ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ
ରାଜ୍ୟରେ ବଢ଼ୁଛି ହକି ଖେଳାଳିଙ୍କ ସଂଖ୍ୟା – ସମୀକ୍ଷା ଖବର

ରାଜ୍ୟରେ ବଢ଼ୁଛି ହକି ଖେଳାଳିଙ୍କ ସଂଖ୍ୟା

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଓଡ଼ିଶାରେ ହକି ଖେଳ ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବଢ଼ିବା ସହ ରାଜ୍ୟରୁ ଜାତୀୟ ସ୍ତରର ଖେଳାଳି ସୃଷ୍ଟି ହେବାର ଧାରା ମଧ୍ୟ ଉତ୍ସାହଜନକ ହୋଇଛି। ବିଶେଷକରି ସୁନ୍ଦରଗଡ଼ ଓ ଏହାର ଆଖପାଖ ଆଦିବାସୀ ଅଞ୍ଚଳରେ ହକିର ଦୀର୍ଘଦିନର ପରମ୍ପରା ରହିଛି। ଏବେ ପ୍ରଶିକ୍ଷଣ, ଖେଳ ଭିତ୍ତିଭୂମି, ଆଧୁନିକ ଷ୍ଟାଡିୟମ୍‌ ଓ ବିଭିନ୍ନ ପ୍ରତିଯୋଗିତା ଯୋଗୁଁ ଏହି ପ୍ରତିଭାକୁ ଉପଯୁକ୍ତ ସୁଯୋଗ ମିଳୁଛି। ହକି ପ୍ରତି ବଢ଼ୁଛି ଯୁବପିଢ଼ିଙ୍କ ଆଗ୍ରହ, ଓଡ଼ିଶାର…

Read More
‘ପାଦେ ଆକାଶ’ ଚଳଚ୍ଚିତ୍ର ପାଇଁ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର – ସମୀକ୍ଷା ଖବର

‘ପାଦେ ଆକାଶ’ ଚଳଚ୍ଚିତ୍ର ପାଇଁ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଓଡ଼ିଆ ସିନେମା ଜଗତ ପାଇଁ ଗର୍ବର ବିଷୟ। ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ‘ପାଦେ ଆକାଶ’ ଚଳଚ୍ଚିତ୍ରରେ ନିଜର ଚମତ୍କାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ (ଜୁରି ଚଏସ୍‌) ପୁରସ୍କାର ହାସଲ କରିଛନ୍ତି। ଏହି ସମ୍ମାନ ତାଙ୍କ ଅଭିନୟ ଦକ୍ଷତା ସହିତ ଓଡ଼ିଆ ସିନେମାରେ ସାମାଜିକ ବାର୍ତ୍ତାଭିତ୍ତିକ ଚଳଚ୍ଚିତ୍ରର ଗୁରୁତ୍ୱକୁ ମଧ୍ୟ ଉଜାଗର କରିଛି। ଅର୍ଚ୍ଚିତାଙ୍କ ଅଭିନୟକୁ ମିଳିଲା ସ୍ୱୀକୃତି, ଏହି ଚଳଚ୍ଚିତ୍ରରେ ଅର୍ଚ୍ଚିତା ସାହୁ ଡାକ୍ତର ଶ୍ରୁତି ମହାପାତ୍ରଙ୍କ…

Read More
କ୍ୟାନ୍ସର ରୋଗୀଙ୍କ ପାଇଁ ମ୍ୟୁଜିକ୍ ଥେରାପି: ମାନସିକ ଶାନ୍ତି ଓ ଜୀବନରେ ନୂଆ ଆଶା – ସମୀକ୍ଷା ଖବର

କ୍ୟାନ୍ସର ରୋଗୀଙ୍କ ପାଇଁ ମ୍ୟୁଜିକ୍ ଥେରାପି: ମାନସିକ ଶାନ୍ତି ଓ ଜୀବନରେ ନୂଆ ଆଶା

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: କ୍ୟାନ୍ସର ଏକ ଗୁରୁତର ରୋଗ। ଏହାର ଚିକିତ୍ସା ସମୟରେ ରୋଗୀମାନେ କେବଳ ଶାରୀରିକ କଷ୍ଟ ନୁହେଁ, ବରଂ ମାନସିକ ଚାପ, ଚିନ୍ତା, ଭୟ, ଅନିଦ୍ରା ଓ ଭାବନାତ୍ମକ ଅସ୍ଥିରତାର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି। ଏପରି ସମୟରେ ମ୍ୟୁଜିକ୍ ଥେରାପି ବା ସଙ୍ଗୀତ ଚିକିତ୍ସା ରୋଗୀଙ୍କ ମନକୁ ଶାନ୍ତ ରଖିବା ଓ ଜୀବନ ପ୍ରତି ସକାରାତ୍ମକ ମନୋଭାବ ବଢ଼ାଇବାରେ ସହାୟକ ହୋଇପାରେ। ମ୍ୟୁଜିକ୍ ଥେରାପି କ’ଣ?ମ୍ୟୁଜିକ୍ ଥେରାପି ହେଉଛି ଏକ ସହାୟକ…

Read More
ଓଡ଼ିଶାର ଋଣବୋଝ ଦେଢ଼ ଲକ୍ଷ କୋଟି ମୁହାଁ – ସମୀକ୍ଷା ଖବର

ଓଡ଼ିଶାର ଋଣବୋଝ ଦେଢ଼ ଲକ୍ଷ କୋଟି ମୁହାଁ

ଡ଼ ମହେଶ୍ୱର, ସମ୍ପାଦକ, ସମୀକ୍ଷା ଖବରକାଗଜ: ଓଡ଼ିଶାର ଋଣ ବୋଝ ଯେପରି ଉଦ୍ବେଗଜନକ ଭାବେ ବଢ଼ି ଚାଲିଛି ସେଥିରୁ ରାଜ୍ୟର ଋଣ ପରିମାଣ ଖୁବଶୀଘ୍ର ଦେଢ଼ ଲକ୍ଷ କୋଟି ଟଙ୍କାକୁ ଟପିବା ଅାଶଙ୍କା କରାଯାଉଛି ଏଠାରେ ଉଲ୍ଲେଖନୀୟ ଯେ 1995-96 ବେଳକୁ ଓଡ଼ିଶାର ଋଣ ଭାର 9218 କୋଟି 50ଲକ୍ଷ ଟଙ୍କା ଥିବାବେଳେ 2000-01 ବର୍ଷ ବେଳକୁ ତାହା 21001 କୋଟି 88ଲକ୍ଷ ଟଙ୍କାରେ ପହ*ଥିଲା ତେବେ 2013-14 ବେଳକୁ ଏହି ଋଣବୋ ବଢ଼ିବଢ଼ି 37,570 କୋଟି…

Read More
ଲୋକ ଭବନରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୌଜନ୍ୟମୂଳକ ସାକ୍ଷାତ – ସମୀକ୍ଷା ଖବର

ଲୋକ ଭବନରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୌଜନ୍ୟମୂଳକ ସାକ୍ଷାତ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଆଜି ଲୋକଭବନରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୌଜନ୍ୟମୂଳକ ସାକ୍ଷାତ କରିଥିବା ଖବର ରାଜ୍ୟର ପ୍ରଶାସନିକ ଓ ରାଜନୈତିକ ମହଲରେ ଗୁରୁତ୍ୱ ବହନ କରୁଛି। ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଭାବେ ରାଜ୍ୟପାଳ ଏବଂ ନିର୍ବାଚିତ ସରକାରର ମୁଖ୍ୟ ଭାବେ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏପରି ସାକ୍ଷାତ ରାଜ୍ୟର ଶାସନ ବ୍ୟବସ୍ଥାରେ ଏକ ସାଧାରଣ ଔପଚାରିକ ପରମ୍ପରା। ଏହା ମାଧ୍ୟମରେ ଉଭୟଙ୍କ ମଧ୍ୟରେ ଆନୁଷ୍ଠାନିକ ଯୋଗାଯୋଗ…

Read More
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାଇତ୍ୱ ଦେଲେ ପଶ୍ଚିମବଙ୍ଗ ସରକାର – ସମୀକ୍ଷା ଖବର

ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାଇତ୍ୱ ଦେଲେ ପଶ୍ଚିମବଙ୍ଗ ସରକାର

ସମୀକ୍ଷା ନ୍ୟୁଜ ବ୍ୟୁରୋ /ନୂଆଦିଲ୍ଲୀ: ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପଶ୍ଚିମବଙ୍ଗ ସରକାର ବଡ଼ ଦାୟିତ୍ୱ ଦେଇଛନ୍ତି। ଆଜି (୭ ଅକ୍ଟୋବର ୨୦୨୬)ରେ ଜାରି ସରକାରୀ ନିଯୁକ୍ତି ଅନୁସାରେ, ମିଥୁନ ଚକ୍ରବର୍ତ୍ତୀଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ସୂଚନା ଓ ସାଂସ୍କୃତିକ ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଛି। ବିଶେଷ କଥା ହେଉଛି, ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଦିଆଯାଇଛି। ନିଯୁକ୍ତି ତୁରନ୍ତ ପ୍ରଭାବରେ ଲାଗୁ ହୋଇଛି ଏବଂ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। ଦାୟିତ୍ୱ…

Read More
ଓଡିଶାରେ ବଢୁଛି ଡ୍ରାଗନ ଫ୍ରୁଟ୍‌ ଚାଷୀଙ୍କ ସଂଖ୍ୟା – ସମୀକ୍ଷା ଖବର

ଓଡିଶାରେ ବଢୁଛି ଡ୍ରାଗନ ଫ୍ରୁଟ୍‌ ଚାଷୀଙ୍କ ସଂଖ୍ୟା

ସମୀକ୍ଷା ନ୍ୟୁଜ ବ୍ୟୁରୋ /ନୂଆଦିଲ୍ଲୀ: ଓଡ଼ିଶାରେ ଡ୍ରାଗନ ଫ୍ରୁଟ୍‌ (Kamalam) ଚାଷ ଧୀରେଧୀରେ ଏକ ଆକର୍ଷଣୀୟ ବାଣିଜ୍ୟିକ ଫସଲ ଭାବେ ବଢ଼ୁଛି। ଓଡ଼ିଶା ସରକାର ମଧ୍ୟ ଉଚ୍ଚମୂଲ୍ୟର ବିଦେଶୀ ଫଳ ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି। 🟦ଓଡ଼ିଶାରେ କେଉଁଠି ହେଉଛି? ଗଜପତିର ରାୟଗଡ଼ ବ୍ଲକ୍‌ର ନାରାୟଣପୁର ଗାଁରେ ହର୍ଟିକଲଚର ଡେମୋ ଫାର୍ମ ମାଧ୍ୟମରେ ଡ୍ରାଗନ ଫ୍ରୁଟ୍ ଚାଷ ହୋଇଛି ଏବଂ ଏହାକୁ ଘରୋଇ ଚାଷୀଙ୍କ ମଧ୍ୟରେ ବଢ଼ାଇବାର ପ୍ରୟାସ ହୋଇଛି। ବିଭିନ୍ନ ରିପୋର୍ଟରେ ମୟୂରଭଞ୍ଜ, ବରଗଡ଼, କଳାହାଣ୍ଡି, ନବରଙ୍ଗପୁର,…

Read More
ଖୋରଧା ରେ ସେବା ସଂକଳ୍ପ ପଦଯାତ୍ରା: ତୃଣମୂଳସ୍ତରରେ ଲୋକଙ୍କ ସହ ଯୋଡ଼ି ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ – ସମୀକ୍ଷା ଖବର

ଖୋରଧା ରେ ସେବା ସଂକଳ୍ପ ପଦଯାତ୍ରା: ତୃଣମୂଳସ୍ତରରେ ଲୋକଙ୍କ ସହ ଯୋଡ଼ି ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ଅକ୍ଟୋବର ୭: ଜନସାଧାରଣଙ୍କ ନିକଟକୁ ସରକାରକୁ ନେଇଯିବା ସହ ତୃଣମୂଳସ୍ତରରେ ଲୋକଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରି ସେମାନଙ୍କ ସମସ୍ୟା, ଆଶା ଓ ଆକାଂକ୍ଷାକୁ ବୁଝିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶାସନ ବ୍ୟବସ୍ଥା କେବଳ ସରକାରୀ କାର୍ଯ୍ୟାଳୟ ଓ ଫାଇଲ୍‌ ମଧ୍ୟରେ ସୀମିତ ନ ରହି ଲୋକଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ। ଲୋକଙ୍କ ସମସ୍ୟାକୁ ନିକଟରୁ…

Read More
ଭୁବନେଶ୍ୱରରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ୨୪ତମ ଜାତୀୟ ସାମୁଦ୍ରିକ ସର୍ଚ୍ଚ ଏବଂ ରେସକ୍ୟୁ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଛି – ସମୀକ୍ଷା ଖବର

ଭୁବନେଶ୍ୱରରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ୨୪ତମ ଜାତୀୟ ସାମୁଦ୍ରିକ ସର୍ଚ୍ଚ ଏବଂ ରେସକ୍ୟୁ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଛି

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଭୁବନେଶ୍ୱରରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ୨୪ତମ ଜାତୀୟ ସାମୁଦ୍ରିକ ସର୍ଚ୍ଚ ଏବଂ ରେସକ୍ୟୁ (NMSAR) ବୋର୍ଡ ବୈଠକ ଆଜି ଅନୁଷ୍ଠିତ ହୋଇଛି। ବୈଠକର ଅଧ୍ୟକ୍ଷତା ଭାରତୀୟ ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ପରମେଶ ଶିବମଣି କରିଥିଲେ। ବୈଠକର ମୁଖ୍ୟ ଉଦ୍ଦେଶ୍ୟବୈଠକରେ ଭାରତର ବିଶାଳ ୪.୬ ନିୟୁତ ବର୍ଗ କିଲୋମିଟର Indian Search & Rescue Region ମଧ୍ୟରେ ସାମୁଦ୍ରିକ ଉଦ୍ଧାର ବ୍ୟବସ୍ଥାର ପ୍ରସ୍ତୁତି ଓ କାର୍ଯ୍ୟକ୍ଷମତା ସମୀକ୍ଷା କରାଯାଇଥିଲା। ସମୁଦ୍ରରେ…

Read More
ଆସନ୍ତାକାଲି ଚାଲିବ ବସ୍, ବନ୍ଦ ରହିବ ଅଟୋ: ଓଡ଼ିଶା ବନ୍ଦକୁ ବସ୍ ମାଲିକ ସଂଘର ନା, ଅଟୋ ଚାଳକ ସଂଘର ସମର୍ଥନ – ସମୀକ୍ଷା ଖବର

ଆସନ୍ତାକାଲି ଚାଲିବ ବସ୍, ବନ୍ଦ ରହିବ ଅଟୋ: ଓଡ଼ିଶା ବନ୍ଦକୁ ବସ୍ ମାଲିକ ସଂଘର ନା, ଅଟୋ ଚାଳକ ସଂଘର ସମର୍ଥନ

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ବନ୍ଦ ପାଳନ ହେବାକୁ ଥିବା ବେଳେ ବସ୍ ଚଳାଚଳକୁ ନେଇ ଆସିଛି ବଡ଼ ଖବର। ଓଡ଼ିଶା ବନ୍ଦକୁ ସମର୍ଥନ କରୁନାହିଁ ଓଡ଼ିଶା ରାଜ୍ୟ ବସ୍ ମାଲିକ ସଂଘ। ତେଣୁ ଆସନ୍ତାକାଲି ରାଜ୍ୟରେ ବସ୍ ସେବା ସ୍ୱାଭାବିକ ଭାବେ ଚାଲିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସଂଘର ମତରେ, ଦିନକ ପାଇଁ ବସ୍ ଚଳାଚଳ ବନ୍ଦ ରହିଲେ ସାଧାରଣ ଲୋକେ ଯାତାୟାତ କ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖୀନ…

Read More