୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା:
ଜ୍ଞାନ ଚାନ୍ଦ ମଲ୍ଲିକ / ବରିଷ୍ଠ ସାମ୍ବାଦିକ/ ଭୁବନେଶ୍ୱର / ସମୀକ୍ଷା ନ୍ୟୁଜ : ଓଡ଼ିଶାରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ/ଛାତ୍ର ସଂଘ ନିର୍ବାଚନ ହେବାକୁ ଘୋଷଣା ହୋଇଛି। ଏହା ପ୍ରାୟ ୮ ବର୍ଷର ବିରତି ପରେ ହେଉଛି। ଆସନ୍ତା ଅକ୍ଟୋବର ୧୫ରେ ହେବ ଛାତ୍ର ସଂସଦ ନିର୍ବାଚନ । ୧୬ରେ ଶପଥଗ୍ରହଣ ସମାରୋହ ହେବା ନେଇ ସୋମବାର ଘୋଷଣା କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଦଶହରା ଛୁଟି ପୂର୍ବରୁ ହେବ ଛାତ୍ର…