ୍ୱାଇଁ
ଏସ ଏସ ଜୀ ସହ ସଚିବ ରଶ୍ମି ରଞ୍ଜନ ସାହୁ
କଲେଜେ ମାଗାଜିନ ଲିପ୍ସା ନାୟକ
ଭାବେ ନିର୍ବାଚିତ ହୋଇଛନ୍ତି

l





